ବଡ଼ମୂଳ ଅଞ୍ଚଳରୁ ମୁହଁ ଫେରାଉଛନ୍ତି ଇଣ୍ଡିୟାନ ସ୍କିମର
ଗଣିଆ,୪ା୧୨(ସନ୍ତୋଷ କୁମାର ପ୍ରଧାନ: ଶୀତଋତୁ ଆସିଲେ ସାତକୋଶିଆ ଗଣ୍ଡର ବଡ଼ମୂଳଠାରେ ବହୁ ଦେଶୀୟ ପକ୍ଷୀଙ୍କ ସହ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଥାଏ। ଏହି ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିୟାନ ସ୍କିମର ପକ୍ଷୀ…
କୋଇଲା ଫେଜ୍ ଆଉଟ୍କୁ ଭାରତର ବିରୋଧ
ଦୁବାଇ,୪ା୧୨(ପି.ଟି.): ୨୦୩୦ ସୁଦ୍ଧା କୋଇଲା ବ୍ୟବହାରକୁ ପର୍ଯ୍ୟାୟକ୍ରମେ ବାଦ୍ ଦେଇ ବୈଶ୍ୱିକ ପୁନଃନବୀକରଣଯୋଗ୍ୟ ଶକ୍ତି ସାମର୍ଥ୍ୟ ୩ ଗୁଣ ବଢ଼ାଇବା ପାଇଁ ଅଣାଯାଇଥିବା ସଂକଳ୍ପରେ ସ୍ବାକ୍ଷର କରିବାରୁ ଭାରତ ଦୂରେଇ ରହିଛି। ପର୍ଯ୍ୟାୟକ୍ରମେ କୋଇଲା ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସର୍ତ୍ତକୁ…
ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ନଦୀଶଯ୍ୟା
ପଟ୍ଟାମୁଣ୍ଡାଇ,୪ା୧୨ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଚୋରା ବାଲି ଚାଲାଣକାରୀଙ୍କ ଟାର୍ଗେଟରେ ବ୍ରାହ୍ମଣୀ ନଦୀଶଯ୍ୟା। ଦୈନିକ ବେଆଇନ ଭାବେ ବ୍ରାହ୍ମଣୀ ନଦୀରୁ ଉତ୍ତୋଳନ ହେଉଛି ଶତାଧିକ ଟ୍ରିପ୍ ବାଲି। ଫଳରେ ସରକାର ରାଜସ୍ବ ହରାଉଥିବା ବେଳେ କ୍ଷୟ…
ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ ପକ୍ଷରୁ ଫ୍ରି ହେଲ୍ଥ କ୍ୟାମ୍ପ
ଭୁବନେଶ୍ୱର,୪।୧୨: ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେଶନ ଓ ଜୟନ୍ନାଥ କ୍ୟାନସର ଏଡ ଫାଉଣ୍ଡେଶନ (ଜେସିଏଫ)ର ମିଳିତ ସହଯୋଗରେ ଏକ ଦୁଇଦିନିଆ ମାଗଣା ସ୍ବାସ୍ଥ୍ୟ ଶିବିର ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି କେନ୍ଦୁଝର ଜିଲାର କୋଇରା ଏବଂ ଜଜାଙ୍ଗ ଭଳି ଅନେକ ଗ୍ରାମର ୪୦୦ରୁ…
ଓଟିସ୍ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ
ଭୁବନେଶ୍ୱର,୪।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଓଟିସ୍ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ ‘ଜେନ୍ ୩ଟିମ୍ ନୋଭା ରେଞ୍ଜର ଅନଲାଇନ ଅର୍ଡର ବୁକିଂ’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଘରୋଇ ବଜାରର କୋଠାବାଡି ମାଲିକ ଓ ଫାସିଲିଟି ମ୍ୟାନେଜରମାନେ ଓଟିସ୍ ଇଣ୍ଡିଆର…
ଏଏମ୍ଏନ୍ଏସ୍କୁ ଏଚ୍ଏସ୍ଇ ଇନୋଭେଶନ୍ ଆଓ୍ବାର୍ଡ
ଭୁବନେଶ୍ୱର, ୪।୧୨ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ (ଏଏମ୍ଏନ୍ଏସ୍) ଇଣ୍ଡିଆ ଲିମିଟେଡକୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପୁଣେର ପ୍ରୋ-ଏମ୍ଏଫ୍ଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ୟୁୟୁପିଆଇଡି କନ୍ଫରେନ୍ସ ଆଣ୍ଡ ଆୱାର୍ଡ-୨୦୨୩ ସମାରୋହରେ ଏଏମ୍ଏନଏସ୍କୁ…
ଟାଟା ଏଆଇଏର ନୂତନ ଉତ୍ପାଦ
ଭୁବନେଶ୍ୱର,୪।୧୨: ଟାଟା ଏଆଇଏ ଲାଇଫ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡ ବା ଟାଟା ଏଆଇଏର ନୂତନ ଉତ୍ପାଦ ‘ଟାଟା ଏଆଇଏ ଫର୍ଚୁନ ଗ୍ୟାରେଣ୍ଟି ରିଟାୟାରମେଣ୍ଟ ରେଡିନେସ’ପ୍ଲାନ୍ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷ କରି ଏହା ଲୋକଙ୍କ ଅବସର ଜୀବନକୁ ସୁବର୍ଣ୍ଣ ବର୍ଷରେ…
ଖେଳରନତ୍ ପୁରସ୍କାର କମିଟି ଗଠିତ
ନୂଆଦିଲ୍ଲୀ, ୪ା୧୨(ପି.ଟି.): ମେଜର ଧ୍ୟାନଚାନ୍ଦ ଖେଳରନତ୍, ଅର୍ଜୁନ ଓ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଚୟନ କମିଟି ଗଠନ କରାଯାଇଥିବା କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ରବିବାର ଘୋଷଣା କରାଯାଇଛି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଏଏମ୍ ଖାନ୍ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ସଦସ୍ୟ…
ଘାଇ ଆଶଙ୍କାରେ ନଈକୂଳିଆବାସୀ ଆତଙ୍କିତ
ଡେରାବିଶ,୪ା୧୨(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀର ଡେରାବିଶ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରିପୁର ଗ୍ରାମ ଘଣ୍ଟପଦାସ୍ଥିତ ଶାଗୁଣାଘାଇଠାରେ ଶନିବାର ଅପରାହ୍ନରେ ନଦୀବନ୍ଧ ନିକଟରେ ଥିବା ପଠାରେ ୧୦୦ଫୁଟରୁ ଊର୍ଦ୍ଧ୍ୱ ଲମ୍ବ ଓ ୧୫ ଫୁଟରୁ ଊର୍ଦ୍ଧ୍ୱ ଗଭୀରର ଫାଟ ସୃଷ୍ଟି…
୨ ଲକ୍ଷ ଆବାସ ନିର୍ମାଣ କରି ଓଡ଼ିଶା ଆଗରେ
ଭୁବନେଶ୍ୱର,୪ା୧୨(ସୁନିତ୍ ମିଶ୍ର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ବା ପିଏମ୍ଏଓ୍ବାଇ(ଜି)ରେ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ପକ୍କାଘର ନିର୍ମାଣ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ମିଳିଥିବା ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ସମଗ୍ର ଦେଶର…
୮ରୁ ଅଲ୍ ଓଡ଼ିଶା ନାଲ୍କୋ ଟେନିସ୍
ଭୁବନେଶ୍ୱର,୪ା୧୨ (ସରୋଜ ଜେନା): ଭୁବନେଶ୍ୱର ଜିଲା ଟେନିସ ସଂଘ(ବିଡିଟିଏ) ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ୨୨ତମ ଅଲ୍ ଓଡ଼ିଶା ନାଲ୍କୋ ଟେନିସ୍ ଟୁର୍ନାମେଣ୍ଟ। ଡିସେମ୍ବର ୮-୧୦ ମଧ୍ୟରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୯ ବର୍ଗରେ ୩୦୦ରୁ ଅଧିକ ଖେଳାଳି ଭାଗ…
ହର୍ଷିତ ରଞ୍ଜନ ଚାମ୍ପିୟନ
ଭୁବନେଶ୍ୱର, ୪ା୧୨ (ବିଜୟ ରଣା): ରୟାଲ ପବ୍ଲିକ ସ୍କୁଲ କେସୁରା ଓ ଭୁବନେଶ୍ୱର ଚେସ୍ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୧୬ତମ ସନ୍ଦୀପ ମେମୋରିଆଲ ରାଜ୍ୟ ଓପନ ଚେସ୍ ଚାମ୍ପିୟନଶିପ୍ ଅନୁଷ୍ଠିତ ହୋଇଯାଇଛି। ୫ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ କଟକସ୍ଥିତ ସେଣ୍ଟ…
Archives


