ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ: ୧୦ ଛାତ୍ର ଆହତ
କେନ୍ଦୁଝର,୨୮ା୧୨: କଲେଜ ଛାତ୍ରଙ୍କୁ ନେଇ ପିକ୍ନିକ୍ ସାରି ଫେରୁଥିବା ବେଳେ ଏକ ବସ୍ ଗୁରୁବାର ଭୋର୍ରୁ କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥର ଧକୋଠା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୧୦ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ,…
ଶୂନ୍ଶାନ୍ ରାସ୍ତାରେ ସାଇକେଲରେ ଏମିତି ବିପଜ୍ଜନକ ଷ୍ଟଣ୍ଟ କଲେ ଯୁବତୀ, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଅନେକ ଥର ଭୟଙ୍କର ଷ୍ଟଣ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଲୋକମାନଙ୍କୁ ଏହି ଭିଡିଓ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ଯୁବତୀ ଏକ ନିଛାଟିଆ ରାସ୍ତାରେ ସାଇକେଲରେ…
ପାର୍ଲେ-ଜି ପ୍ୟାକେଟରୁ ହଟିଲା ପାର୍ଲେ-ଗାର୍ଲର ଫଟୋ!
ନୂଆଦିଲ୍ଲୀ,୨୮।୧୨: ମାର୍କେଟରେ ଅନେକ ବିସ୍କୁଟ ବ୍ରାଣ୍ଡ ଥିଲେ ମଧ୍ୟ ‘ପାର୍ଲେ-ଜି’ର ଚାହିଦା ଅଧିକ। ପିଲାଠାରୁ ବୁଢା ପର୍ଯ୍ୟନ୍ତ ସଭିଁଏ ଏହି ବିସ୍କୁଟ ଖାଇବାକୁ ପସନ୍ଦ କରିଥାନ୍ତି। ପାର୍ଲେ-ଜି ବିସ୍କୁଟ ଯେତିକି ପସନ୍ଦ ନୁହେଁ ପ୍ୟାକେଟରେ ଥିବା ପାର୍ଲେ ଗାର୍ଲର ଫଟୋକୁ ଅଧିକାଂଶ…
Viral Video: ଭୋକ ଲାଗିଲା ବୋଲି ସାଥୀର ହାତ ଖାଇଦେଲା କୁମ୍ଭୀର, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ
କୁମ୍ଭୀରକୁ ସବୁଠାରୁ ଆକ୍ରମଣାତ୍ମକ ଶିକାରୀ ଭାବେ ବିବେଚନା କରାଯାଏ। ପାଣି ଭିତରେ ହେଉ ବା ବାହାରେ ଏହା ବେଶ ସହଜରେ ଶିକାର କରିଦିଏ। ସୋସିଆଲ ମିଡିଆରେ ଏହି ସମୟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଚକିତ କଲାଭଳି…
ରଣବୀରଙ୍କ ସମେତ ପୁରା ପରିବାର ନାମରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି…
ବମ୍ବେ: ‘କ୍ରିସମାସ’ ଅବସରରେ କେକ୍ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା ପରିବାର ନାମରେ ମାମଲା ରୁଜୁ ହୋଇଛି।…
ଡମ୍ପରକୁ ଧକ୍କା ଦେବା ପରେ ବସ୍ରେ ଲାଗିଗଲା ନିଆଁ: ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ,୧୫ ଗୁରୁତର
ଗୁନା,୨୮।୧୨: ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବେ ପ୍ରାୟ…
୫୧ବର୍ଷରେ ୧୮୦ରୁ ଅଧିକ ପିଲାଙ୍କ ବାପା! ହେଲେ ମିଳୁନି ମନଲାଖି ପାର୍ଟନର
ମା’ ହେବା ଦୁନିଆର ସବୁଠାରୁ ସୁଖଦ ଅନୁଭବ, ଯାହାକୁ କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ। ତଥାପି, କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ସେମାନେ ସ୍ପର୍ମ ଡୋନର କିମ୍ବା ଗର୍ଭଧାରଣର ଅନ୍ୟାନ୍ୟ…
ସେମିଫାଇନାଲ ଲାଇନ୍ଅପ୍ ଚୂଡ଼ାନ୍ତ
ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): କ୍ଲବ-୭୩ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ସତ୍ୟବ୍ରତ ମହାପାତ୍ର ସ୍ମାରକୀ ଅଲ୍ ଓଡ଼ିଶା ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୨ଟି ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପ୍ରତିଯୋଗିତାର…
କିଟ୍ ମହିଳା ବିଚ୍ ଭଲିବଲ ଦଳକୁ ବ୍ରୋଞ୍ଜ
ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍ ବିଶ୍ୱବିଦ୍ୟାଳୟ ଭଲିବଲ ଚାମ୍ପିୟନଶିପ୍ରେ କିଟ୍ ମହିଳା ବିଚ୍ ଭଲିବଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମରୁ ୪ର୍ଥ ପୋଜିଶନ ପାଇଁ ଅନୁଷ୍ଠିତ ଲିଗ୍ ରାଉଣ୍ଡରେ କିଟ୍ ମହିଳା…
ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର
ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଉଦୀୟମାନ ଟେନିସ ପ୍ରତିଭା ଦେବାଶିଷ ସାହୁ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ)…
‘ନିଜ ପ୍ରତିଭାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ’
ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ”କେବଳ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ଆସି ନ ଥାଏ। ଉପଯୁକ୍ତ ଅଭ୍ୟାସ ହିଁ ଜଣକୁ ପରିପୂର୍ଣ୍ଣ ଖେଳାଳି ଭାବେ ଗଢ଼ି ତୋଳିଥାଏ। ପ୍ରତି ଖେଳାଳି ଚାମ୍ପିୟନ ମନୋବୃତ୍ତି ନେଇ ସବୁବେଳେ ଚିନ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଚିନ୍ତାଧାରାରେ…
ଓଡ଼ିଶା ଭିନ୍ନକ୍ଷମ କ୍ରୀଡ଼ାବିତ୍ଙ୍କ ପାରଦର୍ଶିତା ପ୍ରଦର୍ଶନ
ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ପଶ୍ଚିମବଙ୍ଗର କାଲିମପଙ୍ଗ୍ ଜିଲା ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ଖରଖୋଲ ଗ୍ରାମରେ ଗତ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହିମାଳୟାନ ନେଚର ଆଣ୍ଡ ଆଡ୍ଭେଞ୍ଚର କ୍ୟାମ୍ପରେ ଓଡ଼ିଶାରୁ ଏକ ୧୧ ଜଣିଆ ଭିନ୍ନକ୍ଷମ ଦଳ…
Archives


