Home Left

ରାହୁଲଙ୍କ ଫ୍ଲାଇଟ୍‌ ଡାଏଭର୍ଟ

ନୂଆଦିଲ୍ଲୀ,୨୯।୧୨: ନାଗପୁରରୁ ଦିଲ୍ଲୀକୁ ଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିମାନ ଜୟପୁରକୁ ଡାଏଭର୍ଟ କରାଯାଇଛି। ଗୁରୁବାରରେ ମହାରାଷ୍ଟ୍ରର ନାଗପୁରରେ କଂଗ୍ରେସ ଏକ ବିଶାଳ ସମାବେଶ ଆୟୋଜନ କରିଥିଲା। ଏଥିରେ ରାହୁଲ ଗାନ୍ଧୀ ଯୋଗଦେବାକୁ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ କୁହୁଡିରେ ଦୃଶ୍ୟତା…

ଡାକ୍ତରୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର, ୨୮ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଛି। ହସ୍ପିଟାଲରୁ କଲେଜ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ…

ଆସନ୍ତା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବ ଭାଜପା,କହିଲେ କଂଗ୍ରେସ ନେତା ଶାମ ପିଟ୍ରୋଡା

ନୂଆଦିଲ୍ଲୀ,୨୮।୧୨: ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ) ଉପରେ ଉଦବେଗ ପ୍ରକାଶ କରି କଂଗ୍ରେସ ନେତା ସାମ ପିଟ୍ରୋଡା ଗୁରୁବାର କହିଛନ୍ତି ଯେ ଯଦି ଇଭିଏମ ସମ୍ବନ୍ଧୀୟ ସମସ୍ୟାର ସମାଧାନ ନହୁଏ ତେବେ ୨୦୨୪ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)…

ବାପ, ପୁଅଙ୍କୁ ଏସିଡ୍‌ ମାଡ଼

ଫୁଲବାଣୀ,୨୮ା୧୨(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବାପ, ପୁଅଙ୍କୁ ଏସଡ୍‌ ମାଡ଼ ହୋଇଛି। ବାପ, ପୁଅ ଗୁରୁତର ଥିବାବେଳେ ଜଣେ ସାଙ୍ଗ ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରି ନିସ୍ତୁକ ମାଡ଼…

ନୃସିଂହନାଥଙ୍କୁ ନିମନ୍ତ୍ରଣ କଲେ ସେବାୟତ

ପଦ୍ମପୁର,୨୮।୧୨(ପ୍ରଦୀପ୍ତ ଦାଶ): ପୁରୀ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନୀ ଉତ୍ସବ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ପୁରୀରୁ ବଡ଼ଠାକୁରଙ୍କ ସେବାୟତମାନେ ଆସି ପ୍ରଭୁ ନୃସିଂହନାଥଙ୍କୁ ନିମନ୍ତ୍ରଣ କରିଛନ୍ତି। ନୂଆପଡ଼ାରୁ ନୃସିଂହନାଥଙ୍କ ମନ୍ଦିର ଅଭିମୁଖେ ଆସିଥିବା ସେବାୟତ…

ନୂଆବର୍ଷକୁ ନେଇ ଆଡଭାଇଜରୀ ଜାରି, ମଦ୍ୟପଙ୍କ ଉପରେ ନଜର ରଖିବ କ୍ୟାମେରା

ନୂଆନିଲ୍ଲୀ,୨୮।୧୨: ନୂଆ ବର୍ଷ ପାଳନ କରୁଥିବା ଲୋକମାନେ ଟିକିଏ ସତର୍କ ହେବା ଉଚିତ। ଏଥର ଦିଲ୍ଲୀ ଟ୍ରାଫିକ ପୋଲିସ ଗୁପ୍ତଚର କ୍ୟାମେରା ମାଧ୍ୟମରେ ମଦ୍ୟପାନ କରୁଥିବା ଲୋକଙ୍କୁ ଧରିବ। ଏଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ଯେଉଁଠାରେ ମଦ୍ୟପାନ କରାଯାଏ ଏବଂ ପରିବେଷଣ…

ଦୁଇଥର ଭୂକମ୍ପରେ ଥରିଲା ଜାପାନ ଉପକୂଳ

ଟୋକିଓ,୨୮ା୧୨: ଜାପାନ ଉପକୂଳରେ ଗୁରୁବାର କ୍ରମାଗତ ୨ଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ଯଥାକ୍ରମେ ୬.୫ ଏବଂ ୫.୦ ରହିଥିଲା ବୋଲି ଆମେରିକା ଭୂତାତ୍ତ୍ୱିକ ସର୍ଭେ (ୟୁଏସ୍‌ଜିଏସ୍‌) ସୂଚନା ଦେଇଛି। ଦକ୍ଷିଣପୂର୍ବ ଉପକୂଳରେ ଅବସ୍ଥିତ କୁରିଲ ଆଇଲାଣ୍ଡରେ…

ଗୋମାଂସ ସନ୍ଦେହରେ ଅଟକାଯାଇଥିଲା ଟ୍ରକ୍‌: ଯାହା ମିଳିଲା…

ଧର୍ମଶାଳା,୨୮ା୧୨(ବଟକୃଷ୍ଣ ପରିଡ଼ା): ଗୋମାଂସ ବୋଝେଇ ହୋଇଯାଉଥିବା ସନ୍ଦେହ କରି ଏକ ଟ୍ରକ୍‌କୁ ଅଟକାଇବା ପରେ ଏଥିରୁ ମାଛ ଖାଦ୍ୟ ଓ ମଲା ଟସର ପୋକ ମିଳିଛି। ଏହି ଘଟଣା ଏଠାରେ ଆଲୋଚ୍ୟର ବିଷୟ ହୋଇଛି। ସୂଚନା ମୁତାବକ, ଗୁରୁବାର ଅପରାହ୍ନରେ ୧୬…

ଅନ୍ତିମ ସଂସ୍କାର ପାଇଁ ଚାଲିଥିଲା ପ୍ରସ୍ତୁତି, ନିଆଁ ଲଗାଇବା ବେଳେ ହଠାତ୍‌ ଖୋଲିଲେ ଆଖି, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପ୍ରାୟତଃ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳେ। ହେଲେ ଏଠାରେ ଅନେକ ଜିନିଷ ଏଭଳି ଥାଏ, ଯାହାକୁ ଆମେ ଦେଖିଲେ ବି ବିଶ୍ୱାସ କରିପାରନ୍ତିନି। ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ…

ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ

ସଓଲ: କୋରିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି। ଅଭିନେତା ଲି ସୁନ କ୍ୟୁନଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ବୋନି ଲାଇ ସୁକ ୟିନ ମଧ୍ୟ ଚିରକାଳ ପାଇଁ ବିଦାୟ ଦେଇଛନ୍ତି। ଖବର ଅନୁଯାୟୀ ୨୬ଡିସେମ୍ବରରେ ଅଭିନେତ୍ରୀ ଆତ୍ମହତ୍ୟା…

ଗାଜାରେ ୩୬ରୁ କେବଳ ୧୫ ହସ୍ପିଟାଲରେ ଚାଲିଛି ଚିକିତ୍ସା, ମାନବୀୟ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲା ହୁ

ଗାଜା ପଟ୍ଟି,୨୮।୧୨: ଅକ୍ଟୋବର ୭ରେ ଇସ୍ରାଏଲରେ ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଦ୍ୱାରା ହୋଇଥିବା କାଉଣ୍ଟର ଆକ୍ରମଣ ଜାରି ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ…

ଆଫ୍ରିକା ମାଟିରେ ଏହି ରେକର୍ଡ ହାସଲ କଲେ କୋହଲି, କ୍ରିକେଟ ଇତିହାସରେ କିଏ ବି କରିପାରିବେନି ଏମିତି

ସେଞ୍ଚୁରିଅନ୍‌,୨୮।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ନିଜ ନାଁରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଶୀର୍ଷ ସ୍ଥାନରେ ରହନ୍ତି। ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ କୋହଲି ତାଙ୍କ ନାମରେ ଏକ ବିଶେଷ ରେକର୍ଡ କରିଛନ୍ତି। ଆଫ୍ରିକା ବିପକ୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri