ଖଲ୍ଲିକୋଟ, କବିସୂର୍ଯ୍ୟନଗରରେ ଭାଜପା ଆଗୁଆ
ପୁରୁଷୋତ୍ତମପୁର,୪ା୬(ସିମାଞ୍ଚଳ ମିଶ୍ର): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷଷ୍ଠ ରାଉଣ୍ଡ ସୁଦ୍ଧା ଭାଜପା ୭୩୮୩ ଭୋଟ୍ରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ୨୪ହଜାର ୯୫୯ ଖଣ୍ଡ ଭୋଟ୍…
ଆନ୍ଧ୍ର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ
ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶରେ ଟିଡିପି-ଭାଜପା ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଭୋଟ ଗଣତିରେ ଏନ୍ଡିଏ ଆଗରେ ରହିଛି । ଟିଡିପି-ଭାଜପା ମେଣ୍ଟ ୧୩୧ ଆସନରେ ଆଗୁଆ ରହିଥିବା ବେଳେ ଜଗମୋହନ ରେଡ୍ଡିଙ୍କ…
ଅଯୋଧ୍ୟାରେ କାମ ଦେଲାନି ଭାଜପାର ‘ଜୟ ଶ୍ରୀରାମ ନାରା’
ଅଯୋଧ୍ୟା,୪।୬:ଉତ୍ତରପ୍ରଦେଶର ଫୈଜାବାଦ ଲୋକ ସଭା ଆସନରେ ଭାରତୀୟ ଜନତା ପାର୍ଟି ପଛରେ ରହିଛି। ଏହି ଆସନରେ ଭାଜପା ଲଲୁ ସିଂଙ୍କୁ ପ୍ରାର୍ଥୀ କରିଛି। ଲଲୁ ସିଂ ୫୧୦୦ ଭୋଟ ବ୍ୟବଧାନରେ ଏସପି ପ୍ରାର୍ଥୀ ଆୱଧେଶ ପ୍ରସାଦଙ୍କଠାରୁ ପଛରେ ଅଛନ୍ତି। ୨୦୧୪ରୁ ଭାଜପା…
୨୫ବର୍ଷ ପରେ ଓଡ଼ିଶାରେ ବଦଳିଲା ସମୀକରଣ
ଭୁବନେଶ୍ୱର,୪।୬: ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୮ ଓ ବିଜେଡି ୫୪ ସିଟ୍ରେ ଆଗୁଆ ଅଛନ୍ତି। ୨୫ବର୍ଷ ପରେ ଏପରି ସମୀକରଣ ଦେଖିବାକୁ ମିଳିଛି। ଯେଉଁଠି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ୨୫ବର୍ଷ ଧରି କ୍ଷମତାରେ ରହି ଆସୁଥିଲା ତା’ର…
ଭାଜପାକୁ ପଛରେ ପକାଇ ବହୁ ଭୋଟରେ ଆଗେଇଲେ ଚନ୍ଦ୍ରଶେଖର ଆଜାଦ
ଲକ୍ଷ୍ନୌ,୪।୬: ଚନ୍ଦ୍ରଶେଖର ଆଜାଦ ଉତ୍ତରପ୍ରଦେଶର ନାଗିନ ଲୋକ ସଭା ଆସନରୁ ଆଗୁଆ ଅଛନ୍ତି। ଭାଜପା ପ୍ରାର୍ଥୀ ଏଠାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ୩୬ଟି ଆସନରେ ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ୩୪ ଟି ଆସନରେ ଏବଂ…
ଉତ୍ତର ପ୍ରଦେଶ ନିର୍ବାଚନ ଗଣତି, ଆଗରେ ଏହି ଦଳ
ନୂଆଦିଲ୍ଲୀ,୪୬: ଉତ୍ତର ପ୍ରଦେଶରେ ଲୋକ ସଭା ନିର୍ବାଚନର ଗଣତି ଜାରି ରହିଛି ବିଜେପି-ଇଣ୍ଡି ମିିଳିତ ମଞ୍ଚ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିିଳିଛି| ବାରଣାସୀରୁ ପ୍ରଧାନମନ୍ତ୍ରୀ ମୋଦି, ଲକ୍ଷ୍ନେରୁ ରାଜନାଥ ସିଂ ଆଗରେ ରହିଛନ୍ତି | ଆମେଠିରୁ ନିର୍ବାଚନ ଲଢ଼ୁଥିବା ସ୍ମୃତି…
କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ଆଗରେ
କେନ୍ଦ୍ରାପଡ଼ା,୪ା୬(ଜଗନ୍ନାଥ ଧଳ): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ମଙ୍ଗଳବାର ସକାଳ ୮ଟାରୁ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ଏହି ଗଣତିରେ ଜିଲାର ଏମ୍ପି ଆସନରେ ଭାଜପା ପ୍ରାର୍ଥୀ ଆଗୁଆ ଅଛନ୍ତି। ତେବେ ଦ୍ୱାଦଶ ରାଉଣ୍ଡ…
ମୋଦିଙ୍କ କେଉଁ ମନ୍ତ୍ରୀ ଆଗରେ କେଉଁ ମନ୍ତ୍ରୀ ପଛରେ , ଦେଖନ୍ତୁ ସବୁ ଲିଷ୍ଟ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ର ପ୍ରାରମ୍ଭିକ ଧାରା ବର୍ତ୍ତମାନ ଆସିବା ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଅନେକ କେନ୍ଦ୍ର ମନ୍ତ୍ରୀ ପ୍ରାରମ୍ଭିକ ଧାରାରେ ପଛରେ ଅଛନ୍ତି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବିହାରର ବେଗୁସରାଇରୁ ପଛରେ ଥିବା ବେଳେ ସ୍ମୃତି…
ଭାଜପାକୁ ବଡ଼ ଝଟ୍କା: ପଛୁଆ ଅଛନ୍ତି ୫ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଗଣନର ପ୍ରାରମ୍ଭିକ ରାଉଣ୍ଡରେ ମୋଦି ସରକାର କଡ଼ା ଟକ୍କର ସମ୍ମୁଖୀନ ହେଉଥିବା ଜଣାପଡିଛି। ପାଞ୍ଚଜଣ କେନ୍ଦ୍ର ମନ୍ତ୍ରୀ ପଛରେ ଅଛନ୍ତି। ଏହି ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ସ୍ମୃତି ଇରାନୀ, କୌଶଲ କିଶୋର, ଅଜୟ ମିଶ୍ର…
ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ଆଗୁଆ
ଛତ୍ରପୁର,୪ା୬: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍ ଗଣତି ଜାରି ରହିଛି। ବ୍ରହ୍ମପୁର ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀ ୮୦,୧୯୭୩ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର…
ଚିଲିକାରେ ସମ୍ବିତ ପାତ୍ର ଆଗୁଆ
ଭୁବନେଶ୍ୱର,୬।୪(ଅସମାପିକା ସାହୁ): ଓଡ଼ିଶାରେ ଭୋଟ କାଉଣ୍ଟିଂ ଚାଲିଥିବାବେଳେ ଭାଜପା ୭୬ ଓ ବିଜେଡି ୫୪ ସିଟ୍ରେ ଆଗୁଆ ଅଛନ୍ତି। ୫ମ ରାଉଣ୍ଡରେ ଚିଲିକାରୁ ପୁରୀ ଏମପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସମ୍ବିତ ପାତ୍ରଙ୍କ ଠାରୁ ଅରୂପ ପଟ୍ଟନାୟକଙ୍କ ଠାରୁ…
ଅଧ୍ୟକ୍ଷ ବଦଳିବା ପରେ ବଦଳିଲା କଂଗ୍ରେସର ଭାଗ୍ୟ!
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ -୨୦୨୪ ଅନେକ କ୍ଷେତ୍ରରେ ଐତିହାସିକ ଅଟେ। ଭାଜପାର ନେତୃତ୍ୱରେ ଏନଡିଏ କ୍ଷମତାକୁ ଫେରିବାର ଦୃଢ ଆଶା ରହିଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେବାକୁ ଯାଉଛି। ୨୦୧୪…

