କୃଷ୍ଣ ମାତ୍ର ୫ ଗାଁ ମାଗିଥିଲେ, ଆମେ ୩ ମାଗିଛୁ…ଅଯୋଧ୍ୟା-ମଥୁରା-କାଶୀକୁ ନେଇ କହିଲେ ଯୋଗୀ
ଲକ୍ଷ୍ନୌ,୮।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ ଅଯୋଧ୍ୟାରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଏବଂ କାଶୀ- ମଥୁରା ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ପୂର୍ବ ସରକାରଙ୍କ ସହ ଅଯୋଧ୍ୟାକୁ ନେଇ ହୋଇଥିବା ଅନ୍ୟାୟ ବିଷୟରେ କହିଛନ୍ତି।…
ସାବଧାନ! ଫୁଟାଉଛନ୍ତି କି ଆଙ୍ଗୁଳି? ହୋଇପାରେ ଏସବୁ ସମସ୍ୟା…
ସାଧାରଣତଃ ସମସ୍ତେ ନିଜ ନିଜର ଆଙ୍ଗୁଳି ଫୁଟାଇଥାନ୍ତି। ଅନେକ ଥର, ଏହି ଅଭ୍ୟାସରେ ଲୋକେ ଏତେ ଅଭ୍ୟସ୍ତ ଯେ, ବିନା କାରଣରେ ବାରମ୍ବାର ଆଙ୍ଗୁଳି ଫୁଟାଇଥାନ୍ତି। ବେଳେବେଳେ ଲୋକେ ନିଜ ବେକକୁ ମୋଡ଼ିଥାନ୍ତି। ଏପରି କାର୍ଯ୍ୟ କରିବା କେବଳ ବୈଜ୍ଞାନିକ ନୁହେଁ…
ହଠାତ୍ ଡ୍ରେସିଂ ରୁମ୍ ଭିତରକୁ ପଶିଆସିଥିଲେ ପ୍ରଧାନମନ୍ତ୍ରୀ ମୋଦି: ଶାମି କଲେ ଅନେକ ଖୁଲାସା
ନୂଆଦିଲ୍ଲୀ,୮।୨: ନିକଟରେ ଭାରତୀୟ କ୍ରିକେଟ ଦଳ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ପରାସ୍ତ କରିଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟରେ ଏହାର ସମସ୍ତ ମ୍ୟାଚ ଜିତିଥିଲେ ମଧ୍ୟ ଟାଇଟଲ ମ୍ୟାଚରୁ ବଞ୍ଚିତ…
ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୮।୨: ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ପ୍ରବୀଣ ଦୁବେ ବିବାହ କରିଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ଲ୍ସ ମଧ୍ୟ ପ୍ରବୀଣଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇଛନ୍ତି। ଦଳ ଇନଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରିଛନ୍ତି।…
ପାକିସ୍ତାନରେ ରିଲିଜ୍ ହୋଇଥିବା ପ୍ରଥମ ରଙ୍ଗୀନ ବଲିଉଡ ଫିଲ୍ମ, ମିଳିଥିଲା ଲୋକପ୍ରିୟତା ହେଲେ ଲଗାଯାଇଥିଲା ବ୍ୟାନ୍
ଇସଲାମବାଦ,୮।୨: ‘ମୋଗଲ-ଏ-ଆଜମ’ ଫିଲ୍ମ ୧୯୬୦ଦଶକ ବଲିଉଡର ଐତିହାସିକ ଡ୍ରାମା ଫିଲ୍ମ ଭାବେ ଖ୍ୟାତି ଅର୍ଜନ କରିଛି। ଏହି ଫିଲ୍ମକୁ ଦିଲୀପ କୁମାରଙ୍କ ତାଙ୍କ କ୍ୟାରିଅରର କ୍ଲାସିକ ଫିଲ୍ମ ଭାବେ ପରିଚିତ କରାଯାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଏହି ଫିଲ୍ମର ପ୍ରଥମ…
ଇନ୍ଷ୍ଟାଗ୍ରାମ ଷ୍ଟାଟସ୍ରେ ଏମିତି କ’ଣ କହିଦେଲେ ଜସପ୍ରୀତ୍ ବୁମରା: ଭାଇରାଲ ହେଉଛି ପୋଷ୍ଟ
ରାଜକୋଟ,୮।୨:ବିଶାଖାପାଟନମ ଟେଷ୍ଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଏହି ଟେଷ୍ଟର ପ୍ରଥମ ଇନିଂସରେ ଜସପ୍ରୀତ ବୁମ୍ରା ୬ଟି ଉଇକେଟ ନେଇଥିଲେ। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ୩ ଜଣ ବ୍ୟାଟ୍ସମ୍ୟାନ ସେମାନଙ୍କର ଶିକାର…
RBI Monetary Policy: ସୁଧହାରରେ କୌଣସି ପରିବର୍ତ୍ତନ ନାହିଁ, ଜାଣନ୍ତୁ ବ୍ୟାଙ୍କ ଲୋନ୍ ଇଏମ୍ଆଇ…
ନୂଆଦିଲ୍ଲୀ,୮ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନୀତି ହାରରେ କୌଣସି ପରିବର୍ତ୍ତନ କରିନାହିଁ। ମୁଦ୍ରା ନୀତି କମିଟିର ବୈଠକ ପରେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଗୁରୁବାର ନୀତି ହାର ଘୋଷଣା କରିଛନ୍ତି। ସେ କହିଛନ୍ତି, ରେପୋ ହାର ବା ସୁଧହାର…
ଟେନ୍ସନ୍ ବଢାଇପାରନ୍ତି ୧୪ କୋଟି ଟଙ୍କାର ଖେଳାଳି
ନୂଆଦିଲ୍ଲୀ,୮।୨: ନ୍ୟୁଜିଲାଣ୍ଡର ଜବରଦସ୍ତ ଖେଳାଳି ଡାରିଲ ମିଚେଲ ଆହତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଘାତ ହେତୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ରେ ଖେଳି ପାରିବେ ନାହିଁ। ଏହା ସହିତ ମିଚେଲ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ…
Pakistan Election: ପାକିସ୍ତାନରେ ମତଦାନ ଜାରି; ମୋବାଇଲ-ଇଣ୍ଟରନେଟ୍ ସେବା ବନ୍ଦ
ଇସଲାମାବାଦ,୮।୨: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି(ଭାରତୀୟ ସମୟ ଅନୁଯାୟୀ ସକାଳ ୮.୩୦)। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶର ଅନେକ ସହରରେ ମୋବାଇଲ-ଇଣ୍ଟରନେଟ ସେବା ବନ୍ଦ ହୋଇଯାଇଛି।…
୪୪ ବର୍ଷ ବୟସରେ ଉଡିକି ଧରିଲେ କ୍ୟାଚ୍: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୮।୨: ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ତାହିରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ମ୍ୟାଚରେ ୪୪ ବର୍ଷ ବୟସ୍କ ଇମ୍ରାନ ତାହିର ଏପରି କ୍ୟାଚ ନେଇଥିଲେ। ଏହି ପରେ ବ୍ୟାଟ୍ସମ୍ୟାନ ସମେତ…
ମହମ୍ମଦ ଶାମିଙ୍କୁ ଝିଅଙ୍କ ସହ ପଦିଏ କଥା ବି ହେବାକୁ ଦେଉନାହାନ୍ତି ପତ୍ନୀ, ସତ କହିବା ବେଳେ…
ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟର ମହମ୍ମଦ ଶାମି ଏବେ କ୍ରିକେଟରୁ ଦୂରରେ ଅଛନ୍ତି। ଆହତ ସମସ୍ୟାରୁ ସୁସ୍ଥ ହେଉଥିବା ଶାମି ଏବେ ବ୍ୟକ୍ତିଗତ ଜୀବନକୁ ନେଇ ବଡ଼ ଖୁଲାସା କରିଛନ୍ତି। ପତ୍ନୀ ହସିନ ଜହାଁ ତାଙ୍କୁ ଝିଅଙ୍କୁ ଭେଟିବାକୁ ଦେଉ ନ ଥିବା…
ଫସିଲେ ସୋନାକ୍ଷୀ, ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ
ମୁମ୍ବାଇ,୮।୨:ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ସୋନାକ୍ଷୀଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସୋନାକ୍ଷୀଙ୍କ ମ୍ୟାନେଜରଙ୍କ ସମେତ ଦୁଇ ଜଣଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି। ମ୍ୟାନେଜର…
Archives


