Home Left

‘କ୍ଲାସମେଟ୍‌ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ

ଓ୍ବାଶିଂଟନ୍‌,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍‌କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ…

କାନ୍ଥକୁ ଧରି ଛିଡ଼ା ହେଉହେଉ ପଡ଼ିଗଲେ ୧୦ ମାସର ଶିଶୁପୁତ୍ର, ଚାଲିଗଲା ଜୀନନ  

କୋକସରା,୧୬।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ଼, ସୁକଳିଭଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।  କାନ୍ଥକୁ ଧରି ଛିଡ଼ା ହେଉହେଉ  ଗଳିପଡ଼ି ୧୦ ମାସର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଗ୍ରାମର ଗବର ନାଏକ…

ଗଛ କାଟି ମଝି ରାସ୍ତାରେ ପକାଇଲେ ଦୁବୃର୍ତ୍ତ : ସିମନବାଡି -ରାଇକିଆ ଯାତାୟତ ଠପ

ଦାରିଙ୍ଗବାଡି, ୧୬ା୨(ଅରୁଣ ସାହୁ): ଦାରିଙ୍ଗବାଡି ଥାନା ପୂର୍ତ୍ତ ବିଭାଗର ରାସ୍ତାର ପଦ୍ମପଲି ଗ୍ରାମ ନିକଟରେ କେହି ଦୁର୍ବୁତ୍ତ ଶୁକ୍ରବାର ସନ୍ଧ୍ୟାରେ ଗଛ କାଟି ପକାଇଥିବାରୁ ସିମନବାଡି ଠାରୁ ରାଇକିଆ ଯାତାୟତ ଠପ ହୋଇଯାଇଛି। ଉକ୍ତ ରାସ୍ତା ଦେଇ ଦାରିଙ୍ଗବାଡିରୁ ଭୁବନେଶ୍ୱର, ଭଞ୍ଜନଗର,…

ଫ୍ରିରେ ଟେଷ୍ଟି ଖାଦ୍ୟ ଖାଇବା ପାଇଁ ଡେଟ୍‌ରେ ଯାଇଥା’ନ୍ତି ଯୁବତୀ: ରିସର୍ଚ୍ଚ

ନୂଆଦିଲ୍ଲୀ,୧୬।୨: ଯେତେବେଳେ ବାହାଘର କଥା ପଡେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲଭାବେ ଜାଣିବା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରି ବିବାହ କରିଥାନ୍ତି । ଏଥିପାଇଁ ଏବେ ସବୁଠାରୁ ଭଲ ଉପାୟ ହେଲା ଡେଟ । ଡେଟରେ ଯୁବକଯୁବତୀ ପରସ୍ପରକୁ…

ଭାରତୀୟ ବୋଲର୍‌ଙ୍କ ବଲ୍‌ ମାଡ଼ ଖାଉଥିବା ବେଳେ ହସୁଥିଲେ ରୋହିତ ଶର୍ମା, ରାଜକୋଟ ଟେଷ୍ଟରେ ଅଜବ ଦୃଶ୍ୟ

ରାଜକୋଟ,୧୬।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି ୪୪୫ ରନ ସ୍କୋର କରିଥିଲା। କ୍ୟାପଟେନ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଚମତ୍କାର ଶତକ ହାସଲ କରିଥିଲେ। କିନ୍ତୁ ଏହା ପରେ…

ତୃତୀୟ ଟେଷ୍ଟରେ ଭାରତକୁ ୫ ରନ୍‌ର ପେନାଲ୍ଟି

ରାଜକୋଟ୍‌,୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ କ୍ରିକେଟରେ ଶୁକ୍ରବାର ଭାରତକୁ ୫ ରନ୍‌ର ପେନାଲ୍ଟି ହୋଇଛି। ମ୍ୟାଚ ସମୟରେ ଭାରତୀୟ ବ୍ୟାଟର ଦୁଇ ଥର ପିଚ୍‌ ମଧ୍ୟ ଭାଗରେ ଦୌଡ଼ି ଥିବାରୁ ଏହି ଦଣ୍ଡବିଧାନ କରାଯାଇଛି। ଏହି ପେନାଲ୍‌ଟିର ଅର୍ଥ ଇଂଲଣ୍ଡ…

ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର

ମେକ୍ସିକୋ ସିଟି,୧୬।୨: ବିମାନରେ ବାରମ୍ବାର ଟଲଲେଟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରାଯାଇଛି। ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନରେ କ୍ରୁ ମେମ୍ବରମାନେ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ ତାଙ୍କୁ ବିମାନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି।…

ଜଳଭଣ୍ଡାରରେ ବୁଡି ଚାଲିଗଲା ଦୁଇ ଶିଶୁ କନ୍ୟାଙ୍କ ଜୀବନ

କୋରୁକୋଣ୍ଡା ୧୬।୨(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ କେନ୍ଦୁଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ବାଲିମେଳା ଜଳଭଣ୍ଡାରରେ ବୁଡି ୨ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସନିୟା ମୁଦୁଲିଙ୍କ ଝିଅ ସାବିତ୍ରୀ ମୁଦୁଲି(୭) ଏବଂ ଧନୁ…

ଟିମ୍‌ ବସ୍‌ରେ ମଦ ପିଉଥିଲେ କୋଚ୍‌, ଭିଡିଓ ସାମ୍ନାକୁ ଆସିବା ପରେ ହେଲେ ନିଲମ୍ବିତ

ହାଇଦ୍ରାବାଦ,୧୬।୨: ଯଦି ଖେଳାଳୀଙ୍କୁ ଖେଳ ସହିତ ଅନୁଶାସନ ଶିକ୍ଷା ଦେଉଥିବା ପ୍ରଶିକ୍ଷକ ନିୟମ ଏବଂ ସୀମା ଅତିକ୍ରମ କରନ୍ତି, ତେବେ ଏହା କୌଣସି ଖେଳ, ଖେଳାଳି କିମ୍ବା ଦଳ ପାଇଁ ଶୁଭଙ୍କର ନୁହେଁ । ହାଇଦ୍ରାବାଦରୁ ଏପରି ଏକ ମାମଲା ଆସିଛି…

ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ମାମଲା: ୪ ସପ୍ତାହ ମଧ୍ୟରେ କମିଟି ଅଧ୍ୟକ୍ଷ ନିଯୁକ୍ତି ନିର୍ଦ୍ଦେଶ

କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ…

ଭାଜପା କେନ୍ଦୁଝର ଜିଲା  ମିଡିଆ ସଂଯୋଜକ ହେଲେ  ବ୍ରଜକିଶୋର ରାୟ

କେନ୍ଦୁଝର,୧୬।୨(ନରେଶଚନ୍ଦ୍ର ପଟ୍ଟନାୟକ): ଭାଜପାର କେନ୍ଦୁଝର ଜିଲା  ମିଡିଆ ସଂଯୋଜକ ଭାବେ ବ୍ରଜକିଶୋର ରାୟଙ୍କ ନାମ ଘୋଷଣା ହୋଇଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ  ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।…

ଘର ଭିତରୁ ଣୁଣ୍ଢରେ ଟାଣିଆଣି କଚାଡ଼ି ଦେଲା ହାତୀ

ମୋରଡ଼ା,୧୬।୨: ମମତା ଗୃହରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ଭିତରେ ଶୁଣ୍ଢ ପୂରାଇ ଟାଣିଆଣି କଚାଡ଼ି ଦେଲା ହାତୀ। ଏପରି ହୃଦୟ ବିଦାରକ ଘଟଣା ଘଟଛିି ମୟୂରଭଞ୍ଜ ଜିଲା ମୋର ବ୍ଲକ ଅଞ୍ଚଳରେ। ମୋରୋଡା ବ୍ଲକ ଜୁଆଳିଭଙ୍ଗା ପଞ୍ଚାୟତ କାଳିଆନାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri