ପାଣିକୋଇଲି ନିକଟରେ ଟ୍ରକ୍କୁ ପିଟିଲା ବସ୍: ୨ ଗୁରୁତର, ୨୫ରୁ ଊର୍ଦ୍ଧ ଆହତ
ଯାଜପୁର,୧୭।୨: ଯାଜପୁର ଜିଲା ପାଣିକୋଇଲି ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ଷୀରଚୋରା ନାମକ ଉକ୍ତ ବସ୍ଟି (ଓଡି୦୧ଏଏମ୩୮୫୯ )ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ୱର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ବେଳେ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।…
କୃଷି ଅର୍ଥନୀତିକୁ ବିପର୍ଯ୍ୟସ୍ତ କରୁଛି ପ୍ରାଣୀଧନ ସଂଖ୍ୟା ହ୍ରାସ
କେନ୍ଦ୍ରାପଡ଼ା, ୧୭ା୨(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଅର୍ଥନୀତି କୃଷିଭିତ୍ତିକ। ଜିଲାର ୬୯ ପ୍ରତିଶତ କୃଷକ ଥିବା ବେଳେ ଗ୍ରାମାଞ୍ଚଳରେ ଏହା ୯୨ ପ୍ରତିଶତ। ଗ୍ରାମାଞ୍ଚଳରେ ଗୋମହିଷାଦି ପାଳନ ବିଶେଷକରି ଅର୍ଥନୀତିକୁ ପରିପୃଷ୍ଟ କରେ। ଗ୍ରାମାଞ୍ଚଳର ଏହି ଅର୍ଥନୀତିକୁ ସଚଳ ପାଇଁ ପ୍ରାଣୀଧନ…
ଏହି ଭୁଲ କରୁଛନ୍ତି କି? ସ୍ବାସ୍ଥ୍ୟ ଉପରେ ପଡିପାରେ ବିପଦ, ଜାଣନ୍ତୁ କ’ଣ କହୁଛି ବାସ୍ତୁ…
ଆପଣ ବାରମ୍ବାର ଅସୁସ୍ଥ ଏବଂ କ୍ଳାନ୍ତ ଅନୁଭବ କରନ୍ତି କି? ଯଦି ଆପଣଙ୍କର ଉତ୍ତର ହଁ, ତେବେ କିଛି ବାସ୍ତୁ ଭୁଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଦାୟୀ ହୋଇପାରେ। ସାଧାରଣତଃ ବାସ୍ତୁସହିତ ଜଡିତ ତ୍ରୁଟି ହେତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ…
ସ୍ବାମୀଙ୍କୁ ହତ୍ୟା କରି ପୋତି ଦେଇଥିଲେ: ସ୍ତ୍ରୀ, ଶାଶୁ ଗଲେ ଜେଲ
ଓଡ଼ଗାଁ,୧୭ା୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତ ବଡ଼ସାହିରେ ଘଟି ଯାଇଥିବା ଚାଞ୍ଚଲ୍ୟକର ହତ୍ୟା ଘଟଣାର ପୋଲିସ ଗୁମର ଖୋଲିଛି। ପରକୀୟା ପ୍ରୀତିରୁ ହତ୍ୟା ଘଟିଥିବା ପ୍ରଚାରିତ ହୋଇଥିବା ବେଳେ ପ୍ରାଥମିକ ତଦନ୍ତ ଆଧାରରେ…
ବ୍ଲୁ ଆଧାର କାର୍ଡ କ’ଣ, କାହିଁକି ଏହା ଜରୁରୀ
ନୂଆଦିଲ୍ଲୀ: ଭାରତର ସମସ୍ତ ଲୋକଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଆଧାର କାର୍ଡ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଦେଶର ୯୦ ପ୍ରତିଶତ ଜନସଂଖ୍ୟାଙ୍କର ଆଧାର କାର୍ଡ ଅଛି। ଏହାର ଅର୍ଥ, ଯଦି ଆମେ କଥା ହେବା, ପ୍ରାୟ…
ମାର୍କସିଟରେ ନାଁ ଭୁଲ ଥିଲେ ଏମିତି କରିପାରିବେ ଠିକ
ନୂଆଦିଲ୍ଲୀ,୧୭।୩: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମାର୍କସିଟ ସଭିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲେଜରେ ଆଡମିଶନ ନେବା ପାଇଁ ଏହି ମାର୍କସିଟ ଗୁଡିକ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ…
ଭାଜପାରେ ସାମିଲ ହେବେ କମଲନାଥ, ମିଳିଲା ସଙ୍କେତ
ନୂଆଦିଲ୍ଲୀ,୧୭।୨: ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ରାଷ୍ଟୀୟ ଅଧିବେଶନ ସମ୍ପର୍କରେ ଭୋପାଳ ଭାଜପା ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଖବରଦାତା ସମ୍ମିଳନୀ ରାଜ୍ୟ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି, ଦେଶ ତଥା ସମାଜର…
ଟି-୨୦ ବିଶ୍ୱକପ୍ ପୂର୍ବରୁ ବଡ଼ ନିଷ୍ପତ୍ତି ନେଲା ବିସିସିଆଇ, ଆଇପିଏଲ ଫ୍ରାଞ୍ଚାଇଜ୍ଙ୍କୁ ଦେଲା ଏହି ଚେତାବନୀ
ନୂଆଦିଲ୍ଲୀ,୧୭।୨: ଆଗାମୀ କିଛି ମାସ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଭାରତୀୟ ଦଳ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ଏହି ସିରିଜ ପରେ ଭାରତୀୟ ଖେଳାଳିମାନେ ଆସନ୍ତା ୩ମାସ ପାଇଁ ବିଶ୍ୱର…
CBSE Board ପରୀକ୍ଷା ସ୍ଥଗିତ! ନୋଟିସ ଜାରି କରି ଜାଣନ୍ତୁ କ’ଣ କହିଲା ବୋର୍ଡ
ନୂଆଦିଲ୍ଲୀ,୧୭।୨: କୃଷକ ଆନ୍ଦୋଳନ ପୁଣି ଥରେ ଆରମ୍ଭ ହୋଇଛି। ଯେଉଁଥିପାଇଁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡାକଡି କରିଛି। କୃଷକମାନଙ୍କର ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ରାଜଧାନୀ ଦିଲ୍ଲୀ ସହିତ ସୀମାକୁ ସିଲ କରିଛି। କିନ୍ତୁ ସେପଟେ,…
ଠିକ୍ରେ ଚାଲୁନି OSSSC ୱେବ୍ସାଇଟ୍: ପୁଣି ବଢିଲା ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର,୧୭।୨(ଅସମାପିକା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି)ର ୱେବ୍ସାଇଟ୍ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ କମ୍ବାଇନ୍ଡ ରିକ୍ରୁଟ୍ମେଣ୍ଟ ଏକ୍ଜାମ୍ର ଆବେଦନ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ଦୁଇ ମାସ ହେଲାଣି ଆବେଦନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ…
ଅଗ୍ନିପଥ ଯୋଜନାରେ ଅନଲାଇନ୍ ଆବେଦନ ଆରମ୍ଭ: ପରୀକ୍ଷାର୍ଥୀଙ୍କ ପାଇଁ ଏତିକି ରହିଛି ଦେୟ
ଢେଙ୍କାନାଳ,୧୭ା୨(ରତନ ନାୟାର): ଭାରତୀୟ ସେନାର ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡର ପାଇଁ ୨୦୨୪ ବର୍ଷ ନିମନ୍ତେ ଅନ୍ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷାର ପଞ୍ଜୀକରଣ ୧୩ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ପ୍ରାର୍ଥୀ…
ଆଜିଠୁ ଭାଜପାର ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ
ଭୁବନେଶ୍ୱର,୧୭।୨(ସୁନିତ୍ ମିଶ୍ର): ଭାଜପାର ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଶନିବାର ଠାରୁ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ଆଗାମୀ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରାଯିବ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଷ୍ଟ୍ରୀୟ ଅଧିବେଶନକୁ ଉଦ୍ଘାଟନ…
Archives


