Home Left

ଗହଣା ଦୋକାନରେ ପଶି ଅତର୍କିତ ଗୁଳି ଚାଳନା କଲେ ଦୁର୍ବୃତ୍ତ, ପରେ…

ସମ୍ବଲପୁର,୧୬।୨: ଦିନ ଦ୍ବିପ୍ରହରରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ । ସମ୍ବଲପୁର ସହରର ଧନୁପାଲି ଥାନା ଛକ ନିକଟ ଏକ ସୁନା ଦୋକାନରେ ଦୁର୍ବୃତ୍ତ ଗୁଳି ଫୁଟାଇ ଗହଣା ଲୁଟ ଉଦ୍ୟମ ହୋଇଛି। ଗୁଳିମାଡ଼ରେ ଗହଣା ଦୋକାନ ମାଲିକ ଗୁରୁତର ହୋଇଛନ୍ତି। ପରେ…

ପୁଟିନଙ୍କ ଆଉ ଏକ ବିରୋଧୀ ନେତା ଆଲେକ୍ସି ନଭଲନିଙ୍କର ଜେଲରେ ମୃତ୍ୟୁ

ମସ୍କୋ,୧୬।୨: ଜେଲରେ ଥିବା ରୁଷିଆର ବିରୋଧୀଦଳର ନେତା ଆଲେକ୍ସି ନଭଲନିଙ୍କ ଦେହାନ୍ତ ହୋଇଛି। ୟାମାଲୋ-ନେନେଟସ ଅଞ୍ଚଳର କାରାଗାର ସେବା ଶୁକ୍ରବାର ଏହି ସୂଚନା ଦେଇଛି। ଏହି ଜେଲରେ ଆଲେକ୍ସି ନଭଲନି ତାଙ୍କ ଦଣ୍ଡ ଭୋଗୁଥିଲେ। ୟାମାଲୋ-ନେନେଟସ ସ୍ବୟଂଶାସିତ ଜିଲାର ଫେଡେରାଲ ପ୍ରାୟଦ୍ୱିପୀୟ…

‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’

ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ…

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଛତ୍ରପୁର,୧୬।୨(ଦିଲ୍ଲୀପ ସାମଲ) ୧୬।୨: କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ପଡ଼ିଛି। ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ ସଂଯୁକ୍ତ କିଷାନ…

ପରଲୋକରେ ‘ଉଡାନ’ ଫେମ୍‌ ଅଭିନେତ୍ରୀ

ବମ୍ବେ:  ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍‌ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି।…

ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ନବଜାତ ଶିଶୁ ଚୋରି

ବଲାଙ୍ଗୀର,୧୬।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ପ୍ରସୂତି ଏବଂ ଶିଶୁ ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କଣ୍ଟାମାଳ ବ୍ଲକ ବୁଦିପଦର ଗାଁର ସୁଶୀଳ ସ୍ବାଇଁଙ୍କ ସ୍ତ୍ରୀ ଝୁମକି ଶୁକ୍ରବାର ହସ୍ପିଟାଲରେ ଏକ…

ଦାବି ନେଇ ଧାରଣାରେ ଅଙ୍ଗନୱାଡି କର୍ମୀ, ମା’ କୋଳରେ ଶିଝିଲା ନିଷ୍ପାପ ଶିଶୁ

ପୁରୁଷୋତ୍ତମପୁର,୧୬।୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ୧୫ ଦଫା ଦାବି ନେଇ ଶୁକ୍ରବାର ଆନ୍ଦୋଳନ କରାଯଇଛି। କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇ ମହିଳା ଓ ଶିଶୁବିକାଶ କାର୍ଯ୍ୟାଳୟକୁ ଚାବି ପକାଇ ଅଚଳ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…

କାର୍‌ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା

କାର୍‌, ବାଇକ୍‌ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍‌ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍‌ ଚଲାଇବାବେଳେ ସିଟ୍‌ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ…

ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ

ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍‌ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ୍‌ କ୍ରାଉଲୀଙ୍କୁ ଆଉଟ କରିବା ପରେ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ, ଶ୍ୱଶୁର ଘର ମାଟି ତଳୁ ଜ୍ୱାଇଁ ମୃତଦେହ ଉଦ୍ଧାର

ନୟାଗଡ଼/ଓଡ଼ଗାଁ,୧୫।୨(ଲୋକନାଥ ମିଶ୍ର / ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଛାମୁସାହିରେ ଶ୍ୱଶୁର ଘରର ମାଟି ତଳୁ ଗୁରୁବାର ରାତିରେ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଜ୍ୱାଇଁ ରୋହିବାଙ୍କର ପ୍ରକାଶ ନାୟକ। ସେ…

ଆରମ୍ଭ ହେଲା ରକୁଲ-ଜ୍ୟାକିଙ୍କ ଓ୍ବେଡିଂ ସେରିମନି

ମୁମ୍ବାଇ: ବିବାହ ତାରିଖକୁ ନେଇ ଚୁପ ରହିଥିବା ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ଫେବୃଆରୀ ୨୨ରେ ଗୋଆରେ ବିବାହ କରିବେ ବୋଲି ଜଣାଯାଇଛି। ସେମାନଙ୍କ ବିବାହ ପୂର୍ବରୁ, କିଛି କାର୍ଯ୍ୟ ବା ପ୍ରିଓ୍ବେଡିଂ ସେରିମନି ଆରମ୍ଭ…

କାହିଁକି ମୁକେଶ ଅମ୍ବାନୀଙ୍କ ଉପଦେଶ ଫଲୋ କରନ୍ତି ରଣବୀର!

ମୁମ୍ବାଇ: ରଣବୀର କପୁର ବଲିଉଡର ଜଣେ ଶ୍ରେଷ୍ଠ ଅଭିନେତା ଏବଂ ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ। ନିକଟରେ ରିଲିଜ ହୋଇଥିବା ମୁଭି ‘ଆନିମଲ’ର ସଫଳତା ଉପରେ ଅଭିନେତା ଉତ୍ସବ ପାଳୁଛନ୍ତି। ଏହି ମୁଭିରେ ରଶ୍ମିକା ମନ୍ଦାନା, ଅନିଲ କପୁର, ବବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri