ଶ୍ରମିକଙ୍କୁ ଧରି ଯାଉଥିଲା ପିକଅପ୍ ଭ୍ୟାନ: ବାଟରେ ଓଲଟି ପଡ଼ିଲା
ସମ୍ବଲପୁର,୧୭।୨: ସମ୍ବଲପୁର-ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥର ଯୁଜୁମୁରା ଥାନା ଅଧୀନ ହାତୀବାରୀ ନିକଟରେ ଶନିବାର ଏକ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ୪ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ମୁତାବକ,…
ରାଜକୋଟ ଟେଷ୍ଟର ତୃତୀୟ ଦିନରେ କଳାପଟି ବାନ୍ଧି ପଡିଆକୁ ଓହ୍ଲାଇଲା ଟିମ ଇଣ୍ଡିଆ, କ’ଣ ଏହାର କାରଣ? ବିସିସିଆଇ ଦେଲା ସୂଚନା
ନୂଆଦିଲ୍ଲୀ,୧୭।୨: ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି। ତୃତୀୟ ମ୍ୟାଚ ରାଜକୋଟରେ ଖେଳାଯାଉଛି। ମ୍ୟାଚର ତୃତୀୟ ଦିନରେ ଭାରତୀୟ ଦଳର ଖେଳାଳିମାନେ ବାହୁରେ କଳା ପଟି ପିନ୍ଧି ଖେଳିବାକୁ ଆସିଥିଲେ। ଅଧିନାୟକ ରୋହିତ…
ଭୂକମ୍ପ ଝଟକାରେ ଥରିଲା ମ୍ୟାନମାର
ଓ୍ବାଶିଂଟନ,୧୭।୨: ମ୍ୟାନମାରରେ ଶନିବାର ସକାଳ ୯ଟା ୨୫ରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ରେ ମାପ କରାଯାଇଥିଲା, ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସିଥିଲେ। ତେବେ ଭୂକମ୍ପର ତୀବ୍ରତା ହେତୁ ବର୍ତ୍ତମାନ ଜୀବନ…
ଗାଁରେ ଲାଗିଥିଲା ଡିଜେ ସାଉଣ୍ଡ ସିଷ୍ଟମ: ରାତି ଅଧରେ ଦୁର୍ବୃତ୍ତ ଲଗାଇଲେ ନିଆଁ
ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ ଏହି ଡିଜେ ସାଉଣ୍ଡ ସିଷ୍ଟମ ଲାଗିଥିଲା। ଯାହାକୁ ଶୁକ୍ରବାର ବିଳମ୍ବିତ ରାତିରେ କେହି…
ଏମ୍କେସିଜି ମେଡ଼ିକାଲ କଲେଜରେ ଛାତ୍ରଙ୍କୁ ରାଗିଂ: ୪ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା
ବ୍ରହ୍ମପୁର,୧୭।୨: ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ କଲେଜରେ ଛାତ୍ରଙ୍କୁ ରାଗିଂ ଘଟଣାରେ ୪ ସିନିୟର ଛାତ୍ରଙ୍କୁ କ୍ୟାମ୍ପସ ମନା କରାଯାଇଛି। ଗତ ୯ ତାରିଖ ବିଳମ୍ବିତ ରାତିରେ କଲେଜର ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ର ରାଉତଙ୍କୁ ରାଗିଂ ସହ ଆକ୍ରମଣ ହୋଇଥିଲା ।…
ଭାଲୁ ସହ ଅଧଘଣ୍ଟାର ଲଢେଇ, ପରେ…
ବୈପାରୀଗୁଡା ୧୭।୨: ଭାଲୁ ସହ ଅଧଘଣ୍ଟାର ଲଢେଇ । ହାରିଗଲା ଭାଲୁ, ମରଣ ମୁହଁରୁ ଜୀବନ ଫେରିପାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ । ସୂଚନାଯୋଗ୍ୟ, କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଘଗୁଡାରେ ଭାଲୁ…
କମିଲା ଓଲା ସ୍କୁଟର ଦର, ଆଜି ହିଁ କିଣନ୍ତୁ ପାଇବେ ୨୫ହଜାର ରିହାତି
ନୂଆଦିଲ୍ଲୀ,୧୭।୨: ଦେଶରେ ବର୍ତ୍ତମାନ ଇଲେକ୍ଟ୍ରି ସ୍କୁଟିର ଚାହିଦା ବଢିବାରେ ଲାଗିଛି। ପେଟ୍ରୋଲ ପକାଉଥିବା ଗାଡି ଠାରୁ ଇଲେକ୍ଟ୍ରି ସ୍କୁଟିକୁ ବେଶୀ ଲୋକ ପ୍ରିଫର କରୁଛନ୍ତି। ତେବେ ଜାଣିଛନ୍ତି କି ଓଲା ଇଲେକ୍ଟ୍ରି ସ୍କୁଟିକୁ ନେଇ ଆପଣଙ୍କ ପାଇଁ ଭଲ ଖବର ଆସିଛି।…
୧୦ ବର୍ଷରୁ କମ୍ ବୟସର ପିଲାମାନେ ହୋଇପାରନ୍ତି କ୍ୟାନସରର ଶିକାର, ଜାଣନ୍ତୁ ଏହାର କାରଣ…
କର୍କଟ ଯୋଗୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟାଇଥାଏ, ସମୟ ସହିତ ଏହି ରୋଗର ଆଶଙ୍କା ଦ୍ରୁତ ଗତିରେ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବଂଶାନୁକ୍ରମିକତା ଏବଂ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ବ୍ୟାଘାତ ହେତୁ ଆପଣ…
ପରିବାରର ୪ ଜଣଙ୍କୁ ହରାଇ ଭାଙ୍ଗିପଡ଼ିଲେ ନାବାଳକ, ପରେ ହାରିଦେଲେ ଜୀବନ
ବଲାଙ୍ଗୀର,୧୭।୨: ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକର କନୁଟ ଉପରପଡ଼ାରେ ଗତ ୧୦ ତାରିଖ ଦିନ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ୬ ଜଣ ଗୁରୁତର ହେଇଥିଲେ। ଅଦାବରିଆ ପରିବାରର ପାଞ୍ଚଜଣ ସଦସ୍ୟ ଆହତ ହେଇଥିଲା ବେଳେ ପଡୋଶୀ…
ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ
ସୋଫିଆ,୧୭।୨: ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗା ତାଙ୍କ ଜୀବନ କାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ଅନେକ ଲୋକ ସତ୍ୟ ହୁଏ ବୋଲି କହିଛନ୍ତି। ବାଲକାନର ନୋଷ୍ଟ୍ରାଡାମସ ନାମରେ ମଧ୍ୟ ଜଣାଶୁଣା ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ…
ଚିକେନ୍ ଖାଉଥିଲେ ସାବଧାନ, ସତର୍କତା ଜାରି କଲେ ସରକାର
ଅମରାବତୀ,୧୭।୨: ଆପଣଙ୍କୁ ଚିକେନ୍ ପସନ୍ଦ କି? ଯଦି ଆପଣ ନିୟମିତ ଚିକେନ୍ ଖାଉଛନ୍ତି ତେବେ ସର୍ତକ ହୋଇଯାଆନ୍ତୁ। ତୁରନ୍ତ ଚିକେନ୍ ଖାଇବା ବନ୍ଦ କରି ଦିଅନ୍ତୁ। ଖୋଦ୍ ସରକାର ଏଥିପାଇଁ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ କାହିଁକି… ଦୁଇବର୍ଷ ପୂର୍ବେ…
୯,୦୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କଲା ରେଲଓ୍ବ: ଏହି ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ,୧୭।୨: ଭାରତୀୟ ରେଳବାଇରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ସ୍ଥାନରେ ୯,୦୦୦ ପଦବୀ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଖୁବ୍ଶୀଘ୍ର ଏହି ସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।…
Archives


