Home Left

ଦିନିକିଆ ଭଦ୍ରକ ଗସ୍ତରେ ରାଜ୍ୟପାଳ

ଭଦ୍ରକ,୨୯ା୧୨(ସନାତନ ରାଉତ): ଦିନିକିଆ ଭଦ୍ରକ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାଶ। ଶୁକ୍ରବାର ସକାଳେ ରାଜ୍ୟପାଳ ଭଦ୍ରକ ଗ୍ରାମାଞ୍ଚଳ ଥାନା ବରପଦା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ପିଲା ଓ ତାଙ୍କ ଅଭିଭାବକମାନଙ୍କ ସହ ପୋଷଣ ଯୋଜନା, ପାଠପଢ଼ା ଓ ପୁଷ୍ଟିକର ଖାଦ୍ୟ…

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ସହିତ ସାମିଲ ହେଲେ ଆବେଶ ଖାନ

ମୁମ୍ବାଇ, ୨୯ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଲଜ୍ଜାଜନକ ଇନିଂସ ପରାଜୟର ସାମ୍ନା କରିଛି। ଅନ୍ୟପଟେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମୀଙ୍କ ବଦଳରେ ଭାରତୀୟ ଦଳ ସହିତ ସାମିଲ ହୋଇଛନ୍ତି ଦ୍ରୁତ ବୋଲର…

ଇତିହାସ ହୋଇ ରହିଯିବ କଂଗ୍ରେସ, ରାମ ମନ୍ଦିର ଦ୍ୱନ୍ଦ୍ୱରେ ପଡିଥିବା ଦଳକୁ ଟାର୍ଗେଟ କଲା କେରଳ ମୁସଲିମ ସଙ୍ଗଠନ

ଥିରୁଭାନନ୍ତପୁରମ,୨୯।୧୨: କେରଳର ଏକ ପ୍ରତିଷ୍ଠିତ ମୁସଲମାନ ସଂଗଠନ ଆସନ୍ତା ମାସରେ ଅଯୋଧ୍ୟାରେ ରାମ ମନ୍ଦିରର ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣକୁ ନେଇ କଂଗ୍ରେସର ଅଣ-ଆଭିମୁଖ୍ୟକୁ ସମାଲୋଚନା କରିଛି। ଏହି ସଂଗଠନ କଂଗ୍ରେସର ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (ଆଇୟୁଏମଏଲ) ର ଅତି…

ଜଳପରୀ ସାଜି ଅକ୍ଷୟ କୁମାରଙ୍କ ସହ ଜନ୍ମଦିନ ପାଳିଲେ ଟ୍ବିଙ୍କ୍‌ଲ ଖାନ୍ନା

ମୁମ୍ବାଇ: ଆଜି ଅର୍ଥାତ୍‌ ଡିସେମ୍ବର ୨୯ରେ ହେଉଛି ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କ୍‌ଲ ଖାନ୍ନାଙ୍କ ଜନ୍ମଦିନ। ଆଜି ଟ୍ବିଙ୍କ୍‌ଲ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିନେତ୍ରୀ ତାଙ୍କର ଏହି ବିଶେଷ ଦିନ ପାଳନ କରିବା ପାଇଁ ଏକ ବିଶେଷ ଉପାୟ ବାଛିଛନ୍ତି। ସେ…

ହମାସ ଦ୍ୱାରା ବନ୍ଦୀ ଥିବା ସବୁଠାରୁ ବୟସ୍କ ମହିଳାଙ୍କର ମୃତ୍ୟୁ, ଶୋକ ପ୍ରକାଶ କଲେ ବାଇଡେନ

ତେଲ ଆଭିବ,୨୯।୧୨: ହାମାସ ଦ୍ୱାରା ବନ୍ଦୀ ଅବସ୍ଥାରେ ଥିବା ସବୁଠାରୁ ବୟସ୍କ ଇସ୍ରାଏଲ ମହିଳାଙ୍କର ମତ୍ୟୁ ହୋଇଛି। ଇସ୍ରାଏଲର କିବୁତ୍ଜ ନିର ଓଜ ଗୁରୁବାର କହିଛନ୍ତି ଯେ ଏହାର ବାସିନ୍ଦା ଜୁଡିଥ ୱେନଷ୍ଟାଇନ ହାଗାଇଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ହତ୍ୟା…

ଟେଷ୍ଟରେ ଶୁବମାନ ଗିଲ୍‌ଙ୍କ ପ୍ରଦର୍ଶନ ବଢାଇପାରେ ଟିମ ଇଣ୍ଡିଆର ଟେନସନ୍‌

ନୂଆଦିଲ୍ଲୀ,୨୯।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏହି ମ୍ୟାଚରେ ଶୁବମାନ ଗିଲ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାନ୍ତି। ପ୍ରଥମ ଇନିଂସରେ ୨ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୨୬…

ବିଶ୍ୱର ସବୁଠାରୁ ବଡ ଧନୀ ଅପରାଧି, ଝିଅକୁ ଥଣ୍ଡାରୁ ରକ୍ଷା କରିବାକୁ ଜାଳିଦେଲେ କୋଟି କୋଟି ଟଙ୍କା

ବିଶ୍ୱରେ ଅନେକ ଅପରାଧୀ ଅଛନ୍ତି ଯେଉଁମାନେ ବଡ ବଡ ଆତଙ୍କ ସୃଷ୍ଟି କରିଛନ୍ତି। ଅପରାଧୀ ଯେଉଁମାନେ ଟଙ୍କା ରୋଜଗାର କରିବାର ଇଚ୍ଛାରେ ଅପରାଧ ଦୁନିଆରେ ପ୍ରବେଶ କରନ୍ତି ସେମାନେ ଅପରାଧ କରି ବହୁ ଅର୍ଥ ଉପାର୍ଜନ କରନ୍ତି। ଟଙ୍କା ପ୍ରତି ସେମାନଙ୍କର…

ବିଶ୍ୱକପ୍‌ରେ ହାରିବା ପରେ ବି ଟିମ ଇଣ୍ଡିଆର ରହିଛି ଭଲ ରେକର୍ଡ

ନୂଆଦିଲ୍ଲୀ,୨୯।୧୨: ବିଶ୍ୱକପ୍‌ ୨୦୨୩ର ଫାଇନାଲରେ ଟିମ ଇଣ୍ଡିଆକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଫାଇନାଲ ମ୍ୟାଚକୁ ଛାଡି ଦେଲେ ଏହି ବିଶ୍ୱକପ୍‌ ଭାରତ ପାଇଁ ବହୁତ ଭଲ ଥିଲା। ସେମିଫାଇନାଲ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ପ୍ରତ୍ୟେକ ମ୍ୟାଚ ଜିତିଛି। ରୋହିତ ଶର୍ମାଙ୍କ…

ଭଗବଦ୍‌ ଗୀତାର ଏକ ‘ଶ୍ଲୋକ’ ଭୁଲ ଅନୁବାଦ ପାଇଁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୯।୧୨:ଭଗବଦ୍‌ ଗୀତାର ଏକ ‘ଶ୍ଲୋକ’ର ଭୁଲ ଅନୁବାଦ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମାଂଶ ବିଶ୍ୱ ସରମା କ୍ଷମା ମାଗିଛନ୍ତି। ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି। ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ…

ଟିମ ଇଣ୍ଡିଆ ପାଇଁ ଏହି ବର୍ଷ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଜାଡେଜା, ଶ୍ରେଷ୍ଠ ୩ରେ କିଏ କିଏ ସାମିଲ ଜାଣନ୍ତୁ …

ନୂଆଦିଲ୍ଲୀ,୨୯।୧୨: ଟିମ ଇଣ୍ଡିଆ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରବିନ୍ଦ୍ର ଜାଡେଜା ଭଲ ପ୍ରଦର୍ଶନ କରିଛନ୍ତି। ଜାଡେଜା ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଅବଦାନ ରହିଛି। ୨୦୨୩ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା । ୨୦୨୩ରେ ଜାଡେଜା…

ସାପ ମୁଣ୍ଡକୁ ଚୁମ୍ବନ ଦେଇ କାତି ଛଡ଼ାଇବାକୁ ଲାଗିଲେ ଏହି ବ୍ୟକ୍ତି: ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସାରା ବିଶ୍ୱରେ ଅନେକ ପ୍ରଜାତିର ସାପ ଅଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ଶାନ୍ତିପୂର୍ଣ୍ଣ ଏବଂ କେତେକ ଅତ୍ୟନ୍ତ ଭୟାନକ। କିଛି ଲୋକ ସାପ ବିଷୟ ଉଠିଲା ମାତ୍ରେ ଭୟଭୀତ ହୁଅନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ସାପଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଭାବେ…

ପ୍ରେମ ପରୀକ୍ଷା ପାଇଁ ରହିଛି ଏହି ଝୁଲନ୍ତା ଶିଡ଼ି, ସାହସ ଥିଲେ ଚଢ଼ନ୍ତି ପ୍ରେମୀଯୁଗଳ, ଦେଖନ୍ତୁ ଭିଡିଓ…

ପ୍ରେମୀଯୁଗଳଙ୍କୁ ସେମାନଙ୍କ ପ୍ରେମକୁ ମଜଭୁତ କରିବା ପାଇଁ ଅନେକ ପ୍ରକାରର ପରୀକ୍ଷା ଦେବାକୁ ପଡ଼ିଥାଏ। ଭଲ ପାଇବା ସହଜ କିନ୍ତୁ ଏହାକୁ ବଜାୟ ରଖିବା ବହୁତ କଷ୍ଟକର। ପ୍ରେମୀଯୁଗଳଙ୍କ ମଧ୍ୟରେ ଅନେକ ପରିସ୍ଥିତି ଉପୁଜେ ଯାହା ସେମାନଙ୍କ ପ୍ରେମକୁ ପରୀକ୍ଷା କରେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri