Home Left

ଏସ୍‌ଆଇଙ୍କ ପୁଅ ପରୀକ୍ଷାରେ କପି କରି ପଡ଼ିଲେ ଧରା, ରାତିରେ କରିଦେଲେ ଏପରି କାଣ୍ଡ

ବ୍ରହ୍ମପୁର,୨୩।୩(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସୂର୍ଯ୍ୟନଗରରେ ରହୁଥିବା ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ ଦେବାଶିଷ ସେଠୀ(୧୭) ବୋଲି ପୋଲିସ କହିଛି। ବେଦ୍ୟନାଥପୁର ଥାନା ପୋଲିସ କେସ୍‌ ନମ୍ବର ୧୦୦/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ…

ବ୍ରିଟେନ ସଂସଦରେ ପାକିସ୍ତାନକୁ ଆଇନା ଦେଖାଇଲେ କଶ୍ମୀର ଝିଅ, କହିଲେ ମୁଁ ମଲାଲା ନୁହେଁ, ଯିଏ…

ନୂଆଦିଲ୍ଲୀ/ଲଣ୍ଡନ,୨୩।୨: କଶ୍ମୀରୀ କର୍ମୀ ତଥା ସାମ୍ବାଦିକ ୟାନା ମିର ବ୍ରିଟିଶ ସଂସଦରେ ପାକିସ୍ତାନକୁ ବିଶ୍ୱ ସ୍ତରରେ ନିଜର ସ୍ଥିତି ଦେଖାଇବା ପାଇଁ କାର୍ଯ୍ୟ କରିଛନ୍ତି। ଲଣ୍ଡନରେ ବ୍ରିଟିଶ ସଂସଦ ଦ୍ୱାରା ଆୟୋଜିତ ‘ସଂକଳ୍ପ ଦିବସ’ରେ ଭାଷଣ ଦେଇ କାଶ୍ମୀରର ଏହି ଝିଅ…

ଲୋକ ସଭା ନିର୍ବାଚନ ଅପଡେଟ: ଉତ୍ତର ପ୍ରଦେଶ, ବିହାର ସମେତ ୬ ରାଜ୍ୟରେ ୨ରୁ ଅଧିକ ପର୍ଯ୍ୟାୟରେ ହେବ ଭୋଟିଂ

ନୂଆଦିଲ୍ଲୀ,୨୩।୨: ଲୋକ ସଭା ନିର୍ବାଚନ ୨୦୨୪ ସମ୍ବନ୍ଧରେ କେତେବେଳେ ବିଜ୍ଞପ୍ତି ପ୍ରକାଶ ପାଇବ, କେତେ ପର୍ଯ୍ୟାୟରେ ଭୋଟିଂ ହେବ, କେଉଁ ପର୍ଯ୍ୟାୟରେ ଭୋଟିଂ କେଉଁ ରାଜ୍ୟରେ ହେବ ଏବଂ କେଉଁ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ। ମାର୍ଚ୍ଚ ୧୩ପରେ ଯେକୌଣସି…

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି l ପୂର୍ବତନ ବିଡ଼ିଓ କୈଳାଶ ବେହେରା, ପୂର୍ବତନ…

କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ, ଲୁହବୁହା ଗ୍ୟାସ ଛାଡ଼ିଲା, ଟ୍ରାକ୍ଟର ଚକାରୁ ପମ୍ପ୍‌ ବି ବାହାର କରିଦେଲା

ଚଣ୍ଡିଗଡ଼,୨୩ା୨: ପୁଣିଥରେ ହରିୟାଣାରେ କୃଷକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି। କୃଷକଙ୍କ ଆନ୍ଦୋଳନ ଯୋଗୁ ଖନୌରୀ ସୀମାକୁ ଯାଉଥିବା ଚାଷୀଙ୍କୁ ପୋଲିସ ଲାଠିଚାର୍ଜ କରିଛି। ଏହା ବ୍ୟତୀତ ଚାଷୀଙ୍କ ଉପରେ ଲୁହବୁହା ଗ୍ୟାସ ମଧ୍ୟ ଛାଡ଼ିଥିଲା। ପୋଲିସ ଗାଡ଼ି ଭଙ୍ଗାରୁଜା…

ଏୟାର ହୋଷ୍ଟେସ ଲୁକରେ ନଜର ଆସିଲେ କରିନା-ତବୁ-କ୍ରିତି

ମୁମ୍ବାଇ: ବଲିଉଡର ଆଗାମୀ ଚଳଚ୍ଚିତ୍ର ‘କ୍ରୁ’ ଚଳିତ ବର୍ଷର ମଚ ଆଓ୍ବେଟେଡ ମୁଭି ହୋଇପାରିଛି। ଫିଲ୍ମର ଷ୍ଟାର କାଷ୍ଟ ଏବଂ କାହାଣୀ ଏଥିରେ ଦର୍ଶକଙ୍କ ଆଗ୍ରହ ବଢାଇଛି। ଏହି ମୁଭିରେ ଟ୍ୟାଲେଣ୍ଟର ପାୱାରହାଉସ ଅଭିନେତ୍ରୀ ଅନ୍ତର୍ଭୁକ୍ତ। ଏଥିମଧ୍ୟରେ କରୀନା କପୁର ଖାଁ,…

ୟାମିଙ୍କ ଦମଦାର ଆକ୍ଟିଂକୁ ନେଇ ହେଉଛି ଚର୍ଚ୍ଚା

ମୁମ୍ବାଇ: ୟାମି ଗୌତମ ଏବଂ ପ୍ରିୟାମଣିଙ୍କ ମୁଭି ଆର୍ଟିକଲ ୩୭୦ ଶେଷରେ ୨୩ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଜାମ୍ମୁ କାଶ୍ମୀରର ସ୍ବତନ୍ତ୍ର ସ୍ଥିତି ପ୍ରତ୍ୟାହାରର ପୃଷ୍ଠଭୂମି ଉପରେ ଆଧାରିତ। ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିବା ପରେ,…

Investment Scheme: ମହିଳାମାନେ ଏହି ଯୋଜନାରେ କରନ୍ତୁ ଟଙ୍କା ନିବେଶ, ହୋଇଯିବେ ମାଲାମାଲ୍‌

ଘରର ବିଭିନ୍ନ ଖର୍ଚ୍ଚ ଛଡା ମହିଳାମାନେ ପ୍ରତ୍ୟେକ ମାସରେ କିଛି ଟଙ୍କା ସଞ୍ଚୟ କରିଥା’ନ୍ତି। ପରେ କୌଣସି କାମରେ ଏହି ଟଙ୍କାକୁ ଖର୍ଚ୍ଚ କରିଥାନ୍ତି। କିନ୍ତୁ ସଞ୍ଚୟ କରିବା ଦ୍ୱାରା ଆପଣଙ୍କୁ ଏଥିରେ କୌଣସି ଅତିରିକ୍ତ ଲାଭ ମିଳି ନ ଥାଏ।…

ହତ୍ୟା କରି ମହିଳାଙ୍କୁ ପିଙ୍ଗିଦେବା ମାମଲା: ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବଲାଙ୍ଗୀର,୨୩।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା କେଶରକେଲାସ୍ଥିତ ପମ୍ପହାଉସ ନିକଟରେ ସଂଯୁକ୍ତା ମହାନନ୍ଦଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିଲା। ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଏପରିକି ପୋଲିସ ଗିରଫ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍‌…

ଯେଉଁ ବ୍ୟାଟରେ ଦ୍ରୁତତମ ଶତକ କରି ରେକର୍ଡ କରିଥିଲେ ତେନ୍ଦୁଲକର ତାହା ଆଜି ଅବହେଳିତ ଭାବେ ପଡିଛି ପାକିସ୍ତାନରେ

ନୂଆଦିଲ୍ଲୀ,୨୩।୨: ବିଶ୍ୱାସ କରନ୍ତୁ! ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଚମତ୍କାର ବ୍ୟାଟ ଯାହା ୧୯୯୬ରେ ନୈରାବି ପଡିଆରେ ଝଡ଼ ସୃଷ୍ଟି କରିଥିଲା। ଯେଉଁ ବ୍ୟାଟ ଚୌକା ଏବଂ ଛକା ବର୍ଷାର ଏପରି ବର୍ଷା ସୃଷ୍ଟି କରିଥିଲା ଯାହା ପୂର୍ବରୁ କୌଣସି ଆନ୍ତର୍ଜାତୀୟ…

Central Bank of India Recruitment 2024: ସେଣ୍ଟ୍ରାଲ ବ୍ୟାଙ୍କରେ ବାହାରିଲା ଚାକିରି, ଆଜି ହିଁ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୨୩।୨: ବ୍ୟାଙ୍କ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବାହାରିଛି ନିଯୁକ୍ତି। ବ୍ୟାଙ୍କରେ ଖାଲି ପଡ଼ିଛି ୩ ହଜାର ଆପ୍ରେଣ୍ଟିସ ପଦବୀ। କହିରଖୁଛୁ କି, ଏଇ ମାସ ଅର୍ଥାତ୍‌ ଫେବ୍ରୁଆରୀ ୨୧ରେ ଏହି ନିଯୁକ୍ତି…

ରାଜପ୍ରାସାଦଠାରୁ କମ୍‌ ନୁହେଁ ସୋନମଙ୍କ ଘର, ଭିଡିଓରେ ଭିତରର ଦୃଶ୍ୟ ଦେଖିଲେ କହିବେ…

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଷ୍ଟାଇଲିଶ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ସୋନମ କପୁର ହେଉଛନ୍ତି ଜଣେ। ସୋନମ କେତେ ଷ୍ଟାଇଲିଶ୍‌ ତାଙ୍କ ଘରର ସୌର୍ଯ୍ୟକୁ ଦେଖିଲେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହେଉଛି। ମୁମ୍ବାଇ ବାସିନ୍ଦା ସୋନମଙ୍କ ଶାଶୁଘର ଦିଲ୍ଲୀରେ ଅଛି। ସ୍ବାମୀ ଆନନ୍ଦ ଆହୁଜା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri