Home Left

୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ

ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲ୍ୟାଣ୍ଡର ତାରକା କ୍ରିକେଟର କେନ ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ୱିଲିୟମସନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀ…

ପଡ଼ିଆରେ ଆରସିବି ଖେଳାଳିଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୨: ମହିଳା ପ୍ରିମିୟର ଲିଗ୍‌ ୨୦୨୪ର ୫ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ବାଙ୍ଗାଲୋର ଏହି ମ୍ୟାଚରେ ୫ ଉଇକେଟ୍‌ରେ ଜିତିଛି। ଏହି ମ୍ୟାଚ ସମୟରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସିବି…

କୋହଲିଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ‘ଅକାୟ’ଙ୍କ ଡେବ୍ୟୁ ଦାବି କଲେ ପ୍ରଶଂସକ, ଭାଇରାଲ ହେଉଛି ପୋଷ୍ଟର

ନୂଆଦିଲ୍ଲୀ,୨୮।୨: ଭାରତୀୟ ଖେଳାଳି ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି, ଯାହା ବିଷୟରେ ସେ ଫେବୃଆରୀ ୨୦ରେ ସୂଚନା ଦେଇଥିଲେ। କୋହଲିଙ୍କ ଘରେ ଏକ ଶିଶୁପୁତ୍ର ଜନ୍ମ ହୋଇଛି। ଯାହାର ନାମ ସେ ‘ଅକାୟ’ ରଖିଛନ୍ତି । ବର୍ତ୍ତମାନ…

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ନୂଆଦିଲ୍ଲୀ,୨୮ା୨: ରଣଜୀ ଟ୍ରଫି ୨୦୨୪ର ସେମିଫାଇନାଲ ଲାଇନଅପ୍‌ ଚୂଡାନ୍ତ ହୋଇଛି। ମାର୍ଚ୍ଚ ୨ ତାରିଖରେ ବିଦର୍ଭ ଓ ମଧ୍ୟପ୍ରଦେଶ ମଧ୍ୟରେ ପ୍ରଥମ ସେମିଫାଇନାଲ ଓ ମୁମ୍ବାଇ ଓ ତାମିଲନାଡୁ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। କ୍ୱାର୍ଟର ଫାଇନାଲରେ ବିଦର୍ଭ ୧୨୭ ରନ୍‌ରେ…

ହକି ଇଣ୍ଡିଆ ସିଇଓଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮ା୨(ପି.ଟି.): ହକି ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଏଲେନା ନର୍ମାନ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ତାଙ୍କର ବେତନ ଦିଆଯାଇ ନ ଥିବା ଅଭିଯୋଗ କରିବା ସହ ସେ ନିଜ ପଦରୁ ଓହରି ଯାଇଛନ୍ତି। ୪୯ ବର୍ଷୀୟ…

‘ଓଡ଼ିଶାରୁ ବାହାରିବେ ନୂତନ କ୍ରୀଡ଼ା ପ୍ରତିଭା’

କଟକ, ୨୮ା୨(ଶିଳ୍ପା ପ୍ରିୟଦର୍ଶିନୀ): ଐତିହାସିକ ବାରବାଟୀ ଷ୍ଟାଡିୟମର ରୂପାନ୍ତରିକରଣ ଏବଂ ନବୀକରଣ ପାଇଁ ମଙ୍ଗଳବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ବାରବାଟୀ ଷ୍ଟାଡିୟମ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି…

ଟିପିସିଓଡିଏଲ୍‌ର ନୂତନ ଅଭିଯାନ

ଭୁବନେଶ୍ୱର,୨୮।୨: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)ର ନୂତନ ଅଭିଯାନ ‘ଆଭାଶକ୍ତି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ମହିଳା ସଶକ୍ତୀକରଣ ଉପରେ କମ୍ପାନୀ ସର୍ବଦା ଦୃଢ଼ ଗୁରୁତ୍ୱାରୋପ କରିଥାଏ। ସମାଜର ରୂପାନ୍ତରଣରେ ମହିଳାମାନେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ…

ଅର୍ଥନୈତିକ ବିକାଶରେ ମାତୃଭାଷାର ଭୂମିକା ଅତୁଳନୀୟ

ଭୁବନେଶ୍ୱର,୨୮।୨: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମାତୃଭାଷା ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନୀଷ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର କ୍ଷେତ୍ରୀୟ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…

ୟୁବିଆଇ ବାଲେଶ୍ୱର ପକ୍ଷରୁ ରିଟେଲ ଏକ୍ସପୋ

ଭୁବନେଶ୍ୱର,୨୮।୨ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ବାଲେଶ୍ୱର ପକ୍ଷରୁ ଏକ ଦିନିକିଆ ଖୁଚୁରା ପ୍ରଦର୍ଶନୀ ବା ରିଟେଲ ଏକ୍ସପୋ-୨୦୨୪ ବାଲେଶ୍ୱରର ହରିପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ…

ଦିଲ୍ଲୀ ଓ ହରିୟାଣାରେ ଲୋକ ସଭା ନିର୍ବାଚନ ପାଇଁ ଏଏପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ, ୨୮।୨: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦିଲ୍ଲୀର ୪ଟି ଆସନ ଓ ହରିୟାଣାର ଗୋଟିଏ ଆସନ ପାଇଁ ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରାଯାଇଛି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ପୂର୍ବ ଦିଲ୍ଲୀ…

ଯୁଦ୍ଧକୁ ସମାଲୋଚନା କରିବାରୁ ରୁଷିଆ ମାନବାଧିକାର କର୍ମୀଙ୍କୁ ଜେଲ

ମସ୍କୋ,୨୮।୨: ୟୁକ୍ରେନ୍‌ ବିରୋଧରେ ଯୁଦ୍ଧକୁ ସମାଲୋଚନା କରିଥିବା ଜଣେ ବର୍ଷୀୟାନ ମାନବାଧିକାର ସପକ୍ଷବାଦୀଙ୍କୁ ମସ୍କୋର ଏକ ଅଦାଲତ ୩୦ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୭୦ ବର୍ଷୀୟ ଓଲେଗ ଓର୍ଲୋଭ ତାଙ୍କ ଲେଖା ମାଧ୍ୟମରେ ରୁଷୀୟ ସେନାକୁ ବାରମ୍ବାର ବଦନାମ କରିବା…

ଆକାଶରେ ନିର୍ମିତ ଫୁଟ୍‌ବଲ ଗ୍ରାଉଣ୍ଡ

ୟୋଙ୍ଗ୍‌କାଙ୍ଗ୍‌(ଚାଇନା): ବିଶ୍ୱରେ ଏପରି ଅନେକ ଦେଶ ରହିଛନ୍ତି, ଯେଉଁମାନେ ନିଜ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସବୁବେଳେ କିଛି ନା କିଛି ନୂତନ ଏବଂ ବିଶେଷ ପ୍ରୟାସ କରିଥାନ୍ତି। ନିକଟରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏପରି ଏକ ଭିଡିଓ ଭାଇରାଲ ହେବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri