Home Left

ଭିଡିଓ କଲ୍‌ରେ କଥା ହେଉଥିଲେ ସାବଧାନ, ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୨: ଆଜିର ଯୁଗରେ ଭିଡିଓ କଲିଂ ସାଧାରଣ ହୋଇଗଲାଣି। ସାଧାରଣ ଭଏସ କଲ୍‌ ଅପେକ୍ଷା ଭିଡିଓ କଲ୍‌ ଅଧିକ କରାଯାଏ। ଭିଡିଓ କଲ୍‌ ମାଧ୍ୟମରେ ଆପଣ ଅନ୍ୟ ଜଣକୁ ସିଧାସଳଖ ଦେଖିପାରିବେ, କିନ୍ତୁ ଆପଣ ଜାଣନ୍ତି କି ଭିଡିଓ କଲ୍‌ ଆପଣଙ୍କ…

ଢେଙ୍କାନାଳରେ କଲରାପତରିଆଙ୍କ ସଂଖ୍ୟା ବଢୁଛି

ଢେଙ୍କାନାଳ,୨୮।୨(ରତନ ନାୟାର): ଢେଙ୍କାନାଳ ଜିଲାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାରେ ପ୍ରାୟ ୧୦ଟି କଲରାପତରିଆ ବାଘ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଶେଷ ହୋଇଥିବା ବାଘ ଗଣନାରୁ ଜଣାପଡିଛି। ହିନ୍ଦୋଳ ରେଞ୍ଜ୍‌ କନ୍ଧରା ଓ କାମାକ୍ଷାନଗର ପଶ୍ଚିମାଞ୍ଚଳ ଏବଂ…

ଭାରତୀୟ ରାଜନୀତିରେ ୨୦୨୪

ସମରେଶ ପଟ୍ଟନାୟକ ଚଳିତ ବର୍ଷ ବିଶ୍ୱର ପ୍ରାୟ ୫୦ଟି ଦେଶରେ ଜାତୀୟ ନିର୍ବାଚନ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ପାକିସ୍ତାନରେ ଏହା ସଦ୍ୟ ସମାପ୍ତ ହୋଇଛି। ଏବେ ଭାରତରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ କେଉଁ…

ଆସନ ରେଢ଼ାଖୋଲ, ବସୁଛନ୍ତି ବାହାର ନେତା

ସମ୍ବଲପୁର,୨୮।୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାର ରେଢ଼ାଖୋଲ ବ୍ଲକ, ନାକଟିଦେଉଳ, ଯୁଯୋମୁରା ଓ ମାନେଶ୍ୱର ବ୍ଲକର ୭ଟି ପଞ୍ଚାୟତକୁ ନେଇ ଗଠିତ ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ପରଠାରୁ ନିରବଚ୍ଛିନ୍ନ ଭାବେ ବିଜେଡି ଏହାକୁ ଅକ୍ତିଆର କରିଆସିଛି। ଆସନର ରେଢ଼ାଖୋଲର ହୋଇଥିବା ବେଳେ…

୩ ମାସ ପରେ ଫେରିଲେ, ହେଲେ ୧୨ ବଲ୍‌ରେ ଖେଳ ଶେଷ

ନୂଆଦିଲ୍ଲୀ,୨୮।୨: ଯୁବ ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ ଈଶାନ କିଷନ ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଛନ୍ତି। ଏହାର କାରଣ ହେଉଛି ସେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଅଧାରେ ଛାଡ଼ି ଚାଲିଆସିଥିଲେ। ଏହାପରେ ସେ ଟିମ୍‌ ମ୍ୟାନେଜମେଣ୍ଟକୁ ମେଣ୍ଟାଲ ବ୍ରେକ୍‌ ମାଗିଥିଲେ। ଲଗାତର ଭାବେ ସୁଯୋଗ…

ତତଲାଗଡ଼ ଟିଟିଲାଗଡ଼ରେ ନିର୍ବାଚନୀ ତାତି: ଟୁକୁନୀ-ନବୀନ ଟକ୍କର ଚର୍ଚ୍ଚା

ବଲାଙ୍ଗୀର,୨୮।୨(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଗ୍ରୀଷ୍ମ ତାତି ଅନୁଭୂତ ହେଉଥିବାରୁ ଟିଟିଲାଗଡ଼କୁ ଲୋକେ ତତଲାଗଡ଼ କହିଥାଆନ୍ତି। ସେଭଳି ଖରା ଆସି ନ ଥିଲେ ମଧ୍ୟ ଏବେ ନିର୍ବାଚନୀ ତାତି ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଲାଣି। ୨୦୧୪ ମସିହାରେ ବିଜେଡି ଯୁବନେତା…

ଆଇସିୟୁରେ ଭର୍ତ୍ତି ହୋଇଥିବା ମହିଳା ରୋଗୀଙ୍କୁ ବଳାତ୍କାର କଲେ ନର୍ସ, ପ୍ରତିବାଦ କରିବାରୁ…

ଅଲୱର,୨୮।୨: ରାଜସ୍ଥାନର ଅଲୱାରର ଶିବାଜୀ ପାର୍କ ଥାନା ଅଞ୍ଚଳରେ ଥିବା ହରିଶ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଥିବା ୨୪ ବର୍ଷ ବୟସ୍କା ମହିଳାଙ୍କୁ ବଳାତ୍କାର କରି ଜଣେ ପୁରୁଷ ନର୍ସଙ୍କ ଗିରଫ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ପୀଡିତା ଅଭିଯୋଗ କରିଛନ୍ତି ଯେ,…

କ୍ରିକେଟ ପାଇଁ ବୃହତ୍‌ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ଅନିଲ ଦାସ): ଓଡ଼ିଶା କ୍ରିକେଟ ଖେଳ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମର ପୁନଃନିର୍ମାଣ ଘୋଷଣା କରିବା ସହ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ କ୍ରିକେଟ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ

ନୂଆଦିଲ୍ଲୀ,୨୮।୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନଙ୍କର ବୁଧବାର ପରଲୋକ ଘଟିଛି। ବୁଧବାର ସକାଳେ ଚେନ୍ନାଇର ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ସନ୍ଥନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଡାକ୍ତରଖାନା ଅଧିକାରୀ କହିଛନ୍ତି ଯେ, ସାନ୍ତନଙ୍କ ସକାଳ ୭:୫୦ରେ ମୃତ୍ୟୁ…

ଶିମିଳିପାଳରେ ଛଡ଼ାଯିବ ବାହାର ବାଘୁଣୀ

ଭୁବନେଶ୍ୱର, ୨୮।୨(ଅସମାପିକା ସାହୁ): ଶିମିଳିପାଳରେ ଏବେ କଳା ବାଘ ବଂଶ ବୃଦ୍ଧି ପାଉଛି। ଯଦିଓ ଏହିଭଳି କଳାବାଘ କେବଳ ଶିମିଳିପାଳରେ ଦେଖାଯାଉଥିବାରୁ ବନ ବିଭାଗ ଖୁସି ହେଉଛି, ତଥାପି ଏହାର ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ମଧ୍ୟ ଘାରୁଛି। ତେଣୁ ଏହାର ସମାଧାନ…

୩ୟ ଥର ପାଇଁ ବାପା ହେଲେ ନ୍ୟୁଜିଲ୍ୟାଣ୍ଡର କ୍ରିକେଟର ୱିଲିୟମସନ

ନୂଆଦିଲ୍ଲୀ,୨୮।୨: ନ୍ୟୁଜିଲ୍ୟାଣ୍ଡର ତାରକା କ୍ରିକେଟର କେନ ୱିଲିୟମସନ ତୃତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ସାରା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ୱିଲିୟମସନ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ପତ୍ନୀ…

ପଡ଼ିଆରେ ଆରସିବି ଖେଳାଳିଙ୍କୁ ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ, ଫଟୋ ଭାଇରାଲ

ନୂଆଦିଲ୍ଲୀ,୨୮।୨: ମହିଳା ପ୍ରିମିୟର ଲିଗ୍‌ ୨୦୨୪ର ୫ମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ବାଙ୍ଗାଲୋର ଏହି ମ୍ୟାଚରେ ୫ ଉଇକେଟ୍‌ରେ ଜିତିଛି। ଏହି ମ୍ୟାଚ ସମୟରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସିବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri