ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ମିଳିଲା ବଡ଼ ଉପହାର
ନୂଆଦିଲ୍ଲୀ,୨୭।୨: ହାଇଦ୍ରାବାଦରେ ପରାଜୟ ପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଦଳ ବିଶାଖାପାଟଣା, ରାଜକୋଟ ଏବଂ ରାଞ୍ଚି ଟେଷ୍ଟରେ ଇଲଂଣ୍ଡକୁ ପରାସ୍ତ କରିଥିଲା। ଫଳରେ ଦଳ ଟେଷ୍ଟ ସିରିଜରେ ୩-୧ରେ ଆଗୁଆ ହୋଇଛି। ତେବେ…
ଓଲଟିଲା ଯାତ୍ରୀବାହୀ ବସ୍: ୨ଗୁରୁତର, ୧୫ଆହତ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳୀଖୁଣ୍ଟି ରାସ୍ତାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା…
୧୪୫ କୋଟିର ଚାକିରି ଛାଡ଼ିଥିଲେ, ଏବେ ୮,୩୦୦ କୋଟିର କମ୍ପାନୀ ଛିଡ଼ା କରି ଚର୍ଚ୍ଚାରେ ଏହି ମହିଳା
ପାକିସ୍ତାନୀ ବଂଶୋଦ୍ଭବ ସୁନୀରା ମଧାନୀ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ମହିଳା ବ୍ୟବସାୟୀ। ସେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ସ୍ନାତକ କରିଥିଲେ। ପରେ ସେ ଆମେରିକାର ଅଟଲାଣ୍ଟାର ପେମେଣ୍ଟ ପ୍ରୋସେସର କମ୍ପାନୀ ‘ଫାଷ୍ଟ ଡାଟା’ ଲାଗି କାମ କରିଥିଲେ। ହେଲେ ଚାକିରିରେ…
ଦିଲ୍ଲୀର ୪ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା AAP, ନୂଆଦିଲ୍ଲୀରୁ ଲଢ଼ିବେ ସୋମନାଥ
ନୂଆଦିଲ୍ଲୀ,୨୭।୨: ଆମ ଆଦମୀ ପାର୍ଟୀ(ଏଏପି) ଆଗାମୀ ଲୋକ ସଭା ନିର୍ବାଚନ ଲାଗି ୫ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରୁ ୪ ଦିଲ୍ଲୀର ଥିବା ବେଳେ ଜଣେ ହରିୟାଣାର ରହିଛନ୍ତି। ନୂଆଦିଲ୍ଲୀ ଆସନରୁ ସୋମନାଥ ଭାରତୀ, ଦକ୍ଷିଣ ଦିଲ୍ଲୀରୁ ସାହିରାମ, ପଶ୍ଚିମ…
ଆଇପିଏଲ୍ ପୂର୍ବରୁ ନିଜ ପ୍ରଶଂସକଙ୍କୁ ଖୁସିଖବର ଦେଲେ ସୂର୍ଯ୍ୟକୁମାର
ନୂଆଦିଲ୍ଲୀ,୨୭।୨: ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଆଇପିଏଲ୍ ୨୦୨୪ ପୂର୍ବରୁ ନିଜର ଆଘାତକୁ ନେଇ ବଡ଼ ଅପ୍ଡେଟ୍ ଦେଇଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ବ୍ୟାଟ୍ସମ୍ୟାନ୍ ଇନଷ୍ଟାଗ୍ରାମରେ ଏ ନେଇ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସେ ସୁସ୍ଥ ହେବା ଲାଗି କରୁଥିବା…
ଛତିଶଗଡ଼ରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ଚାଲିଗଲା ୪ ମାଓବାଦୀଙ୍କ ଜୀବନ
ମାଲକାନଗିରି,୨୭।୨(ଦୁର୍ଯ୍ୟୋଧନ ପାତ୍ର ): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ତୁଙ୍ଗଲି ଜଙ୍ଗଲରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ବିଜାପୁର ଜିଲା ତୁଙ୍ଗଲି ଜଙ୍ଗଲ ଅଞ୍ଚଳରେ ଯବାନଙ୍କ ପକ୍ଷରୁ…
ଯଦି ଆକାଉଣ୍ଟକୁ ନ ଆସେ ପିଏମ୍ କିଷାନ ୧୬ତମ କିସ୍ତି ଟଙ୍କା, ଏଭଳି କରିପାରିବେ ଅଭିଯୋଗ, ଜାଣନ୍ତୁ…
ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ବୁଧବାର ଅର୍ଥାତ ଫେବୃଆରୀ ୨୮ରେ କୃଷକଙ୍କ ଖାତାକୁ ପଠାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପଠାଇବେ। ତେବେ ଏହା ୨୦୨୪ର ପ୍ରଥମ କିସ୍ତି ହୋଇଥିବା…
ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ
କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ ହ୍ବିସିଲ୍ ମାରି କଥା ହୋଇଥାନ୍ତି। ଦକ୍ଷିଣ ପୂର୍ବରେ ଥିବା ମେଘାଳୟରେ ଏହି ରାଜ୍ୟ ଅବସ୍ଥିତ।…
କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ
ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ…
ପାଣି ପାଇଁ ରାସ୍ତା ଅବରୋଧ
କେନ୍ଦୁଝର,୨୭।୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଖରା ଦିନ ଆରମ୍ଭ ନ ହଉଣୁ କେନ୍ଦୁଝର ଜିଲାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ସରକାର ଘରେ ଘରେ ପାଇପ୍ ଦ୍ୱାରା ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛନ୍ତି।…
ପୂର୍ବତନ ଖେଳାଳି ଦେଲେ ବଡ ବୟାନ, କହିଲେ ଟିମ ଇଣ୍ଡିଆର ପରବର୍ତ୍ତୀ ଧୋନୀ ହେଉଛନ୍ତି ରୋହିତ
ନୂଆଦିଲ୍ଲୀ,୨୭।୨: ନିକଟରେ ରାଞ୍ଚିରେ ଖେଳାଯାଇଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ଏହି ସିରିଜରେ ଖେଳୁନାହାଁନ୍ତି। କୋହଲିଙ୍କ ପରି ଜଣେ…
ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ
ଆଜିକାଲି ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପାର୍ଶଲ ଦେବା ସମୟରେ ରାସ୍ତା ମଝିରେ ନାଚୁଛନ୍ତି। ଯୁବକ ଜଣଙ୍କ ଜୋମାଟୋ ଟି-ଶର୍ଟ ପିନ୍ଧିଛନ୍ତି। ସେ ଶାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି…
Archives


