Home Left

ଟେସ୍‌ଲା କାର୍‌ ଲାଇଟ୍‌ ଶୋ’ରେ ରାମ ନାମ

ୱାଶିଂଟନ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହକୁ ମାତ୍ର ୭ ଦିନ ରହିଛି। ଏହାକୁ ନେଇ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଐତିହାସିକ କାର୍ଯ୍ୟକ୍ରମର ଖୁସି ଉଠାଉଛନ୍ତି। ଏହି ଅବସରରେ ଆମେରିକାରେ ବିଶ୍ୱ ହିନ୍ଦୁ ପରଷଦ ପକ୍ଷରୁ…

ଇରାଙ୍କ ଲେହେଙ୍ଗାରେ ୭ ମାସର ପରିଶ୍ରମ

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତା ଆମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କୁ ତାଙ୍କ ଫିଟ୍‌ନେସ୍‌ କୋଚ୍‌ ନୂପୁର ଖିଲାରେ ବିବାହ କରିଛନ୍ତି। ଇରା ଏବଂ ନୂପୁର ତାଙ୍କ ବିବାହର ଅନେକ କାର୍ଯ୍ୟକ୍ରମରେ ସାଦା ଲୁକ୍‌ରେ ନଜରକୁ ଆସିଛନ୍ତି। ଏମିତି କି ବିବାହ ପାଇଁ…

ଦିଲ୍ଲୀରେ ଘନ କୁହୁଡ଼ି: ୧୦୦ ବିମାନ ଉଡ଼ାଣରେ ବିଳମ୍ବ

ନୂଆଦିଲ୍ଲୀ,୧୫।୧: ଦିଲ୍ଲୀରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଦୂର ସ୍ଥାନ ଦୃଶ୍ୟ ହେଉ ନ ଥିବାରୁ ରବିବାର ସକାଳେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ଆସିବାକୁ ଥିବା ୧୦ଟି ବିମାନକୁ ଅନ୍ୟ ବିମାନବନ୍ଦର ପଠାଯାଇଥିବାବେଳେ ସ୍ଥାନୀୟ ଏୟାରପୋର୍ଟରୁ ପାଖାପାଖି ୧୦୦…

ନାରାୟଣ ମୂର୍ତ୍ତିଙ୍କ ନିଯୁକ୍ତି ଆବେଦନକୁ ଖାରଜ କରିଥିଲେ ପ୍ରେମ୍‌ଜୀ

ନୂଆଦିଲ୍ଲୀ,୧୫।୧: ଇନ୍‌ଫୋସିସିର ସହପ୍ରତିଷ୍ଠାତା ତଥା ଭାରତର ଆଇଟି ଶିଳ୍ପର ଆଇକନ୍‌ ନାରାୟଣ ମୂର୍ତ୍ତି ଏକଦା ଚାକିରି କରିବା ପାଇଁ ଓ୍ବିପ୍ରୋରେ ଆବେଦନ କରିଥିଲେ। ତତ୍କାଳୀନ ଓ୍ବିପ୍ରୋ ମୁଖ୍ୟ ଅଜିମ୍‌ ପ୍ରେମଜୀ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ବୋଲି ନାରାୟଣ ଏକ ସାକ୍ଷାତ୍‌କାରରେ…

ଲଜ୍ଜାଜନକ ରେକର୍ଡର ନିକଟତର ହିଟ୍‌ମ୍ୟାନ୍‌

ଇନ୍ଦୋର,୧୫।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ମ୍ୟାଚ୍‌ରେ ଶୂନ ସ୍କୋରରେ ଆଉଟ ହୋଇଥିବା ରୋହିତ ଦ୍ୱିତୀୟ ମ୍ୟାଚ୍‌ର ପ୍ରଥମ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଏହି ପାକିସ୍ତାନୀ କ୍ରିକେଟର୍‌: ଲେଖିଲେ ଜୟ ଶ୍ରୀରାମ

ନୂଆଦିଲ୍ଲୀ,୧୫।୧: ରାମମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ରହିଛି। ଦେଶର କୋଣ ଅନୁକୋଣରୁ ରାମ ଭକ୍ତମାନେ ଅଯୋଧ୍ୟା ଆସୁଛନ୍ତି। ଭକ୍ତଙ୍କ ଭିଡ ଦେଖି ପ୍ରଶାସନ ଜାନୁୟାରୀ ୨୨ ପରେ ରାମଲାଲାଙ୍କ ଦର୍ଶନ କରିବାକୁ ଅପିଲ୍‌ କରିଛି। ଏହା ସତ୍ତ୍ୱେ…

ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର

ଯାଜପୁର/ଯାଜପୁର ରୋଡ୍‌ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧ ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ…

ଆମେରିକାର ୨ ନାବିକ ସମୁଦ୍ରରେ ନିଖୋଜ

ଓ୍ବାଶିଂଟନ,୧୪।୧: ଆମେରିକା ନାଭି ସିଲ୍‌ର ୨ ଜଣ ସଦସ୍ୟ ସୋମାଲିଆ ଉପକୂଳରୁ ନିଖୋଜ ହୋଇଯାଇଛନ୍ତି। ଜାହାଜରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ସିଡ଼ିରୁ ଖସିପଡ଼ି ସମୁଦ୍ରରେ ନିଖୋଜ ହୋଇଯାଇଥିଲେ। ଉକ୍ତ ଅଞ୍ଚଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ସରକାରୀ ବସ୍‌-କାର୍‌ ମୁହାଁମୁହିଁ ଧକ୍କା: ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ନୂଆପଡ଼ା,୧୪।୧(ମକାରୁ ବେମାଲ): ୩୫୩ ନମ୍ବର ଜାତୀୟ ରାଜପଥ ନୂଆପଡା ଜିଲା କୋମନା ଥାନା ତରବୋଡ ସମ୍ଭବ ମାନିଗୁଡା ଛକ ନିକଟରେ ରବିବାର ଏକ ବସ୍‌-କାର୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏଥିରେ ଗୁରୁତର…

ଆମେରିକାରେ ପ୍ରଥମଥର ନାଇଟ୍ରୋଜେନ ଗ୍ୟାସରେ ଦିଆଯିବ ମୃତ୍ୟୁଦଣ୍ଡ

ଓ୍ବାଶିଂଟନ: କୌଣସି ଦେଶରେ ଏକ ଅପରାଧିଙ୍କୁ ଅପରାଧ ପାଇଁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମୃତ୍ୟୁଦଣ୍ଡ ଦିଆଯାଏ। ସାଧାରଣତଃ ମୃତ୍ୟୁଦଣ୍ଡ ମାମଲାରେ ଦୋଷୀକୁ ଫାଶୀ ଦିଆଯାଏ। କିନ୍ତୁ ଏଥର ଆମେରିକାର ଆଲାବାମାରେ ଜାନୁଆରୀ ୨୫ରେ ନାଇଟ୍ରୋଜେନ ହାଇପୋକ୍ସିଆ ମାଧ୍ୟମରେ…

ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ଠେଙ୍ଗାରେ ପିଟିଲେ ପୁଅ

ଆସିକା, ୧୪ା୧(ସୁରେନ୍ଦ୍ର ନାଥ ସାହୁ): ଭତ୍ତା ଟଙ୍କା ନ ଦେବାରୁ ମା’ଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି ପୁଅ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ଆସିକା ଥାନା କୋଟନଡ଼ା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରେ। ଆହତ ବୃଦ୍ଧା…

ରାମ ମନ୍ଦିର ପ୍ରତିଷ୍ଠାରେ କ’ଣ ହେଉଛି ଅଶାସ୍ତ୍ରୀୟ କାର୍ଯ୍ୟ ? ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ଦେଲେ ଏହାର ଉତ୍ତର

ନୂଆଦିଲ୍ଲୀ ,୧୪।୧: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ। ଏବେ ଏହାକୁ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଜଡିତ ବିବାଦ ଥମିବାର ନାଁ ନେଉନାହିଁ। ଏହି ବିଷୟରେ ଗଣମାଧ୍ୟମ ସହିତ ଆଲୋଚନା କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri