Home Left

‘ଟିଏମସି ରିଲ ସହ ରିୟଲ ଲାଇଫ ବଳାତ୍କାରୀରେ ଭରପୁର’, ଶତ୍ରୁଘ୍ନଙ୍କ ପ୍ରାର୍ଥୀତ୍ୱକୁ ନେଇ ମମତାଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୧୧।୩: ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ତ୍ରୁଣମୂଳ କଂଗ୍ରେସ (ଟିଏମସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଟିଏମସି ପୁଣି ଥରେ ଅଭିନେତାରୁ ରାଜାନେତା ହୋଇଥିବା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଦଳ ତାଙ୍କୁ ଆସାନସୋଲ ଆସନରୁ ପ୍ରାର୍ଥୀ…

ବେଆଇନ ବନ୍ଧୁକ କାରବାର: ଦୁର୍ଦ୍ଦାନ୍ତ ଅପରାଧୀ ବାବୁଆ ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୧୧ା୩(କାର୍ତ୍ତିକ ସାହୁ): ଜଗତପୁର ଥାନା ପୋଲିସ ବେଆଇନ ବନ୍ଧୁକ କାରବାର କରୁଥିବା ତିନି ଯୁବକଙ୍କୁ ସୋମବାର ଗିରଫ କରିଛି। ସେମାନଙ୍କ ନିକଟରୁ ତିନୋଟି ପିସ୍ତଲ ଓ ଗୋଟିଏ ରିଭଲଭର ସହ ୧୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି।  ଏଥି ସହ ସେମାନେ…

ହଠାତ୍‌ ପୁରୁଣା ମହିଳା ବନ୍ଧୁଙ୍କୁ ଦେଖି ଆଲିଙ୍ଗନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୧।୩: ବହୁ ବର୍ଷ ପରେ ପୁନର୍ବାର ପୁରୁଣା ବନ୍ଧୁମାନଙ୍କୁ ଭେଟିବା ଅତ୍ୟନ୍ତ ସ୍ବତନ୍ତ୍ର। ନିକଟରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ରିପବ୍ଲିକ ସମିଟ୍‌ ୨୦୨୪ରେ ଅଧିବେଶନ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ପୁରୁଣା ମହିଳା ବନ୍ଧୁଙ୍କୁ ଭେଟିଥିଲେ। କେବଳ ଏତିକି…

ମାତ୍ର ୧୬ ରନରେ ଅଲଆଉଟ୍‌ ହେଲା ଏହି ଦଳ, କୌଣସି ବ୍ୟାଟ୍ସମ୍ୟାନ କରିପାରିଲେ ନାହିଁ ୫ ରନ ସ୍କୋର

ନୂଆଦିଲ୍ଲୀ,୧୧।୩: ଗତ ବର୍ଷେ ମଧ୍ୟରେ ଅନେକ ଥର ଫାଇନାଲ ମ୍ୟାଚରେ ଦଳର ବ୍ୟାଟିଂ କ୍ରମର ଫ୍ଲପ ଦେଖିବାକୁ ମଳିଛି। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଏସିଆ କପ ୨୦୨୩ର ଫାଇନାଲ। ଶ୍ରୀଲଙ୍କାର ବ୍ୟାଟିଂ ଲାଇନ ଅପ୍‌ ଫ୍ଲପ ପ୍ରମାଣିତ ହୋଇଥିଲା। ଏସିଆ…

କଲେଜ ଛାତ୍ରୀଙ୍କ ଉପରେ ମାଡିଗଲା କାର୍‌

ତିହିଡ଼ି,୧୧ା୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ବଜାରରେ ସୋମବାର ପୂର୍ବାହ୍ନରେ କାର୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ ଏବଂ ସେ ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ଖପରାବାଙ୍କ ଗ୍ରାମର ରମାକାନ୍ତ…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା, ଅଳିଆ ଗଦାରୁ ମିଳିଲା ମୃତଦେହ

ସିଡନୀ/ନୂଆଦିଲ୍ଲୀ,୧୧।୩: ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଘଟଣା ହେଲା ଅଷ୍ଟ୍ରେଲିଆରେ ଭାରତୀୟ ମୂଳ ବାସିନ୍ଦା ମହିଳାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆରେ ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା ମଧାଗାନୀଙ୍କୁ ହତ୍ୟା କରାଯାଇଛି। ସେ ତାଙ୍କ ସ୍ବାମୀ…

ବିଶ୍ୱ କ୍ରିକେଟ୍‌ରେ ଭାରତର ଦବ୍‌ଦବା ଜାରି: ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୧୧।୩: ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ କ୍ଲିନ୍‌ସୁଇପ୍‌ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ…

ସବୁଠାରୁ କମ ବୟସରେ ଓସ୍କାର ଜିତି ରେକର୍ଡ କଲେ ଭଉଣୀ-ଭାଇ

ଓ୍ବାଶିଂଟନ,୧୦।୩: ଦୁନିଆର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଓସ୍କାର ଉପରେ ସମସ୍ତଙ୍କ ନଜର ସବୁବେଳେ ରହିଥାଏ। ଏଥର ୯୬ ତମ ଏକାଡେମୀ ପୁରସ୍କାର ଅନେକ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ଭିନ୍ନ ହୋଇଛି। ଏହାର ଗୋଟିଏ କାରଣ ହେଉଛି ବିଜେତା। ଏଥର ଅନେକ ଲୋକଙ୍କୁ…

ଆଇପିଏଲ୍‌ ପୂର୍ବରୁ ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

କେପଟାଉନ୍‌,୧୧।୩: ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ଡେଭିଡ ମିଲର ତାଙ୍କ ଗର୍ଲଫ୍ରେଣ୍ଡ କାମିଲା ହାରିସଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲେ। ମିଲର ସୋସିଆଲ ମିଡିଆରେ ବିବାହ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏକ ଛୋଟ ପାର୍ଟି…

ଡ୍ରୋନ୍‌ ଦିଦି ଯୋଜନାରେ ପୂରଣ ହେବ ମହିଳାଙ୍କ ସ୍ବପ୍ନ, କେନ୍ଦ୍ର ସରକାର ଟ୍ରେନିଂ ସହ ଦେବେ ଦରମା

ନୂଆଦିଲ୍ଲୀ,୧୧।୩: ଦେଶରେ ମହିଳା ସଶକ୍ତିକରଣ ତଥା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ସେ କ୍ରମାଗତ ଭାବରେ ଏହିପରି ଅନେକ ଯୋଜନା ଆରମ୍ଭ କରୁଛନ୍ତି, ଯାହା ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇ ନିଜର ପରିଚୟ ସୃଷ୍ଟି…

ପଡ଼ିଆରେ ଭୋ ଭୋ ହୋଇ କାନ୍ଦିଲେ ଏହି ମହିଳା କ୍ରିକେଟର୍‌: ଇମୋଶନାଲ ଭିଡିଓ ଭାଇରାଲ…

ନୂଆଦିଲ୍ଲୀ,୧୧।୩: ମହିଳା ଆଇପିଏଲ ଅର୍ଥାତ୍‌ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ମେଗ ଲାନିଙ୍ଗଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଏହି ମ୍ୟାଚକୁ ୧ ରନ୍‌ରେ ଜିତି ନେଇଥିଲା ଯେତେବେଳେ ଶେଷ…

ମହିଳାଙ୍କୁ ପଥରରେ ଛେଚି ହତ୍ୟା କରି ଫିଙ୍ଗିଦେଲେ

ବାରଙ୍ଗ,୧୧ା୩: ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଗୋଡ଼ିସାହି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ପଥରରେ ଛେଚି କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୃତଦେହ ନିକଟରୁ କାଠଫାଳିଆ ଏବଂ ପଥର ଜବତ ହୋଇଛି। ହତ୍ୟାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri