Home Left

ଟିମ୍‌ ଇଣ୍ଡିଆର ହେଡ୍‌ କୋଚ ହେବା ପରେ ‘ଚକ-ଦେ’ ଫିଲ୍ମ ଭଳି ବୟାନ ଦେଲେ ଗୌତମ ଗମ୍ଭୀର, କହିଲେ…

ନୂଆଦିଲ୍ଲୀ,୧୨।୭: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଗୌତମ ଗମ୍ଭୀର ଏପରି ବିବୃତ୍ତି ଦେଇଛନ୍ତି, ଯାହା ବଲିଉଡର ସୁପରଷ୍ଟାର ମୁଭି ‘ଚକ-ଦେ’ ଇଣ୍ଡିଆର ସ୍ମୃତିକୁ ସତେଜ କରିବ। ଗୌତମ ଗମ୍ଭୀର କହିଛନ୍ତି ଯେ ଜଣେ ଖେଳାଳି ପ୍ରଥମେ ତାଙ୍କ ଦଳ…

ପଞ୍ଚାୟତ ସମିତି ବୈଠକରେ ଅଞ୍ଚଳର ସମସ୍ୟା ଉଠାଇଲେ ସରପଞ୍ଚ

କେସିଙ୍ଗା,୧୨.୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ଅଧ୍ୟକ୍ଷତାରେ ସଭା ଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଳାହାଣ୍ଡି ଏମ୍‌ପି ମାଲବିକା ସିଂ ଦେଓ, ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ସାଗର…

କଂଗ୍ରେସ ନେତାଙ୍କୁ ରାହୁଲଙ୍କ ଚେତାବନୀ, ସ୍ମୃତି ଇରାନୀଙ୍କୁ କେହି…

ନୂଆଦିଲ୍ଲୀ,୧୨।୭: ରାଏ ବରେଲି ଏମପି ରାହୁଲ ଗାନ୍ଧୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀଙ୍କ ଉପରେ ଅଭଦ୍ର ତଥା ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଏବଂ ସେମାନେ ଏହା କରିବା ଉଚିତ୍‌ ନୁହେଁ ବୋଲି…

ବ୍ରାଜିଲ ବିଚାରପତିଙ୍କ ସାମ୍ନାରେ ସିଜେଆଇ ଚନ୍ଦ୍ରଚୁଡ଼ ଯାହା କହିଲେ ତାକୁ ଶୁଣି ସ୍ମିତ ହାସ୍ୟ ଦେଲେ କପିଲ ସିବଲ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୭:ସିଜେଆଇ ଡି.ଓ୍ବାି ଚନ୍ଦ୍ରଚୁଡ଼ ଗୁରୁବାର (ଜୁଲାଇ ୧୨) ସୁପ୍ରିମକୋର୍ଟ କ୍ୟାମ୍ପସରେ ମଲ୍ଟି ଫ୍ୟାସିଲିଟି କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ ସମାରୋହରେ ବ୍ରାଜିଲର ବିଚାରପତି ଜଷ୍ଟିସ ଆଣ୍ଟୋନିୟୋ ବେଞ୍ଜାମିନ, ଅନ୍ୟ ବିଚାରପତି, ଓକିଲ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଇତି ମଧ୍ୟରେ…

ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ

ବାଲୁଗାଁ,୧୨।୭: ଖୋର୍ଦ୍ଧା ଜିଲା ବାଲୁଗାଁ ବାଣପୁର ଥାନା ସାହାସପୁର ଶାନ୍ତିନଗରରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବାପାଙ୍କ ବୋମାମାଡ଼ରେ ସାନ ପୁଅର ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମ୍ପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘ ଦିନରୁ…

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ ଛିଟିକି ପଡ଼ିଥିଲେ ପ୍ରେମୀଯୁଗଳ। ପ୍ରେମିକାଙ୍କ ମୁଣ୍ଡ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରାକ୍ଟରରେ…

ଅନନ୍ତ-ରାଧିକାଙ୍କ ବିବାହରେ ସାମିଲ ହେବେ ନାହିଁ ଅକ୍ଷୟ କୁମାର

ମୁମ୍ବାଇ,୧୨।୭: ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଶୁକ୍ରବାର ରାଧିକା ମର୍ଚାଣ୍ଟଙ୍କ ସହ ବିହାବ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଏହି ରାଜକୀୟ ବିବାହରେ ଦେଶ ତଥା ବିଦେଶର ସମସ୍ତ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଛି।…

‘ଯିଏ ଜାତି ବିଷୟରେ କଥା କହିବ, ମୁଁ ତାଙ୍କୁ ଲାତ ମାରିବି…’, ଜାତିବାଦ ରାଜନୀତିରେ ବିଗିଡ଼ିଲେ ଗଡକରୀ

ମୁମ୍ବାଇ,୧୨।୭: ଦେଶରେ ଅନେକ ସମୟରେ ଜାତିକୁ ନେଇ ରାଜନୀତି ଜାରି ରହିଛି। ଏହାଙ୍କ ନେଇ ନାନା ପ୍ରକାର ବିବାଦ ମଧ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ଜାତିସଂଘ ରାଜନୀତିରେ ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ନିଜର ଅସନ୍ତୋଷ…

୧୯ ଯାଏ ବର୍ଷିବ: ଆସନ୍ତାକାଲି ପାଇଁ ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୭: ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି।ତେବେ ଆସନ୍ତାକାଲି ପାଇଁ ପାଣିପାଗ କେନ୍ଦ୍ର ୮ ଜିଲାକୁ ୟେଲୋ ୱାର୍ନିଂ ଜାରି କରିଛି। ସେହିଗୁଡିକ…

ଶହୀଦ ଅଂଶୁମାନ ସିଂଙ୍କ ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ବାପା

ନୂଆଦିଲ୍ଲୀ,୧୨।୭: ଗତ ବର୍ଷ ଜୁଲାଇ ୧୯ରେ ସିଆଚେନରେ ନିଜର ସାଥୀମାନଙ୍କୁ ବଞ୍ଚାଇବା ସମୟରେ ଶହୀଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା କଂଗ୍ରେସ ନେତା ତଥା ରାଏବରେଲି ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। କ୍ୟାପଟେନ ଅଂଶୁମାନ…

‘ଓସିଏରୁ ଇସ୍ତଫା ଦେଇ ଦିଅନ୍ତୁ ବବି ଦାସ’

ଭୁବନେଶ୍ୱର,୧୨।୭: ଓସିଏରୁ ପ୍ରଣବ ପ୍ରକାଶ ଦାସ(ବବି) ଇସ୍ତଫା ଦେଇ ଦିଅନ୍ତୁ। ଏଭଳି ଦାବି କରିଛନ୍ତି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ସମୀର ଦେ। ସେ କହିଛନ୍ତି, ଓସିଏ ସଭାପତି ପଦରୁ ବବି ଦାସ ଇସ୍ତଫା ଦେବା ଉଚିତ୍‌। ଓସିଏ କିମ୍ବା…

ଏହିମାନେ ବିଜେଡିକୁ ହରାଇଛନ୍ତି, ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ

ଭୁବନେଶ୍ୱର,୧୨।୭: ବିଜେଡି ପରାଜୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡି ପରାଜୟକୁ ନେଇ ସେ କହିଛନ୍ତି, ବିଜେଡି ହିଁ ବିଜେଡିକୁ ହରାଇଛି। ବିଭିନ୍ନ ଜାଗାରେ ମୂଷା ରହିଥିଲେ, ସେଥିପାଇଁ ହାରିଲୁ। ସେ ଆହୁରି କହିଛନ୍ତି, ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?