Home Left

ବୋର୍ଡର କ୍ଲିନ୍‌ ଚିଟ୍‌ ପରେ ଆଇପିଏଲ୍‌ରେ ପନ୍ତ ତୁଲାଇବେ ‘ଡବଲ୍‌ ରୋଲ୍‌’

ନୂଆଦିଲ୍ଲୀ,୧୨।୩: ଆଇପିଏଲ୍‌ ୨୦୨୪ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖେଳିବେ କି ନାହିଁ ତାହା ଉପରେ ଚାଲିଥିବା ସସପେନ୍ସ ଏବେ ଶେଷ ହୋଇଛି। ବିସିସିଆଇ ପକ୍ଷରୁ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌ ଦିଆଯାଇଛି। ଯେଉଁଥିରେ ସେ ଆଇପିଏଲ୍‌ର ୧୭ତମ ସିଜନରେ…

ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୧୭ତମ ସିଜନ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି।…

ସିଏଏକୁ ସ୍ବାଗତ କଲା ଏହି ମୁସଲମାନ୍‌ ସଂଗଠନ, ରଖିଲା ଏଭଳି ଯୁକ୍ତି…

ନୂଆଦିଲ୍ଲୀ,୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ସ୍ବାଗତ କରିଛନ୍ତି। ଫୋରମ୍‌ର ଜାତୀୟ ମୁଖପାତ୍ର ଶାହିଦ ସଇଦ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ନାଗରିକତ୍ୱ ସଂଶୋଧନ…

ଓକିଲସଂଘ ନିର୍ବାଚନ ଲାଗି ସରିଲା ପ୍ରାର୍ଥିପତ୍ର ଦାଖଲ: ଆଗକୁ ହେବ ଲଢେଇ

ପୁରୁଷୋତ୍ତମପୁର,୧୨।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ବାସୁଦେବ ଜେନାଙ୍କ ତତ୍ୱାବଧାନରେ ମଙ୍ଗଳବାର ଶେଷ ହୋଇଛି। ସଭାପତି ପଦବି ଲାଗି ସ୍ବରାଜ୍ୟ ପାଣିଗ୍ରାହୀ, ପ୍ରଭାତ କୁମାର ପଟ୍ଟନାୟକ, ରମାରଞ୍ଜନ ଦାଶ ନାମାଙ୍କନ…

ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜୟସ୍ବାଲଙ୍କୁ ମିଳିଲା ପୁରସ୍କାର, ଏହି ଆଓ୍ବାର୍ଡରେ ସମ୍ମାନିତ କଲା ଆଇସିସି

ନୂଆଦିଲ୍ଲୀ,୧୨।୩: ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଯଶସ୍ବୀ ଜୟସ୍ବାଲ ବହୁ ରନ୍‌ ସଂଗ୍ରହ କରିଥିଲେ। ଏହି ଯୁବ ବ୍ୟାଟର୍‌ ୫ ଟେଷ୍ଟ ମ୍ୟାଚର ୯ ଇନିଂସରେ ୭୧୨ ରନ ସ୍କୋର କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୨…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ

ମେଲ୍‌ବୋର୍ନ,୧୨।୩: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ(୩୬)ବୋଲି ଜଣାପଡିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି…

ମେଣ୍ଟକୁ ନେଇ ଘନଘନ ବୈଠକ: ବିଜେଡ଼ି, ଭାଜପା କହିଲେ…

ଭୁବନେଶ୍ୱର, ୧୨।୩: ରାଜ୍ୟରେ ମେଣ୍ଟକୁ ନେଇ ଦ୍ୱନ୍ଦ ଲାଗି ରହିଥିବା ବେଳେ । କେଉଁଠି ନା କେଉଁଠି   ଲୋକଙ୍କ ମନକୁ ଆସୁଛି  ମେଣ୍ଟ ହେବ! ଭାଜପା-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମୁ ନଥିବା ବେଳେ ମଙ୍ଗଳବାର ଏହା ସ୍ପଷ୍ଟ ହୋଇପାରେ  ବୋଲି…

ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ

ଜୈସଲମେର,୧୨।୩: ଭାରତୀୟ ବାୟୁସେନାର ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ ଆଜି ଏକ ଅପରେଶନ ଟ୍ରେନିଂ ଉଡ଼ାଣ ସମୟରେ ରାଜସ୍ଥାନର ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ପାଇଲଟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା…

ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ

ଓ୍ବାଶିଂଟନ,୧୨।୩: ୟୁକ୍ରେନ ଉପରେ ସମ୍ଭାବ୍ୟ ପରମାଣୁ ଆକ୍ରମଣକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱସ୍ତରୀୟ ନେତାମାନଙ୍କୁ ଶ୍ରେୟ ଦେଇଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ପରେ, ଆମେରିକାର ଦୁଇ ସାଂସଦ ବିଶ୍ୱାସ କରନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପାଇଁ…

ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ା ମହୁଲ ଗଛରୁ ସକାଳୁ…

୩ ଦିନ ପରେ ସଫେଇ କର୍ମଚାରୀଙ୍କ ପାଇଁ କି ନିଷ୍ପତି ନେବ ବିଏମ୍‌ସି: ବଡ଼ ଘୋଷଣାକୁ…

ଭୁବନେଶ୍ବର,୧୨।୩: ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ବିଏମ୍‌ସି ୩ ଦିନର ସମୟ ମାଗିଛି। ୩ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ନେଇ ଘୋଷଣା ହେବ। ଅଳିଆ ପୃଥକୀକରଣ ବନ୍ଦ କରିବାକୁ ସଫେଇ କର୍ମଚାରୀ ଦାବି କରିଥିବା ବେଳେ ଏ ନେଇ…

ସିଏଏକୁ ବିରୋଧ କଲେ ଥଲାପତି ବିଜୟ

ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନ ପାଇଁ ସିଏଏ ଭାଜପାର ମାନିଫେଷ୍ଟୋର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା। ସାଉଥ୍‌ ଅଭିନେତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri