Home Left

ମା’ତାରିଣୀଙ୍କ ହୁଣ୍ଡିରୁ ମିଳିଲା ଲକ୍ଷଲକ୍ଷ ଟଙ୍କା ସହ ସୁନା

ଘଟଙ୍ଗା,୨୫ା୧(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ମା’ ତାରିଣୀଙ୍କ ହୁଣ୍ଡି ଗୁରୁବାର ଖୋଲାଯାଇ ଗଣତି ହୋଇଛି। ମନ୍ଦିର ବେଢ଼ା ଭିତର ଓ ବାହାର ମୋଟ ୧୩ଟି ହୁଣ୍ଡିରୁ ମୋଟ ୨୮ ଲକ୍ଷ ୨୧ ହଜାର ୭୬୭ ଟଙ୍କା, ୫୦ ଗ୍ରାମ…

୭୫ତମ ସାଧାରଣତନ୍ତ୍ର ଦିବସପାଳନ ପୂର୍ବରୁ ୧,୧୩୨ ପୋଲିସଙ୍କୁ ମିଳିଲା ବୀରତ୍ୱ, ସେବା ମେଡାଲ

ନୂଆଦିଲ୍ଲୀ,୨୫।୧: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବ ସନ୍ଧ୍ୟାରେ ଦେଶର ୧,୧୩୨ ଜଣ ପୋଲିସ କର୍ମଚାରୀଙ୍କୁ ବିଭିନ୍ନ ବର୍ଗରେ ବୀରତ୍ୱ ଓ ସେବା ମେଡାଲରେ ସମ୍ମାନିତ କରାଯାଇଛି। ସେଥିରେ ୨୭୭ ବୀରତ୍ୱ ମେଡାଲ ରହିଛି। ପୋଲିସ କର୍ମଚାରୀଙ୍କ ସମେତ ଅଗ୍ନିଶମ…

ମାଓବାଦୀ-ଯବାନ ଛକାପଞ୍ଝା : ସୀମାନ୍ତରୁ ଜୀବନ୍ତ ଆଇଇଡ଼ି ଜବତ

ରାଉରକେଲା,୨୫।୧(ସଙ୍ଗୀତା ଜେନା): ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ ଓ ସୁରକ୍ଷାବଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିବା ବେଳେ ସପ୍ତାହକ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଜୀବନ୍ତ ଆଇଇଡ଼ି ଜବତ କରାଗଲାଣି। ଏହି କ୍ରମରେ ବୁଧବାର ଅପରାହ୍ନରେ ଟୋଣ୍ଟୋ ଥାନା ଗ୍ରାମ ତୁମ୍ବାହାକା ନିକଟ…

ପୁରୁଣା ପେନସନ ଯୋଜନାର ଲାଭ ପାଇବେ ୧୩ ହଜାର କର୍ମଚାରୀ, ସରକାର ନେଲେ ନିଷ୍ପତ୍ତି

ବେଙ୍ଗାଲୁରୁ,୨୫।୧: ଦେଶରେ ପୁରୁଣା ପେନସନ ସ୍କିମ ଏବଂ ନୂତନ ପେନସନ ସ୍କିମ କାର୍ଯ୍ୟକାରୀ କରିବା ନେଇ ବିବାଦର ଖବର ସାମ୍ନାକୁ ଆସୁଛି। ଦେଶର ଅନେକ ରାଜ୍ୟ ପୁରୁଣା ପେନସନ ଯୋଜନା କାର୍ଯ୍ୟକାରୀ କରିବା ବିଷୟରେ କହୁଛନ୍ତି ଏବଂ ଏହା ସହ ଜଡିତ…

ହାତୀ ଉପଦ୍ରବ: କାନ୍ଥ ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

ପଡିଆବାହାଲ,୨୫ା୧(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ପଡିଆବାହାଲ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ଘଉଡ଼ାଇବା ପାଇଁ ବନ କର୍ମଚାରୀ ନିୟୋଜିତ ହୋଇଥିଲେ ସୁଦ୍ଧା ଏମାନଙ୍କୁ ଆୟତ୍ତ କରାଯାଇ ପାରୁନାହିଁ। ହାତୀପଲ ବଡ଼ସାହିରେ କାନ୍ଥ ଭାଙ୍ଗି ଧାନ ଖାଇବା ସମୟରେ…

ନାମ୍ବିଆକୁ ହରାଇ କ୍ୱାର୍ଟରରେ ପହଞ୍ଚିଲା ଭାରତ

ମକ୍ସଟ,୨୫ା୧: ମକ୍ସଟରେ ଚାଲିଥିବା ଏଫ୍‌ଆଇଏଚ୍‌ ୫ ଏ-ସାଇଡ ମହିଳା ହକି ବିଶ୍ୱକପର ଏକ ମ୍ୟାଚରେ ନାମ୍ବିଆକୁ ୭-୨ ଗୋଲ୍‌ରେ ପରାସ୍ତ କରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ପୁଲ୍‌ ‘ସି’ରେ ଭାରତର ଏହା ହେଉଛି କ୍ରମାଗତ ତୃତୀୟ ବିଜୟ। ଭାରତ ବର୍ତ୍ତମାନ…

ବିରାଟଙ୍କ ଭଳି ଆଉ କେହି ନାହାନ୍ତି, ଆଇସିସି ଟାଇଟଲ ଜିତିବାରେ ସେ ଆଗରେ

ନୂଆଦିଲ୍ଲୀ, ୨୫।୧: ଆଇସିସି ଟାଇଟଲ ଜିତିବା କ୍ଷେତ୍ରରେ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅଛନ୍ତି। କୋହଲି ହେଉଛନ୍ତି ଏଭଳି ଖେଳାଳି ଯିଏକି ଏ ପର୍ଯ୍ୟନ୍ତ ସର୍ବାଧିକ ବ୍ୟକ୍ତିଗତ ଆଇସିସି ଟାଇଟଲ ଜିତିଛନ୍ତି। କୋହଲିଙ୍କୁ ୨୦୨୩ ପାଇଁ ଆଇସିସି ଦିନିକିଆ କ୍ରିକେଟର ଅଫ…

ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ଭୁବନେଶ୍ୱର ଏମ୍ସ ଆରମ୍ଭ କଲା ଡ୍ରୋନ୍‌‌ ସେବା

ଭୁବନେଶ୍ୱର,୨୫ା୧: ଭୁବନେଶ୍ୱରସ୍ଥିତ ଏମ୍ସ୍‌‌ ହସ୍‌‌ପିଟାଲରେ ଆଜିଠାରୁ ଡ୍ରୋନ୍‌‌ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି। ଜରୁରୀସ୍ଥିତିରେ ଲୋକଙ୍କ ପାଖରେ ଔଷଧ, ଟେଷ୍ଟିଂ କିଟ୍‌‌ ଓ ଅନ୍ୟାନ୍ୟା ସ୍ୱାସ୍ଥ୍ୟ ଉପକରଣ ଡ୍ରୋନ୍‌‌ ପହଞ୍ଚାଇବ। ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ୍‌‌ ରନ୍‌‌…

ମମତା ସନାତନ ବିରୋଧୀ: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗୁରୁବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ସମାଜର ଏକ ବର୍ଗକୁ ହିନ୍ଦୁ ଧର୍ମ ବିରୋଧରେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ସେ ପ୍ରଶ୍ନ କରିଛନ୍ତି କି…

ନଓ୍ବାଜ ସରିଫଙ୍କ ନିର୍ବାଚନ ପ୍ରଚାରରେ ଅସଲ ବାଘକୁ ନେଇ ଆସିଲେ ସମର୍ଥକ!

ଇସଲାମାବାଦ,୨୫।୧: ପାକିସ୍ତାନରେ ଖୁବଶୀଘ୍ର ହେବାକୁ ଯାଉଛି ସାଧାରଣ ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳମାନେ ବିଭିନ୍ନ କୌଶଳ ଅବଲମ୍ବନ କରୁଛନ୍ତି, କିନ୍ତୁ ନୱାଜ ସରିଫଙ୍କ ଦଳ…

ପ୍ୟାଟ କମିନ୍ସଙ୍କୁ ଆଇସିସି କ୍ରିକେଟର ଅଫ ଦ ଇୟର: ବୋଲିଂ, ଅଧିନାୟକତ୍ୱ ବଳରେ ଅଷ୍ଟ୍ରେଲିଆକୁ କରାଇଥିଲେ ବିଶ୍ୱ ବିଜେତା

ସିଡ଼ନୀ,୨୫।୧: ଆଇସିସି କ୍ରିକେଟର ଅଫ ଦ ଇୟର ଜିତିବାରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ସଫଳ ହୋଇଛନ୍ତି। ୨୦୨୩ରେ ବୋଲିଂ ଏବଂ ଅଧିନାୟକତ୍ୱ ସହିତ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆଇସିସି ଦ୍ୱାରା ପ୍ୟାଟ କମିନ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। କମିନ୍ସଙ୍କ…

ଟଳିଲା ବଡ ବିପଦ, ପଣ୍ଡ ହେଲା ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨୫।୧: ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ବାଡିବାଗ-ପାହୁରେ ଏକ ବିସ୍ଫୋରକ ଉପକରଣ ମିଳିଛି। ହେଲେ ବିସ୍ଫୋରଣ ପୂର୍ବରୁ ଏହାକୁ ନିଷ୍କ୍ରିୟ କରାଯାଇଛି । ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ସ୍ବାଡ ଏହାକୁ ନିଷ୍କ୍ରିୟ କରିଛି। କୁହାଯାଉଛି ଯେ ଆତଙ୍କବାଦୀମାନେ ଏହାକୁ ଏକ ସ୍ବତନ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri