Home Left

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର: ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଫୁଲବାଣୀ,୨୯।୧(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ଜିଲା ଦୌରାଜଜ୍‌ ସତ୍ୟପୀର ମିଶ୍ର ସୋମବାର ଏକ ଗଣବଳାତ୍କାର ମାମଲାର ବିଚାର କରି ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ ଶୁଣାଇଛନ୍ତି ା ଏଥିସହ ପ୍ରତ୍ୟେକଙ୍କୁ ୫୦ ହଜାର ଲେଖାଏ ଜରିମାନା…

ବ୍ରାଉନସୁଗାର ଜବତ, ୫ ଗିରଫ

ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ପୋଖରୀ ଲେନ୍‌-୩ ନିକଟରେ ବେଆଇନ ଭାବେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୋଲିସ ଚଢାଉ କରି ୫ ନିଶାବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରେ ରହୁଥିବା କେନ୍ଦ୍ରାପ଼ଡ଼ାର ଅବଦୁଲ ଅଜିଜ ଖାନ୍‌…

ଆସନ୍ତା ୨ ଦିନ ଦେଖାଯିବ ଘନ କୁହୁଡ଼ି

ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଆସନ୍ତା ୨ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିଲେ ମଧ୍ୟ କୁହୁଡ଼ିର ପ୍ରଭାବ ଜାରି ରହିବ। ଏଥିପାଇଁ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ଉପକୂଳ ଓଡ଼ିଶା ସମେତ…

ଜମି ବଦଳରେ ଚାକିରି ଦେବା ମାମଲା: ଲାଲୁଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କଲା ଇଡି

ପାଟନା,୨୯।୧: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଇଡି ପଚରାଉଚରା ଶେଷ ହୋଇଛି। ଇଡି ତାଙ୍କୁ ନଅ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଛି। ପଚରାଉଚରା ବେଳେ ଆରଜେଡି ଏମ୍‌ପି ତଥା ତାଙ୍କ ଝିଅ ମାସି ଭାରତୀଙ୍କ ସମେତ ବହୁ ନେତା ଓ…

ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ

ଭୁବନେଶ୍ୱର,୨୯।୧(ଅନିଲ ଦାସ): ଓଡ଼ିଶାର ଖାଲି ପଡୁଥିବା ୩ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ଫେବୃଆରୀ ୨୭ରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହି ନିର୍ବାଚନ ପାଇଁ ଫେବୃଆରୀ ୮ରେ ବିଜ୍ଞପ୍ତି…

ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀ ଶବର(୪୨)। ମିଳିଥିବା ସୂଚନା ମୁତାବକ, ସୋମବାର …

‘ଏଥର ମୋଦି ଜିତିଲେ ଆଉ ନିର୍ବାଚନ ହେବ ନାହିଁ’

ଭୁବନେଶ୍ୱର,୨୯।୧(ଅନିଲଦାସ): ଏଥର ଯଦି ମୋଦି ଜିତିବେ, ଆଉ ନିର୍ବାଚନ ହେବ ନାହିଁ। ଦେଶରେ ଏକଛତ୍ର ବାଦ ଚଳାଇବେ । ଏହା ଶେଷ ନିର୍ବାଚନ। ଆପଣମାନଙ୍କ ପାଇଁ ଶେଷ ସୁଯୋଗ ପୁଣି ଥରେ ଆସିଛି । ଆପଣମାନେ ଗୁଲାମ ରହିବେ କି ନାହିଁ,…

ବୋତଲରେ ମାଛ ଧରିବାର ନୂଆ ଟେକ୍‌ନିକ୍‌  ଆରମ୍ଭକଲେ ନାବାଳକ, ଭିଡିଓ ଦେଖିଲେ…  

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ  କେତେକ ଭିଡିଓ ହସରର ଖୋରାକ ଯୋଗାଉ ଥିବାବେଳେ  କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏକ ଛୋଟ ପିଲାକୁ ଦେଖିବାକୁ ମିଳୁଛି। ପିଲାଟି…

ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଅମରପାଲି,୨୯ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ଉଫୁଲା ନିକଟ ରାସ୍ତାପାର୍ଶ୍ୱରେ ଥିବା ଏକ ବିଦ୍ୟୁତ୍‌ ଖୁଣ୍ଟରେ ଏକ ବାଇକ ପିଟି ହୋଇ ୨ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସୁବଳୟା ଥାନା କମିରା ଗ୍ରାମର ସମ୍ବିତ ପଧାନ(୨୧) ଓ…

ରାଜ୍ୟପାଳଙ୍କ ସୁବର୍ଣ୍ଣପୁର ଗସ୍ତ: ଛାତ୍ରୀଛାତ୍ର ଅଧାରୁ ପାଠ ଛାଡିବା ଚିନ୍ତାଜନକ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ରାଜ୍ୟପାଳ ରଘୁବର ଦାସ ସୋମବାର ଦିନିକିଆ ସୁବର୍ଣ୍ଣପୁର ଜିଲା ଗସ୍ତ କରିଥିଲେ। ବଲାଙ୍ଗୀର ଜିଲା ଗସ୍ତ ସାରି ପୂର୍ବାହ୍ନ ପ୍ରାୟ ୧୦ଟାରେ ରାଜ୍ୟପାଳ ସୋନପୁର ବ୍ଲକ ହରଡଖୋଲ ପଥପାର୍ଶ୍ୱ ସୁବିଧା କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠି ସଦସ୍ୟଙ୍କ…

ନିର୍ବନ୍ଧ କଲେ ଆମି ଜ୍ୟାକସନ

ମୁମ୍ବାଇ: ଅଭିନେତ୍ରୀ ଆମି ଜ୍ୟାକସନ ସ୍ବିଜରଲ୍ୟାଣ୍ଡର ଗସ୍ତାଡରେ ଅଭିନେତା-ସଙ୍ଗୀତଜ୍ଞ ଏଡ ୱେଷ୍ଟୱିକ ସହିତ ନିର୍ବନ୍ଧ କରିଛନ୍ତି। ସେ ସୋସିଆଲ ମିଡିଆରେ ନିଜ ଫ୍ୟାନ୍ସଙ୍କ ସହ ନିଜର ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ବହୁତ ଖୁସ ଥିବା ନଜର…

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ। ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri