ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଲେ ରାହୁଲ ଗାନ୍ଧୀ
ରାଞ୍ଚି,୫।୨: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ ସରକାର ଫ୍ଲୋର ଟେଷ୍ଟ ପାସ କରିଛନ୍ତି। ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି। ହେମନ୍ତ ସୋରେନଙ୍କ ବାସଭବନରେ ଏହି ସାକ୍ଷାତ ହୋଇଛି। କଂଗ୍ରେସ ମଧ୍ୟ…
ମନୀଷ ସିସୋଡିଆଙ୍କୁ ଆଶ୍ୱସ୍ତି, ସପ୍ତାହରେ ଥରେ ଭେଟିପାରିବେ ବେମାର ପତ୍ନୀଙ୍କୁ
ନୂଆଦିଲ୍ଲୀ,୫।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସପ୍ତାହରେ ଥରେ ପାରୋଲରେ ଭେଟିବାକୁ ଅନୁମତି ଦେଇଛନ୍ତି। ବୈଠକ ସମୟରେ ଡାକ୍ତରମାନେ ମଧ୍ୟ ତାଙ୍କୁ ଭେଟିବେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି…
ଡିସେମ୍ବର ୨୦୨୪ ସୁଦ୍ଧା ବସ୍ତିମୁକ୍ତ ସହର ହେବ ଓଡ଼ିଶା: ରାଜ୍ୟପାଳ ରଘୁବର ଦାସ
ଭୁବନେଶ୍ୱର,୫।୨: ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ସୋମବାର ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ଦିନକୁ ସମ୍ବୋଧିତ କରିଛନ୍ତି। ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ କିପରି ଜମି ଅଧିକାର ଯୋଗାଇବା ତଥା ବସ୍ତି ମାନଙ୍କୁ ‘ଆଦର୍ଶ’ କଲୋନୀରେ ପରିଣତ କରିବା…
ଆଇଏନ୍ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ
ନୂଆଦିଲ୍ଲୀ,୫।୨: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି) ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ବା ଆଇଏନ୍ଡବ୍ଲ୍ୟୁଇସିର ନେତୃତ୍ୱ ପରିବର୍ତ୍ତନ ଉତ୍ସବ କାର୍ଯ୍ୟକ୍ରମ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ପୂର୍ବତନ ଆବାହକ ତଥା ତନୟା ପଟ୍ଟନାୟକଙ୍କଠାରୁ ଆଗାମୀ ଆବାହକ ତୁଶି ମୋଟର୍ସର…
ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକୋତ୍ସବ ‘ସୂରଜ’ ଉଦ୍ଯାପିତ
ଭୁବନେଶ୍ୱର,୫।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ମଳିପଡ଼ାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ‘ସୂରଜ’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି…
ସତର୍କତା ଅବଲମ୍ବନ କଲେ ରୋଗ ଦୂରେଇଯିବ
ଭୁବନେଶ୍ୱର,୫।୨: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରର ଆସ୍ପାୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏପରିକି ଚଳିତ ବର୍ଷର ବିଷୟବସ୍ତୁ ‘ଯତ୍ନର ବ୍ୟବଧାନ ବନ୍ଦ କର’କୁ ନେଇ ବିଶ୍ୱ କର୍କଟ ଦିବସ ପାଳନ କରାଯାଇଥିଲା। ଏହି…
ଦୁନିଆକୁ ଆସିବା ମାତ୍ରେ ଆଖି ବୁଜିଲା ହାତୀ ଛୁଆ: ଘଣ୍ଟା ଘଣ୍ଟା ଜଗି ରହିଲା ମା’
କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅଞ୍ଚଳ ଜଙ୍ଗଲରେ ସୋମବାର ଏକ ଛୁଆ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ହାତୀଛୁଆ ଗତକାଲି ଜନ୍ମ ହୋଇଥିଲା। ଯୋଡ଼ା ବିଟ ଡଡୁଆଁ ଗ୍ରାମ ନିକଟରେ ବୈତରଣୀ ବି ଜଙ୍ଗଲ ରାତି…
ଶୁବମନ ଗିଲଙ୍କୁ ପ୍ରଶଂସା କଲେ ତେନ୍ଦୁଲକର, ୟୁଜର୍ସ କହିଲେ ଜ୍ୱାଇଁଙ୍କ ପାଇଁ ଆସିଗଲା ଶୁଭେଚ୍ଛା
ନୂଆଦିଲ୍ଲୀ,୫।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ଶୁବମନ ଗିଲ ଏକ ଚମତ୍କାର ଶତକ ହାସଲ କରିଥିଲେ। କିଛି ସମୟ ପାଇଁ ଗିଲ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ…
ବରଣମାଳା ପୂର୍ବରୁ କନ୍ୟାଙ୍କ ସହ ଏମିତି କାମ କରିଦେଲେ ବର: ଲୋକେ କହିଲେ, ଆଉ କିଛି ସମୟ ଅପେକ୍ଷା କରିଦେଇଥିଲେ ହୋଇ ନ ଥାନ୍ତା, ଦେଖନ୍ତୁ ଭିଡିଓ
ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ସେଦିନ ବର ଏବଂ କନ୍ୟା ରାଜା-ରାଣୀ ପରି ସଜେଇ ହୋଇଥାନ୍ତି। ଆଖପାଖରେ ଥିବା ସମସ୍ତଙ୍କ ନଜର ସେମାନଙ୍କ ଉପରେ ଥାଏ। ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ…
ସଞ୍ଜୟ ଲୀଲା ଭଂସାଲୀଙ୍କ ହୀରାମଣ୍ଡିରେ ପାକିସ୍ତାନର ଝଲକ, ବିକ୍ରି ହୁଅନ୍ତି ଝିଅ…
ମୁମ୍ବାଇ,୫।୨ : ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ତାଙ୍କର ଆଗାମୀ ସିରିଜ ‘ହୀରାମଣ୍ଡି’ ବିଷୟରେ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ସିରିଜରେ ପାକିସ୍ତାନର ହୀରାମଣ୍ଡିର ଝଲକ ଦେଖିବାକୁ ମିଳିବ। ପ୍ରେମ, ଶକ୍ତି ଏବଂ ସ୍ବାଧୀନତା ପାଇଁ କିପରି ଦେହଜୀବୀମାନେ…
ରାଗିଲେ ପରିଣିତିଙ୍କୁ ଏମିତି ମନାନ୍ତି ରାଘବ, ପ୍ରଶଂସକଙ୍କୁ ଦେଲେ ଟିପ୍ସ
ମୁମ୍ବାଇ: ବଲିଉଡର ସୁଇଟ କପଲ ଲିଷ୍ଟରେ ରହିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚଢାଙ୍କ ନାମ। ଏହି ଦମ୍ପତି ଗତ ବର୍ଷ ସେପ୍ଟେମ୍ବରରେ ବିବାହ କରିଥିଲେ। ପରିଣିତି ଏବଂ ରାଘବ ଉଦୟପୁରରେ ଏକ ଡେଷ୍ଟିନେଶନ…
ସାମୁଦ୍ରିକ ଶାସ୍ତ୍ର: ନାଭିର ଆକାରରୁ ଜାଣନ୍ତୁ ଭାଗ୍ୟ…
ସାମୁଦ୍ରିକ ଶାସ୍ତ୍ରରେ, ଚାଲିଚଲଣ ଏବଂ ଶାରୀରିକ ଗଠନକୁ ଦେଖି ଜଣେ ବ୍ୟକ୍ତିଙ୍କ ଭବିଷ୍ୟତ ପୂର୍ବାନୁମାନ କରାଯାଇଥାଏ। ସାମୁଦ୍ରିକ ଶାସ୍ତ୍ରରେ, ନାଭିର ଆକାରକୁ ଦେଖି ଜଣେ ବ୍ୟକ୍ତିଙ୍କର ଭାଗ୍ୟ ବିଷୟରେ କୁହାଯାଇ ପାରିଥାଏ। ପ୍ରତି ଲୋକଙ୍କର ନାଭି ହେଉଛି ଶରୀରର କେନ୍ଦ୍ର ସ୍ଥାନ…
Archives


