ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍ ସିଗ୍ନାଲ ଦେବା ଆରମ୍ଭ କଲାଣି ବିଜେଡି
ଭୁବନେଶ୍ୱର,୨୪।୩(ସୁନିତ୍ ମିଶ୍ର): ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ଆସନ୍ତା ନିର୍ବାଚନ ପୂର୍ବରୁ ଯେଉଁ ମେଣ୍ଟ ହେବାର ଥିଲା ତାହା ଆଉ ହେବ ନାହିଁ। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର…
ଇଟାଭାଟି ଧୂଆଁ ଯୋଗୁ ପ୍ରଦୂଷଣ
ପଟ୍ଟାମୁଣ୍ଡାଇ,୨୪ା୩ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରବଳ ଖରା ସାଙ୍ଗକୁ ଗରମ ଅନୁଭୂତ ହେଉଛି। ଶନିବାର ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ…
ଯକ୍ଷ୍ମାର ଘଟିବ ଅନ୍ତ
ଯକ୍ଷ୍ମା ରୋଗ ବା ଟ୍ୟୁବରକ୍ୟୁଲୋସିସ (ଟିବି) ଗୋଟିଏ ଅତି ସଂକ୍ରାମକ ରୋଗ। ପୃଥିବୀର ପ୍ରଥମ ୧୦ଟି ମାରକ ରୋଗ ମଧ୍ୟରେ ଯକ୍ଷ୍ମା ଅନ୍ୟତମ। ଏହି ରୋଗଟି ବିଶ୍ୱର ପ୍ରାୟ ସର୍ବତ୍ର ଦେଖାଯାଉଥିଲେ ମଧ୍ୟ ରୋଗାକ୍ରାନ୍ତ ବ୍ୟକ୍ତିମାନେ ମୁଖ୍ୟତଃ ବିଶ୍ୱର ଗରିବ ଦେଶଗୁଡ଼ିକର…
ଏଚ୍ଆଇଏଲ୍ର ନୂତନ ଉତ୍ପାଦ ରେଞ୍ଜ
ଭୁବନେଶ୍ୱର,୨୪।୩: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ଏବଂ ଅଗ୍ରଣୀ କଞ୍ଜୁମର ଡୁରାବଲ୍ସ ବ୍ରାଣ୍ଡ୍ ଲଏଡ୍ ଓ ହାଭେଲସ ଇଣ୍ଡିଆ ଲିମିଟେଡ (ଏଚ୍ଆଇଏଲ୍) ର ନୂତନ ଉତ୍ପାଦ ରେଞ୍ଜ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ବ୍ରାଣ୍ଡ୍ ମେକ୍ ଇନ୍ ଇଣ୍ଡିଆ ରଣନୀତିକୁ…
୧୫ବିଲିୟନ ଲିଟର ଜଳର ପୁନଃ ବ୍ୟବହାର
ଭୁବନେଶ୍ୱର,୨୪।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପକ୍ଷରୁ ‘ବିଶ୍ୱ ଜଳ ଦିବସ’ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ‘ଶାନ୍ତି ପାଇଁ ଜଳ’ଶୀର୍ଷକ ବିଷୟବସ୍ତୁ ଆଧାରରେ କମ୍ପାନୀ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରିଥିଲା। ଏପରିକି ଚଳିତ ଆର୍ଥିକ ବର୍ଷ…
‘ମୋଦି ଗ୍ୟାରେଣ୍ଟିର ବାଧକ ସାଜିଛନ୍ତି ରାଜ୍ୟ ସରକାର’
ଭୁବନେଶ୍ୱର, ୨୪।୩(ସୁନିତ୍ ମିଶ୍ର): ଓଡ଼ିଶାର ଜଳ ସମ୍ପଦ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମଗ୍ର ରାଜ୍ୟବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାକୁ ଆସିବା ପରେ ଏଥିପାଇଁ ଅନେକ…
ଚାନ୍ଦି ଭଣ୍ଡାରରେ ‘କଲରସ୍ପ୍ଲାସ୍’ କଲେକ୍ସନ
ଭୁବନେଶ୍ୱର,୨୪।୩(ଅନୁରାଧା ମହାରଣା): ହୋଲି ଅବସରରେ ରୁପା ଗହଣାର ଏକ୍ସକ୍ଲୁସିଭ ଷ୍ଟୋର ଚାନ୍ଦି ଭଣ୍ଡାର ପକ୍ଷରୁ ଗ୍ରାହକଙ୍କ ପାଇଁ ‘କଲରସ୍ପ୍ଲାସ୍’ କଲେକ୍ସନ ଉପଲବ୍ଧ ହୋଇଛି। ‘କଲରସ୍ପ୍ଲାସ୍’ କଲେକ୍ସନରେ ଏନାମେଲ୍ ଏବଂ ରଙ୍ଗିନ କ୍ୟୁବିକ ଜିର୍କୋନିଆର ପ୍ରସ୍ତୁତ ସ୍ବତନ୍ତ୍ର ଗହଣା ରହିଛି। ହୋଲିରେ ଯେକୌଣସି…
ଆଇଏସ୍ଏର ସଭାପତି ଭାବେ ନବୀନଙ୍କ ଦାୟିତ୍ୱ ଗ୍ରହଣ
ଭୁବନେଶ୍ୱର,୨୪।୩ (ଅଭୟ ଦାଶ): ଦେଶର ପ୍ରମୁଖ ଶିଳ୍ପ ସଙ୍ଗଠନ ତଥା ଇଣ୍ଡିଆନ୍ ଷ୍ଟିଲ୍ ଆସୋସିଏସନ୍ (ଆଇଏସ୍ଏ)ର ସଭାପତି ଭାବେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର(ଜେଏସ୍ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ,୨୦୨୪ ମାର୍ଚ୍ଚ ୨୧ରେ ଏଏମ୍ଏନ୍ଏସ୍ ଇଣ୍ଡିଆର…
ପୁଅ ପାଇଁ ଅଣ୍ଟା ଭିଡ଼ିଲେ ସୁର
ଖୋର୍ଦ୍ଧା,୨୪ା୩(ପ୍ରଭାତ ପାଣିଗ୍ରାହୀ): ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଭୋଟରମୁହାଁ ହେଲେଣି ନେତା। ଜନତାଙ୍କ ନିକଟତର ହେବାଲାଗି ଅଙ୍କକଷା ଆରମ୍ଭ ହୋଇଗଲାଣି। ପ୍ରଚାର ମଇଦାନରେ ନେତା। ନିର୍ବାଚନ ଦୌଡ଼ରେ ପରିବାର ସଦସ୍ୟଙ୍କୁ ଥଇଥାନ ଲାଗି ଚାଲିଛି ଛକାପଞ୍ଝା। ରାଜନୀତିର ଜଣେ ଚର୍ଚ୍ଚିତ…
ଏଚ୍ସିଆଇଏଲ୍ର ନୂତନ ମାଇଲଖୁଣ୍ଟ
ଭୁବନେଶ୍ୱର,୨୪।୩: ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ୍)ର ବହୁ ପ୍ରତୀକ୍ଷିତ ତଥା ହୋଣ୍ଡାର ନୂତନ ଏସ୍ୟୁଭି ଏଲିଭେଟ୍କୁ ଜାପାନ ବଜାରରେ ‘ଡବ୍ଲ୍ୟୁଆର୍-ଭି’ବ୍ରାଣ୍ଡ୍ରେ ଉନ୍ମୋଚନ ସହ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି କମ୍ପାନୀ ତା’ର ମେଡ୍-ଇନ୍-ଇଣ୍ଡିଆ ହୋଣ୍ଡା ଏଲିଭେଟ୍କୁ ଜାପାନ…
୬୦% ପିଲା ଡିଜିଟାଲ ଆସକ୍ତ
ନୂଆଦିଲ୍ଲୀ,୨୪।୩(ପି.ଟି.): ୫ରୁ ୧୬ ବର୍ଷ ବୟସର ୬୦ ପ୍ରତିଶତ ପିଲାଙ୍କଠାରେ ଡିଜିଟାଲ ଆସକ୍ତି ସେମାନଙ୍କ ବ୍ୟବହାରରୁ ସୂଚନା ମିଳିଥିବା ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି। ଏଭଳି ନକାରାତ୍ମକ ପ୍ରଭାବରୁ ସେମାନଙ୍କୁ ମୁକୁଳାଇବାକୁ ହେଲେ ତୁରନ୍ତ ପ୍ରଭାବୀ ନୀତି ଆପଣାଇବା ଜରୁରୀ ବୋଲି ସର୍ଭେରେ…
କୁଚିଣ୍ଡାରେ ଗୁରୁ-ଶିଷ୍ୟ ଲଢ଼େଇ
ସମ୍ବଲପୁର,୨୪।୩ (ଭବାନୀ ଶଙ୍କର ଭୋଇ): ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ହୋଇଆସୁଥିବାରୁ କାହାର ଟିକେଟ କଟିବ ଓ କେଉଁଠି କାହାକୁ ଟିକେଟ ମିଳିବ, ସେ ନେଇ ଆଶାୟୀମାନେ ଚିନ୍ତାରେ ରହିଥିଲେ। ଶୁକ୍ରବାର ମେଣ୍ଟ ଆଲୋଚନାରେ ବିରାମ ଲାଗିବା ପରେ ଏବେ ଦୁଇ ଦଳର…
Archives


