ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା
ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା ଦରକାର। ଯଦି କାଢ଼ି ନାହାନ୍ତି, ତା’ହେଲେ ହୋଲି ପୂର୍ବରୁ ଏସବୁକୁ ଘରୁ କାଢ଼ି ଦିଅନ୍ତୁ……
ନୟାଗଡ ଭାଜପାକୁ ଝଟ୍କା: ବିଜେଡିରେ ଯୋଗଦେଲେ ଇରାନୀ ରାୟ
ନୟାଗଡ଼,୨୪।୩(ଲୋକନାଥ ମିଶ୍ର): ନୟାଗଡ଼ ଭାଜପାକୁ ଝଟ୍କା । ଭାଜପା ନେତ୍ରୀ ଇରାନୀ ରାୟ ରବିବାର ବିଜେଡିରେ ଯୋଗଦେଇଛନ୍ତି। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ଯୋଗଦେଛନ୍ତି। ଶତାଧିକ ସମର୍ଥକଙ୍କ ସହିତ ସେ ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି…
୨୪୦ କେଜି ଗଞ୍ଜେଇ ଜବତ, ୬ ଗିରଫ
ବ୍ରହ୍ମପୁର,୨୪ା୩(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ପୃଥକ୍ ସ୍ଥାନରୁ ଜବତ ହୋଇଛି। ୬ ଜଣ ଚାଲାଣକାରୀଙ୍କୁ କାବୁ କରିଛି। ଦୁଇଟି କାର୍, ପିକ୍ଅପ୍ ଗାଡ଼ି ଓ ଦୁଇଟି ବାଇକ୍ ଜବତ କରିଛି। ମୋଟ୍ ୨୪୦…
କମିଶନରେଟ ପୋଲିସ ହାତରେ କୋଟିପତି ଲୁଟେରା; ନଗଦ ୨୧ ଲକ୍ଷ ଟଙ୍କା, ୭ କେଜି ରୁପା, ସୁନା ଅଳଙ୍କାର ଜବତ
ଭୁବନେଶ୍ୱର,୨୪।୩: ଗତ ଏକ ବର୍ଷ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ କଳାକନା ବୁଲାଇଥିବା ହାଇ ପ୍ରୋଫାଇଲ୍ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଛି କମିଶନରେଟ ପୋଲିସ। ଅଭିଯୁକ୍ତ ପର୍ଶୁରାମ ଗିରି ଏକାକୀ ଚୋରି କରୁଥିଲେ ଏବଂ ଅଧିକାଂଶ ସମୟରେ ପରିତ୍ୟକ୍ତ ଘର ଗୁଡ଼ିକୁ ଟାର୍ଗେଟ…
ଆଜି ଘୋଷଣା ହୋଇପାରେ ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଓଡ଼ିଶାର ୧୪୬ ବିଧାନସଭା, ୨୧ ଲୋକସଭା…
ଭୁବନେଶ୍ୱର,୨୪।୩: ଭାଜପାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ରବିବାର ଘୋଷଣା କରି ପାରେ। ଏଥର ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ପ୍ରାଥୀଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦଳର କେନ୍ଦ୍ରୀୟ ନିର୍ବାଚନ…
ବୀରାପ୍ପାନଙ୍କ ଝିଅ ଲଢିବେ ଲୋକ ସଭା ନିର୍ବାଚନ: ଜାଣନ୍ତୁ କେଉଁ ଦଳରୁ ମିଳିଛି ଟିକେଟ୍
ନୂଆଦିଲ୍ଲୀ,୨୪।୩: କୁଖ୍ୟାତ ଚନ୍ଦନ ଚୋରା ଚାଲାଣକାରୀ ବୀରାପ୍ପାନଙ୍କ ଝଅ ବିଦ୍ୟା ରାନୀ ଏପ୍ରିଲ ୧୯ରେ ତାମିଲନାଡୁରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ। ସେ ତାମିଲ ନ୍ୟାଶନାଲିଷ୍ଟ ପାର୍ଟି ଅଫ ନାମ ତାମିଜର କାଚି (ଏନଟିସି)…
ଭାଜପାରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ,୨୪।୩: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବାୟୁସେନା ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ରବିବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ତବସରପ୍ରାପ୍ତ…
କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଏଥିରେ ବି ଓଡ଼ିଶାର ପ୍ରାର୍ଥୀଙ୍କ …
ଭୁବନେଶ୍ୱର,୨୪।୩: କଂଗ୍ରେସ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥର ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଥିରେ ବି ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ନାହିଁ । ତେବେ କେବଳ ଓଡ଼ିଶା…
ଲାଇଭ୍ ମ୍ୟାଚ୍ବେଳେ ସିଗାରେଟ୍ ଟାଣିଲେ ଶାହରୁଖ: ଭାଇରାଲ ହେଉଛି
କୋଲକତା,୨୪।୩: ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ ୪ ରନ୍ରେ ଜିତିଥିଲେ। କିନ୍ତୁ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…
ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ
କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍ ବୋଲର ହର୍ଷିତ ରାଣା ମୟଙ୍କ ଅଗ୍ରୱାଲଙ୍କୁ ବରଖାସ୍ତ କରିବା ପରେ ଫ୍ଲାଇଙ୍ଗ କିସ୍ ଦେଇଥିଲେ। ଏହି…
ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ
ଟେନ୍ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍ସା ଫାଣ୍ଡି ଜିରୋ ପଏଣ୍ଟ…
ମା-ବାପାଙ୍କ ଜୀବନ ନେଲେ ପୁଅ
କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ…
Archives


