କପା ମିଲ୍ରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର କପା ପୋଡ଼ି ପାଉଁଶ
କେସିଙ୍ଗା,୭ା୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତକେଲା ପଞ୍ଚାୟତର କୋକୋମୁଣ୍ଡା ଛକ ପାଖରେ ଥିବା ଗୋପାଲ ଏଗ୍ରୋ କପା ମିଲ୍ରେ ବୁଧବାର ନିଆଁ ଲାଗି ଲକ୍ଷାଧିକ ଟଙ୍କାର କପା ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋକୋମୁଣ୍ଡାସ୍ଥିତ ଗୋପାଲ ଏଗ୍ରୋ…
ଶରଦ ପାୱାର ଗୋଷ୍ଠୀକୁ ମିଳିଲା ନୂଆ ନାଁ
ନୂଆଦିଲ୍ଲୀ,୭।୨: ନିର୍ବାଚନ ଆୟୋଗଙ୍କଠାରୁ ଶରଦ ପାୱାର ଗୋଷ୍ଠୀ ଏକ ନୂଆ ନାମ ପାଇଛି। ଏଣିକି ଶରଦ ପାୱାର ଦଳ ‘ଏନସିପି- ଶରଦ ଚନ୍ଦ୍ର ପାୱାର’ ନାଁରେ ପରିଚିତ ହେବ। ଏହାପୂର୍ବରୁ ଶରଦ ପାୱାର ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କୁ ସେମାନଙ୍କ ଦଳ ପାଇଁ…
ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୭ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର ଉପକଣ୍ଠରେ ଥିବା ଅନ୍ଧାରୁଆ ଠାରେ ଆଇକନିକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିଛନ୍ତି। ଏହାକୁ ରାଜ୍ୟର ଯୋଗ୍ୟ ଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି। ଗୁଣାତ୍ମକ…
ଇତିହାସ ରଚିଲା ଉତ୍ତରାଖଣ୍ଡ: ଦେଶର ପ୍ରଥମ ରାଜ୍ୟ ଭାବେ ୟୁସିସି ବିଲ୍ ପାରିତ
ଡେରାଡୁନ୍,୭।୨:ଉତ୍ତରାଖଣ୍ଡ ବୁଧବାର ଇତିହାସ ସୃଷ୍ଟି କରିଛି। ଉତ୍ତରଖଣ୍ଡ ବିଧାନସଭାରେ ଆଲୋଚନା ପରେ ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ପାରିତ ହୋଇଛି। ଦିନସାରା ବିଧାନସଭାରେ ଏହି ବିଲ ବିଷୟରେ ଆଲୋଚନା ହୋଇଥିଲା, ଯାହା ପରେ ସିଏମ ସମ୍ବୋଧିତ କରିଥିଲେ। ସାରେ ୟୁସିସି…
ବୈଦିକ ଯୁଗରେ ମଧ୍ୟ ଥିଲା ଗୋଲାପର ପ୍ରଚଳନ, ରାଜକୁମାରଙ୍କୁ ଏମିତି ପ୍ରେମ ନିବେଦନ କରୁଥିଲେ ରାଜକୁମାରୀ
ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଛି। ପ୍ରଥମ ଦିନ ହେଉଛି ରୋଜ ଡେ’। ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ସପ୍ତାହ ଭାବରେ ବିବେଚନା କରାଯାଏ। ତେବେ ପ୍ରତିବର୍ଷ ଏଠାରେ ଭାଲେଣ୍ଟାଇନ ସଂସ୍କୃତିକୁ ବିରୋଧ କରାଯାଏ। ଅନେକ ସଂସ୍ଥା ବିରୋଧ କରନ୍ତି…
ଧର୍ମେନ୍ଦ୍ରଙ୍କ ସହ ତୁଳନା ହେବାରୁ ହାତ ଯୋଡି ପକାଇଲେ ଗୁରୁ ରାନ୍ଧଓ୍ବା
ପଞ୍ଜାବୀ ସିନେମାର ଜଣାଶୁଣା ଗାୟକ ଗୁରୁ ରାନ୍ଧୱା ‘କୁଛ୍ ଖଟ୍ଟା ହୋ ଜାୟେ’ ଫିଲ୍ମ ମାଧ୍ୟମରେ ହିନ୍ଦୀ ସିନେମାରେ ଅଭିନେତା ଭାବରେ ଡେବ୍ୟୁ କରୁଛନ୍ତି। ଏହି ଫିଲ୍ମର ଟ୍ରେଲର ବୁଧବାର ମୁମ୍ବାଇରେ ଲଞ୍ଚ କରାଯାଇଥିଲା। ଫିଲ୍ମର ଟ୍ରେଲର ଲଞ୍ଚ ପରେ ଗୁରୁ…
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବଡ଼ ବିସ୍ଫୋରଣ: ୨୫ ମୃତ, ୪୦ ଆହତ
ଇସଲାମାବାଦ୍,୭।୨: ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବୁଧବାର ବାଲୁଚିସ୍ତାନ ପ୍ରଦେଶର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନିର୍ବାଚନ କାର୍ଯ୍ୟାଳୟ ବାହାରେ ଏକ ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…
ନୀତୀଶଙ୍କ ମୁହଁରେ ହସ: ଏନ୍ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
ନୂଆଦିଲ୍ଲୀ,୭।୧: ଏନ୍ଡିଏ ସହ ପୁଣି ମେଣ୍ଟ ପରେ ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏହି ସମୟରେ ସେ ବେଶ୍ ଖୁସି ଜଣାପଡୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ନୀତୀଶ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ।…
ସ୍ୱାଧୀନତାର ୭୬ ବର୍ଷ ପରେ ଦେଶର ସାକ୍ଷରତା ହାର ୮୦ ପ୍ରତିଶତ ବୃଦ୍ଧି ପାଇଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୭ା୨: ୧୯୪୭ ମସିହାରେ ଦେଶରେ ସାକ୍ଷରତା ହାର ମାତ୍ର ୨୦ ପ୍ରତିଶତ ଥିବା ବେଳେ ସ୍ୱାଧୀନତାର ୭୬ ବର୍ଷ ପରେ ଏହି ହାର ପ୍ରାୟ ୮୦ ପ୍ରତିଶତକୁ ବୃଦ୍ଧି ପାଇଛି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର…
‘ଆମ ରାମଙ୍କୁ କଳା କରିଦେଲା ଭାଜପା’
ଡେରାଡୁନ୍,୭।୧: ଉତ୍ତରାଖଣ୍ଡ ବିଧାନସଭା ଅଧିବେଶନର ପ୍ରକ୍ରିୟା ସମୟରେ ସମାନ ନାଗରିକ ସଂହିତା (ୟୁସିସି) ବିଲ ଉପରେ ଏକ ବିତର୍କ ଦେଖିବାକୁ ମିଳିଥିଲା। ଏହା ସହିତ ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ରାମ ଲାଲାର ମୂର୍ତ୍ତିର ରଙ୍ଗ ଉପରେ କଂଗ୍ରେସ ବିଧାୟକଙ୍କ…
ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ
ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର…
ପେଟିଏମ୍ ପରେ ଭାରତ ପେ’କୁ ଝଟ୍କା, ବନ୍ଦ ହୋଇଯିବ କି ଅଶନୀର ଗ୍ରୋଭରଙ୍କ ୟୁପିଆଇ ଆପ୍?
ନୂଆଦିଲ୍ଲୀ,୭।୨: ଅନଲାଇନ ପେମେଣ୍ଟ ଏବଂ ବ୍ୟାଙ୍କିଙ୍ଗ ଆପ ପେଟିଏମ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ବର୍ତ୍ତମାନ ଭାରତ ପେ ମଧ୍ୟ ଏକ ନୂଆ ନୋଟିସ ପାଇଛି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଅନଲାଇନ୍ ୟୁପିଆଇ ପେମେଣ୍ଟ ଆପ୍ ଏବଂ ଫିନ୍ଟେକ୍ କମ୍ପାନୀ…
Archives


