ଓଡ଼ିଆ ସନ୍ତରଣକାରୀ ମନ୍ନତାଙ୍କୁ ପ୍ରଥମ ଅନ୍ତର୍ଜାତୀୟ ପଦକ
ଭୁବନେଶ୍ୱର,୬ା୨: ରାଜ୍ୟର ପ୍ରତିଭାବାନ ସନ୍ତରଣକାରୀ ମନ୍ନତା ମିଶ୍ର ନିଜର ପ୍ରଥମ ଅନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଆଇଆଇଏସ୍ ସନ୍ତରଣ ହାଇ ପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିବା ମନ୍ନତା ନୂଆଦିଲ୍ଲୀରେ ଅନୁଷ୍ଠିତ ବିମଷ୍ଟେକ ସନ୍ତରଣ ଚାମ୍ପିୟନଶିପ୍ରେ ଏକ ରୌପ୍ୟ ପଦକ ବିଜୟୀ…
୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ଜେଲ୍ ଦଣ୍ଡାଦେଶ ସହ ଜୋରିମାନା
ବାଲିଗୁଡା: ୦୭/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏସଡିଜେଏମ କୋର୍ଟ ଏକ ୧୯ ବର୍ଷୀୟା ଯୁବତୀକୁ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ଯୁବକ ବୁନୁ ଦିଗାଲକୁ ବିଭିନ୍ନ ଦଫାରେ ୪ବର୍ଷ ୧୦ ମାସ ସଶ୍ରମ କାରାଦଣ୍ଡା ଦେଶ…
କୋଣାର୍କରେ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୪ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ପୁରୀ,୭।୨: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘର ମିଳିତ ସହଯୋଗରେ ଆଜିଠାରୁ କୋଣାର୍କଠାରେ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୩-୨୪ର ପଞ୍ଚମ ସଂସ୍କରଣ ଆରମ୍ଭ ହୋଇଛି । ଏହାକୁ ପ୍ରଦର୍ଶନୀକୁ…
ସନ୍ତାନ ଜନ୍ମ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଛି ଏହି କମ୍ପାନୀ: ଏହା ପଛର କାରଣ ରହିଛି….
ଦୁନିଆର କିଛି ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ କିଛି ଦେଶର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ଉଭୟ ପ୍ରକାରର ଦେଶ ନିଜ ନିଜ ସମସ୍ୟାର ମୁକାବିଲା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁଛନ୍ତି। ଏହିପରି ଗୋଟିଏ ଦେଶ…
ପୁଞ୍ଜି ବଜାରରେ ୩% ବଢ଼ିଲା ଏଲଆଇସି ଶେୟାର, ଜାଣନ୍ତୁ ସାଧାରଣ ଲୋକଙ୍କର କ’ଣ ହେବ ଫାଇଦା
ନୂଆଦିଲ୍ଲୀ,୭।୨: ଶେୟାର ବଜାରରେ ଭାରତୀୟ ଜୀବନ ବୀମା(ଏଲଆଇସି)ର ସ୍ଥିରତା ଏବଂ ସେୟାର ବଜାରରେ ଏହାର ପ୍ରଦର୍ଶନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ପରେ କମ୍ପାନୀର ଶେୟାର ୩% ବୃଦ୍ଧି ପାଇଛି। ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ତାଙ୍କର ବିବୃତିରେ କହିଛନ୍ତି ଯେ ଅତୀତରେ…
ଭାରତ ସହ ୩୩ ଦେଶର ପର୍ଯ୍ୟଟକଙ୍କ ପାଇଁ ଭିଜାମୁକ୍ତ ସୁବିଧା ଆରମ୍ଭ କଲା ଇରାନ
ନୂଆଦିଲ୍ଲୀ, ୭।୨:ଭାରତ ଭଳି ୩୩ଟି ଦେଶର ପର୍ଯ୍ୟଟକଙ୍କ ପାଇଁ ଭିଜାମୁକ୍ତ ସୁବିଧା ଆରମ୍ଭ କରିଛନ୍ତି ଇରାନ ସରକାର। ଭାରତରେ ଥିବା ଇରାନର ଦୂତାବାସ ଏନେଇ ଆଧିକାରିକ ସୂଚନା ଦେଇଛନ୍ତି । ସର୍ତ୍ତମୂଳକ ଭାବେ ୧୫ ଦିନ ପର୍ଯ୍ୟନ୍ତ ଭାରତ ସମେତ ୩୩ଟି…
କୋହଲିଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍: ଇଂଲଣ୍ଡ ବିପକ୍ଷ ବାକି ଟେଷ୍ଟ…
ନୂଆଦିଲ୍ଲୀ,୭।୨: ଟିମ ଇଣ୍ଡିଆର ଜବରଦସ୍ତ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଚତୁର୍ଥ ଟେଷ୍ଟରୁ ବାଦ ପଡିବେ। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟରେ ବିରାଟ କୋହଲି ଖେଳିବା ନେଇ ପ୍ରଶ୍ନ ଉଠିଛି। ବିରାଟ କୋହଲି ଚୟନ…
ବିରାଟ କୋହଲିଙ୍କ ହାତରେ ଲାଗିଲା ବଡ଼ ଲଟେରି: ଏଣିକି କୋଟି କୋଟି….
ନୂଆଦିଲ୍ଲୀ,୭।୨: ଭାରତୀୟ କ୍ରିକେଟର ବିରାଟ କୋହଲି ପୁମା କମ୍ପାନୀ ସହ ଏକ ବଡ ଚୁକ୍ତି କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ପୁମା କମ୍ପାନୀ ସହିତ ୮ ବର୍ଷ ପାଇଁ ୧୧୦ କୋଟି ଟଙ୍କା ମୂଲ୍ୟର ଚୁକ୍ତି ସ୍ବାକ୍ଷର କରିଛନ୍ତି। ଯେକୌଣସି ବ୍ରାଣ୍ଡ…
ବୃଦ୍ଧି ପାଉଛି କର୍କଟ ରୋଗ: ଏହି ଦୈନଦିନ ଜୀବନଶୈଳୀ ବଢାଉଛି ବିପଦ
ନୂଆଦିଲ୍ଲୀ,୭ା୨: ବିଶ୍ୱରେ କର୍କଟ ରୋଗ ଚିନ୍ତାଜନକ ଭାବେ ବଢିଚାଲିଛି, ଯାହା ପ୍ରତି ତୁରନ୍ତ ଧ୍ୟାନ ଦେବା ଉଚିତ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର କର୍କଟ ବିଭାଗର ସର୍ବଶେଷ ଆକଳନ ଅନୁଯାୟୀ, ୨୦୫୦ ମସିହାରେ ବିଶ୍ୱରେ ୩୫ ମିଲିୟନରୁ ଅଧିକ ନୂଆ…
ବର୍ଷକର FDରେ ବମ୍ପର ରିଟର୍ନ ଦେଉଛି HDFC ବ୍ୟାଙ୍କ, ସୁଧହାର ବଢ଼ିଲା…
ନୂଆଦିଲ୍ଲୀ,୭।୨: ଦେଶର ସର୍ବବୃହତ ବେସରକାରୀ ବ୍ୟାଙ୍କ ଏଚ୍ଡିଏଫ୍ସି ବଲ୍କ ଫିକ୍ସ ଡିପୋଜିଟ୍(ଏଫ୍ଡି) ଉପରେ ସୁଧହାର ବଢ଼ାଇଛି। ୨ କୋଟି ଟଙ୍କାରୁ ୫ କୋଟି ଟଙ୍କାର ଏଫ୍ଡିକୁ ବଲ୍କ ଏଫ୍ଡି କୁହାଯାଇଥାଏ। ଏବେ ବ୍ୟାଙ୍କ ୭ ଦିନରୁ ନେଇ ୧୦ ବର୍ଷ ଯାଏର…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ
କେନ୍ଦୁଝର,୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ୧୪ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ନୂଆବେଡ଼ା ଗ୍ରାମର ବିଜୟ କୁମାର ବାରିକ (୨୧)ଙ୍କୁ…
ବାପା ହେଲେ ’12th fail’ ସୁପରଷ୍ଟାର ବିକ୍ରାନ୍ତ ମେସି
ମୁମ୍ବାଇ,୭ା୨: ’12th fail’ ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ବଲିଉଡ ଷ୍ଟାର ବିକ୍ରାନ୍ତ ମେସି ବାପା ହୋଇଛନ୍ତି। ବୁଧବାର ବିକ୍ରନ୍ତ ଏବଂ ତାଙ୍କ ସ୍ତ୍ରୀ ଶୀତଲ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ…
Archives


