ସୁପର୍ମ୍ୟାନ୍ ଭାବେ ଏମିତି କ୍ୟାଚ୍ ଧରିଲେ ରବି ବିଷ୍ଣୋଇ, ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ଲକ୍ଷ୍ନୌ,୮।୨: ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମେ ଖେଳି ୨୦ ଓଭରରେ ୧୬୩ ରନ ସଂଗ୍ରହ କରିଥିଲା। ଟାର୍ଗେଟକୁ ପିଛା କରି ଗୁଜରାଟ ଟାଇଟାନ୍ସ ଶୁବମନ ଗିଲ ଏବଂ ସାଇ ସୁଦର୍ଶନଙ୍କଠାରୁ ଭଲ ଆରମ୍ଭ କରିଥିଲା, କିନ୍ତୁ…
ନଳକୂପରୁ ବାହାରୁନି ପାଣି, ଝରଣା ଭରସା
ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି ରାୟଗଡ଼ା ଜିଲାର ଅନେକ ଗ୍ରାମରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇପାରୁନାହାନ୍ତି। ଏପରିକି ଜାତୀୟ…
ନା ମୁଁ ଖାଏ ବିଫ, ନା ରେଡ ମିଟ: କଂଗ୍ରେସ ନେତାଙ୍କ ଅଭିଯୋଗର ଜବାବ ଦେଲେ କଙ୍ଗନା
ଶିମଲା,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ସୋମବାର (ଏପ୍ରିଲ ୮, ୨୦୨୪) କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ…
ବିଚାରପତିଙ୍କ ଉପରେ ରାଗିଗଲେ ଏଲନ ମସ୍କ
କାଲିଫର୍ନିଆ,୮।୪: ଭେଟେରାନ ବ୍ୟବସାୟୀ ଏଲନ ମସ୍କ ବ୍ରାଜିଲର ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ଉପରେ ବର୍ଷିଛନ୍ତି ଏବଂ ସେ ବିଚାରପତିଙ୍କ ଇସ୍ତଫା ଦାବି କରିଛନ୍ତି। ବ୍ରାଜିଲର ସୁପ୍ରିମକୋର୍ଟର ବିଚାରପତି ଆଲେକ୍ସଜାଣ୍ଡ୍ରେ ଡି ମୋରେସ ବ୍ରାଜିଲରେ ଅନେକ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରିଛନ୍ତି…
କିଏ ସେହି ମାଧବି ଲତା, ଯାହାଙ୍କୁ ପ୍ରଧାନମନ୍ତ୍ରୀ କରୁଛନ୍ତି ଖୁବ ପ୍ରଶଂସା
ନୂଆଦିଲ୍ଲୀ,୮।୪: ଏଥର ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୯ବର୍ଷିୟ ମାଧବି ଲତାଙ୍କୁ ହାଇଦ୍ରାବାଦ ଆସନରୁ ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମନ (ଏଆଇଏମଆଇଏମ) ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ବିରୋଧରେ ପ୍ରାର୍ଥୀ କରିଛନ୍ତି। ବୃତ୍ତି ଅନୁଯାୟୀ ବ୍ୟବସାୟୀ ହେବା ବ୍ୟତୀତ ମାଧବୀ…
ଖେଳପଡ଼ିଆ ପାଲଟିଛି ପାଣିପାଇପ୍ ଷ୍ଟକ୍ୟାର୍ଡ
କେନ୍ଦୁଝର,୮ା୪(ଦୀପକ ମିଶ୍ର): କେନ୍ଦୁଝର ଜିଲା ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଦୀର୍ଘଦିନ ଧରି ପାଣି ପାଇପ୍ ଷ୍ଟକୟାର୍ଡ ପାଲଟିଛି। ଏପରିକି କଡ଼ା ସୁରକ୍ଷା ମଧ୍ୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ବି ପାଇପ ଉଠି ନ ଥିଲା। ଶିକ୍ଷାନୁଷ୍ଠାନର…
ନିଲାମ ଅବଧି ପରେ ବି ଚୋରାରେ ଚାଲିଛି ଖଣି
ଖଇରା,୮ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡ଼ରେ ଖଣି ବ୍ୟବହାରର ଅବଧି ମାର୍ଚ୍ଚ ୩୧ତାରିଖରୁ ଶେଷ ହେଲାଣି। ତେବେ ଜିଲା ଖଣି ବିଭାଗର ଅଙ୍କୁଶ ନ ଥିବା କାରଣରୁ ଏବେ ୬୦ରୁ ଅଧିକ ଖଣି ଚୋରାରେ ଚାଲିଛି।…
ନାମଲେଖା ହେଲାଣି,ଘର କାମ ସରୁନି
ବାଲେଶ୍ୱର,୮।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ହିଞ୍ଜଳା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣରେ ବିଳମ୍ବ ଯୋଗୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ବିଦ୍ୟାଳୟରେ ପାଠପଢ଼ା ପାଇଁ ନାମ ଲେଖା ଆରମ୍ଭ ହୋଇଛି। ମାତ୍ର କାର୍ଯ୍ୟ ଶେଷ ହେବା…
ମହିଳା କାର୍ଡ ଖେଳିପାରେ ବିଜେଡି
ବାଲେଶ୍ୱର,୮ା୪(ମାନସ ବିଶ୍ୱାଳ):ବାଲେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ୨୦ଟି ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଲୋକସଭା ପ୍ରାର୍ଥୀ ଘୋଷଣା ନ ହେବା ଯୋଗୁ ଜିଲାର ବିଧାନସଭା ଆସନଗୁଡ଼ିକ ଲାଗି ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା କୁହାଯାଉଛି। ଦଳ ଏଠାରେ ଜଣେ ମହିଳାଙ୍କୁ…
ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ମନାଉଛନ୍ତି ବିଜେଡି, ଭାଜପା ପ୍ରାର୍ଥୀ
ପାଲଲହଡ଼ା,୮ା୪ (ଦିବ୍ୟଜ୍ୟୋତି ଦାଶ): ୨୦୨୪ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି। ଅନୁଗୋଳ ଜିଲାର ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା ଶେଷ ହୋଇଛି।…
ଥଇଥାନ ନେତାଙ୍କ ମନ ବୁଝୁ ନ ଥିବା ଚର୍ଚ୍ଚା
ଅନୁଗୋଳ,୮ା୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ରାଜନୀତିରେ ବିଜୁ ଜନତା ଦଳକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି। ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇସାରିଥିଲେ ମଧ୍ୟ ଜିଲାର ୫ଟି ନିର୍ବାଚନମଣ୍ଡଳୀରୁ ଅନୁଗୋଳ ଓ ତାଳଚେର…
କେହି ଚିରସ୍ଥାୟୀ ନୁହେଁ
ଆଲୋଚନା ହେଉଛି, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି ଯାଞ୍ଚ ସଂସ୍ଥାକୁ ବ୍ୟବହାର କରି ଭାରତୀୟ ଜନତା ପାର୍ଟି (ଭାଜପା) ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଦିଲ୍ଲୀ…
Archives


