ଆସିଲା ନାବାଳିକା ବଳାତ୍କାର ମାମଲାର ରାୟ: ଦୋଷୀଙ୍କୁ ୧୦ ବର୍ଷ ଜେଲ
ବ୍ରହ୍ମପୁର,୨୯ା୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳର ଏକ ନାବାଳିକା ବଳାତ୍କାର ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ସ୍ବତନ୍ତ୍ର ପୋକ୍ସୋ ଜଜ୍ ପ୍ରଭାତ କୁମାର ରାଜଗୁରୁ ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦…
ଆପାର୍ଟମେଣ୍ଟ ଚୋରଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୯ ଗିରଫ
ଭୁବନେଶ୍ୱର,୨୯।୨: ଭୁବନେଶ୍ୱରରେ ଆପାର୍ଟମେଣ୍ଟରେ ହେଉଥିବା ଚୋରି ଘଟଣାରେ କମିଶନରେଟ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ କମିଶନରେଟ ପୋଲିସ ବାନ୍ଧିଛି। ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗୁରୁବାର ଏହି ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ…
ମୁଖ୍ୟମନ୍ତ୍ରୀ ଶିନ୍ଦେ, ଅଜିତ୍ ପାଓ୍ବାରଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ଶରଦ ପାଓ୍ବାର
ମୁମ୍ବାଇ,୨୯।୧: ରାଜ୍ୟ ସଭା ଏମ୍ପି ଶରଦ ପାଓ୍ବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏବଂ ଉଭୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍ଭିସ ଏବଂ ଅଜିତ୍ ପାୱାରଙ୍କୁ ଶନିବାର ବାରାମତିସ୍ଥିତ ତାଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଶିନ୍ଦେ,…
ଆସନ୍ତା ସପ୍ତାହରୁ ରାଜ୍ୟରେ ବଢିବ ତାପମାତ୍ରା
ଭୁବନେଶ୍ୱର,୨୯।୨: ରାଜ୍ୟରେ ଆସନ୍ତା ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ରାଜ୍ୟର କେତେକ ସ୍ଥାନରେ ସାମାନ୍ୟ ଧରଣର ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର,…
ସତ୍ୟବାଦୀରୁ ଲଢିବେ ସଞ୍ଜୟ ଦାସବର୍ମା! ଖୁବ୍ଶୀଘ୍ର ହୋଇପାରେ ଘୋଷଣା
ଭୁବନେଶ୍ୱର,୨୯।୨: ପୁରୀ ଜିଲାର ସତ୍ୟବାଦୀ ଆସନରୁ ସଞ୍ଜୟ ଦାସବର୍ମା ଲଢିବେ ବୋଲି ଦଳୀୟ ଚର୍ଚ୍ଚାରୁ ଜଣାପଡିଛି। ଖବର ଅନୁଯାୟୀ, ବିଜେଡିର ପ୍ରାର୍ଥୀ ମଧ୍ୟ ଚୂଡାନ୍ତ ହୋଇଛି। ଗତକାଲି ସନ୍ଧ୍ୟାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ…
ଓ୍ବେବ୍ ସିରିଜ ଦେଖିବା ବହୁତ ପସନ୍ଦ କି? କହିଲେ ଦେଖି ‘OTT’ର ଫୁଲଫର୍ମ…
ବର୍ତ୍ତମାନ ସମୟରେ ଓ୍ବେବ୍ସିରିଜ ଦେଖିବା ଏକପ୍ରକାର ନିଶାରେ ପରିଣତ ହେଲାଣି। କେହି କେହି ରାତିସାରା ଅନିଦ୍ରା ରହିବି ସମସ୍ତ ଏପିସୋଡ ଶେଷ କରିବାର ଜିଦ୍ ରଖିଥାନ୍ତି। ତେବେ ଆପଣ ବହୁଳ ବ୍ୟବହାର କରୁଥିବା ‘ଓଟିଟି’ର ଫୁଲଫର୍ମ କ’ଣ ଜାଣନ୍ତି କି? ଏକଦା…
ଝିଅକୁ କନ୍ୟା ବେଶରେ ଦେଖି ଭାବପ୍ରବଣ ହୋଇଗଲେ ପିତା: ଦେଲେ ଏମିତି ପ୍ରତିକ୍ରିୟା, ଦେଖନ୍ତୁ ଭିଡିଓ
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଭାବପ୍ରବଣ କରିଥାଏ। ଆଜିକାଲି ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ପିତା ନିଜ ଝିଅକୁ ପ୍ରଥମ ଥର ପାଇଁ କନ୍ୟା ରୂପେ ଦେଖୁଛନ୍ତି। ଝିଅକୁ…
କୋର୍ଟଙ୍କ କଡା ନିର୍ଦ୍ଦେଶ, ଭବିଷ୍ୟତରେ ରାମ ରହିମଙ୍କୁ ମିଳିବ ନାହିଁ ପାରୋଲ
ଚଣ୍ଡିଗଡ଼,୨୯।୨: ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ବାରମ୍ବାର ପାରୋଲ ପ୍ରଦାନ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କଠୋରତା ପ୍ରଦର୍ଶନ କରିଛନ୍ତି। ଭବିଷ୍ୟତରେ କୋର୍ଟଙ୍କ ଅନୁମତି ବିନା ରାମ ରହିମଙ୍କୁ ପାରୋଲ ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ…
ଏହି ବ୍ୟକ୍ତିଙ୍କଠାରୁ ଚା’ ପିଇଲେ ବିଲ୍ ଗେଟ୍ସ, ନିଆରା ଶୈଳୀକୁ କଲେ ପ୍ରଶଂସା
ଭାରତକୁ ବିବିଧତାରେ ପରିପୂର୍ଣ୍ଣ ଦେଶ କୁହାଯାଏ। ଏଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ଯେତିକି ପାର୍ଥକ୍ୟ ଅଛି, ସେମାନଙ୍କ କାର୍ଯ୍ୟ ଏବଂ କାର୍ଯ୍ୟ ଶୈଳୀରେ ମଧ୍ୟ ସେତିକି ପାର୍ଥକ୍ୟ ଅଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଲୋକଙ୍କ ସ୍ବତନ୍ତ୍ରତା ଖୋଜିବା ଏବଂ ସେମାନଙ୍କଠାରେ କିଛିଦିନ…
ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍’କୁ ନେଇ ବିତର୍କ ବଢ଼ୁଛି
ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି…
ଆଇପିଏଲ୍ ପୂର୍ବରୁ ଲକ୍ଷ୍ନୌକୁ ଝଟକା, ମ୍ୟାଚରୁ ବାଦ୍ ପଡିବେ ଅଧିନାୟକ!
ନୂଆଦିଲ୍ଲୀ,୨୯।୨: ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲ ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ ୧୭ରୁ ବାଦ୍ ପଡିପାରନ୍ତି। କେ.ଏଲ ରାହୁଲଙ୍କ ଆଘାତ ଗୁରୁତର ଏବଂ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ପଠାଯାଇଛି। ଯଦି କେ.ଏଲ ରାହୁଲ ଖେଳୁ ନାହାଁନ୍ତି,…
ଧର୍ମଶାଳା ଟେଷ୍ଟରେ ଇତିହାସ ରଚିବେ ଅଶ୍ୱିନ
ଧର୍ମଶାଳା,୨୯।୨: ଭାରତ ବନାମ ଇଂଲଣ୍ଡ ସିରିଜର ଶେଷ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି। ମାର୍ଚ୍ଚ ୯ରେ ଭେଟେରାନ ସ୍ପିନର ଧର୍ମଶାଳାରେ ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବେ। ଏହା ସହ ସେ ସଚିନ ତେନ୍ଦୁଲକର…
Archives


