କାର୍ଯ୍ୟଭାର ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନୂଆ ଡିଜିପି
ପୁରୀ,୧୭ା୮: ନୂଆ ପୋଲିସ ଡିଜି ଭାବେ ଓ୍ବାଇ ବି ଖୁରାନିଆ କାର୍ଯ୍ୟଭାର ସମ୍ଭାଳିବା ପରେ ଶନିବାର ସସ୍ତ୍ରୀକ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରଠାରେ ପହଞ୍ଚିବା ପରେ ପୁରୀ ଏସ୍ପି ଏବଂ ଅନ୍ୟାନ୍ୟ ବରିଷ୍ଠ ପୋଲିସ ତାଙ୍କୁ…
ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ବିପୁଳ ସମ୍ପତ୍ତି ଠାବ, ଜାରି ରହିିଛି ଚଢାଉ
ଭୁବନେଶ୍ୱର,୧୭।୮: ଯାଜପୁର ଜିଏସ୍ଟି ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ରେଡ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର, କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା ମିଳିଛି।…
ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ
ନୂଆଦିଲ୍ଲୀ,୧୭।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଶନିବାର ସକାଳେ ସ୍ବଦେଶ ଫେରିଛନ୍ତି। ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସିଥିଲେ। ଏହି ସମୟରେ ସାକ୍ଷୀ ମଲିକ…
ଦିନେ ଥିଲେ ଟିମ୍ର କ୍ୟାପ୍ଟେନ୍, ହେଲେ ଆଜି ସବୁ ଫର୍ମାଟ୍ରୁ ବ୍ୟାନ୍ କଲା କ୍ରିକେଟ୍ ବୋର୍ଡ
ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍ କିପର ଭାବେ ଜଣାଶୁଣା ନିରୋଶନ ଡିକ୍ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍ ୨୦୨୪ରେ ଏହି…
ସିଦ୍ଧରମୈୟାଙ୍କ ନାଁରେ ଚାଲିବ ମାମଲା, ରାଜ୍ୟପାଳ ଦେଲେ ମଞ୍ଜୁରୀ
ବେଙ୍ଗାଲୁରୁ,୧୭।୮: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବେଳକୁ ବେଳ ବୃଦ୍ଧି ପାଉଛି। ବର୍ତ୍ତମାନ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ ମୁଖ୍ୟମନ୍ତ୍ରୀଙ୍କୁ ମୁଦା ମାମଲାରେ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମୋଦନ ଦେଇଛନ୍ତି। ଏଥି ସହିତ ମୁଦା ମାମଲାକୁ ନେଇ ଭାଜପା ମଧ୍ୟ ରାଜ୍ୟ ସରକାରଙ୍କ…
ଆରମ୍ଭ ହେଲା ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭ା୮: ଭୁବନେଶ୍ବରରେ ନୂଆ ବିଧାୟକଙ୍କ ପାଇଁ ଶନିବାର ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦ୍ଘାଟନ କରିଛନ୍ତି। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁଇଦିନ ପାଇଁ ଚାଲିବ।…
ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ…
ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲା: ସିବିଆଇ ହାତରେ ଲାଗିଲା ବଡ଼ ସୁରାକ, ସେଦିନ ରାତି ୧୧ଟାରେ…
କୋଲକାତା,୧୭।୮: କୋଲକାତା ଆର୍.ଜି କର ହସ୍ପିଟାଲରେ ବଳାତ୍କାର ପରେ ଜଣେ ମହିଳା ଡାକ୍ତରଙ୍କୁ ନର୍ମମ ଭାବେ ହତ୍ୟା କରିବା ଘଟଣାକୁ ନେଇ ଉତ୍ତେଜନା ଜାରି ରହିଛି। ଦେଶବ୍ୟାପୀ ଡାକ୍ତରମାନେ ବିକ୍ଷୋପ କରୁଛନ୍ତି। ସିବସିଆଇ ଏହି ଘଟଣାର ଏହି ଘଟଣାର ତଦନ୍ତ କରୁଛି।…
‘ପ୍ଲିଜ ମୋ ଝିଅର ନାମ, ଏମିତି ଫଟୋ ଶେୟାର କରନାହିଁ’, ମୃତ ମହିଳା ଡାକ୍ତରଙ୍କ ପିତାଙ୍କ ଅପିଲ
କୋଲକାତା,୧୭।୮: କୋଲକାତାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୀଡିତାଙ୍କ ମାତାପିତାଙ୍କ ଯନ୍ତ୍ରଣା ପୁଣି ଥରେ ବଢି ଯାଇଛି। ଲେଡି ଡାକ୍ତରଙ୍କ ପିତା ତାଙ୍କ ‘ଝିଅର ନାମ’ ନ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନେ…
ବିସିସିଆଇର କଠୋର ନିୟମ: ଜୟ ଶାହା କହିଲେ ଯଦି କୌଣସି ଖେଳାଳି ଆହତ ହୁଅନ୍ତି…, ବିରାଟ-ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୧୭।୮: କିଛି ଦିନ ହେବ ଦିଲୀପ ଟ୍ରଫିର ଆଗାମୀ ସିଜିନଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁର୍ନାମେଣ୍ଟ ୫-୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ଭାରତୀୟ ଜାତୀୟ କ୍ରିକେଟ ଦଳ ପାଇଁ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଜାତୀୟ ଦଳ ପାଇଁ…
ପୁରୁଷୋତ୍ତମପାଲିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣେ ମୃତ, ୧୪ ଆକ୍ରାନ୍ତ
ଅମରପାଲି,୧୭ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ପୁରୁଷୋତ୍ତମପାଲିରେ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ଜଣକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଶନିବାର ରାତିରେ ଆଉ ୩ ଜଣ ଆକ୍ରାନ୍ତ ହୋଇ…
ବିହାର ଊପନିର୍ବାଚନରେ ରାହୁଲ, ମୋଦିଙ୍କୁ ଚ୍ୟାଲେଞ୍ଜ ଦେବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କ’ଣ କହିଲେ ନିର୍ବାଚନ ରଣନୀତିଜ୍ଞ
ନୂଆଦିଲ୍ଲୀ,୧୭।୮: ଜନ ସୁରାଜର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ବିହାରରେ ଲାଲୁଙ୍କ ଭୟରେ ଭାଜପାକୁ ଭୋଟ ଦିଅନ୍ତି ଏବଂ ଭାଜପା ଭୟରେ ଲାଲୁଙ୍କୁ ଭୋଟ…

