ଡିଏସ୍‌ପି ଏମ୍‌ଏଫ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୭।୮: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ (ଏମ୍‌ଏଫ୍‌) ବା ଡିଏସ୍‌ବି ଏମ୍‌ଏଫ୍‌ର ନୂତନ ଉତ୍ପାଦ ‘ନିଫ୍‌ଟି ଟପ୍‌ ୧୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି କମ୍ପାନୀ ଭାରତର ପ୍ରଥମ ନିଫ୍‌ଟି ଟପ୍‌ ୧୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସ ଫଣ୍ଡ ଓ ଇଟିଏଫ୍‌ ପ୍ରଚଳନ କରିଛି,ଯାହା ଶୀର୍ଷସ୍ତରର ୧୦ଟି ଭାରତୀୟ କମ୍ପାନୀ ନିଫ୍‌ଟିରେ ଫ୍ରି ଫ୍ଲୋଟ୍‌ ମାର୍କେଟ କ୍ୟାପିଟାଲାଇଜେଶନ ଦ୍ୱାରା ସମାନ ଭାବେ ନିବେଶ କରୁଛି। ସେହିଭଳି ଡିଏସ୍‌ପି ନିଫ୍‌ଟି ଟପ୍‌ ୧୦ ଇକ୍ୱାଲ ୱେଟ୍‌ ଇଣ୍ଡେକ୍ସ ଫଣ୍ଡ ଏବଂ ଡିଏସ୍‌ପି ନିଫ୍‌ଟି ଟପ୍‌ ୧୦ ଇକ୍ୱାଲ ୱେଟ୍‌ ଇଟିଏଫ୍‌ ପି-ଇ ଅନୁପାତ, ଇକ୍ୱିଟି ଉପରେ ରିଟର୍ନ ଏବଂ ଆସେଟ୍‌ ଅନୁପାତ ଉପରେ ରିଟର୍ନ ଆଦି ହିସାବ ଉପରେ ନିଫ୍‌ଟି ୫୦ ଏବଂ ନିଫ୍‌ଟି ୫୦୦ ତୁଳନାରେ ଶୀର୍ଷ ୧୦ଟି ଷ୍ଟକ୍‌ର ଅଧିକ ଭଲ ମୂଲ୍ୟାୟନ ଉପରେ ଦୃଷ୍ଟି ନିବଦ୍ଧ କରୁଛି। ଉଲ୍ଲେଖଯୋଗ୍ୟ, ଡିଏସ୍‌ପି ନିଫ୍‌ଟି ଟପ୍‌ ୧୦ ଇକ୍ୱାଲ ୱେଟ୍‌ ଇଣ୍ଡେକସ ଫଣ୍ଡ ଏବଂ ଡିଏସ୍‌ପି ନିଫ୍‌ଟି ଟପ୍‌୧୦ ଇକ୍ୱାଲ ୱେଟ୍‌ ଇଟିଏଫ୍‌ର ନୂତନ ଫଣ୍ଡ ଅଫର ସବ୍‌ସ୍କ୍ରିପ୍‌ସନ ୨୦୨୪ ଅଗଷ୍ଟ ୩୦ରେ ବନ୍ଦ ହେବ। ଏ ସମ୍ପର୍କରେ ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡର ସିଏଫ୍‌ଏ ଏବଂ ହେଡ୍‌ ପାସିଭ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ ପ୍ରଡକ୍ଟସ ଅନିଲ ଘେଲାନି କହିଛନ୍ତି, ଆମେ ସ୍ମଲ୍‌ ଓ ମିଡ୍‌କ୍ୟାପ ଷ୍ଟକ୍‌ଗୁଡିକ ପ୍ରତି ଆଗ୍ରହ ସ୍ତର ବୃଦ୍ଧି ଲକ୍ଷ୍ୟ କରୁଥିବାବେଳେ ଅତି ବୃହତ୍‌ ଏବଂ ମେଗା କ୍ୟାପ୍‌ ଷ୍ଟକ୍‌ଗୁଡିକ ତୁଳନାମତ୍କ ଭାବରେ ଅଧିକ ଆକର୍ଷଣୀୟ ମୂଲ୍ୟାୟନରେ କାରବାର ହେଉଥିବା ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବାଘ ଆତଙ୍କ: ରାତିରେ ଗୁହାଳେ ପଶି ଖାଇଯାଉଛି ଛେଳି, ଗ୍ରାମବାସୀ ସତର୍କ ରହିବା ପାଇଁ…

ଦିଗପହଣ୍ଡି,୧୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍‌ର ଜକର ଗ୍ରାମ ନିକଟ ମା’…

ଭୁଲ କଲେ କି ବିଜୟ? ଶପଥ ଗ୍ରହଣରେ ଭାଷଣ ଦେବା ଆରମ୍ଭ କରିବା ସମୟରେ କାହିଁକି ବାଧା ଦେଇଥିଲେ ରାଜ୍ୟପାଳ, ଜାଣନ୍ତୁ ଏହାର କାରଣ

ଚେନ୍ନାଇ,୧୦।୫: ତାମିଲନାଡୁ ସି. ଜୋସେଫଙ୍କ ନାମରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇଛି। ରବିବାର (୧୦ ମଇ, ୨୦୨୬), ବିଜୟ ଶପଥ ଗ୍ରହଣ ପାଇଁ ମଞ୍ଚରେ ପହଞ୍ଚିବା ମାତ୍ରେ…

୨୪ ଘଣ୍ଟା ଭିତରେ କଡ଼ା ପଦକ୍ଷେପ ଗ୍ରହଣ କଲେ ବିଧାୟକ, ଲୋକଙ୍କ ସମସ୍ୟାକୁ ବୁଝି ଗାଁରେ କଲେ…

ପୁରୁଷୋତ୍ତମପୁର,୧୦ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମରେ ପାଣି ପାଇଁ ଲୋକେ ଶନିବାର ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଲୋକଙ୍କ ଦାବିକୁ ଅତି…

ଓଲଟିଲା ଅଟୋ: ୧୦ରୁ ଊର୍ଦ୍ଧ୍ୱ ଆହତ

ନନ୍ଦପୁର,୧୦ା୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ହାଟପଦାରେ ରବିବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଓଡି ୧୦ ଡି ୨୮୦୮ ନମ୍ବର ବିଶିଷ୍ଟ ଏକ…

ସହି ପାରୁନାହାଁନ୍ତି ମୋଦି! ତାମିଲନାଡୁରେ ବିଜୟଙ୍କ TVKକୁ ସମର୍ଥନ କରିବା ନେଇ ଗର୍ଜିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ମେ’୧୦ରେ ଚେନ୍ନାଇର ନେହେରୁ ଷ୍ଟାଡିୟମରେ, ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୧୯୬୭ ପରଠାରୁ ସେ ଡିଏମକେ…

ଏକାବେଳେ ଦୁଇ ଭଉଣୀଙ୍କୁ କରିଦେଲେ ଗର୍ଭବତୀ

କଳିଙ୍ଗନଗର,୧୦।୫(ଶୁଭାଶିଷ ରାଉତ):  ଯାଜପୁର ଜିଲା କଳିଙ୍ଗନଗର ଥାନା ଅଞ୍ଚଳର ୨ ନାବାଳିକା ଭଉଣୀଙ୍କୁ ଦୁଇ ସାଙ୍ଗ ବିବାହ ପ୍ରଲୋଭନ ଦେଖାଇ ଗର୍ଭବତୀ କରିଥିବା ଅଭିଯୋଗ ପରେ ପୋଲିସ…

ଜିଆର୍‌ପି କନ୍‌ଷ୍ଟେବଲ ହତ୍ୟା ଘଟଣା: ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର…

ଭୁବନେଶ୍ୱର/ବାଲିଅନ୍ତା,୧୦।୫(ତ୍ରିନାଥ ମହାନ୍ତି/ନୀଳମାଧବ ସାହୁ): ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବ୍ରିଜ୍‌ ନିକଟରେ ଜିଆର୍‌ପି କନ୍‌ଷ୍ଟେବଲ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଲୋକେ ପିଟିପିଟି ମାରିଦେବା ଘଟଣା…

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା: ଘରକୁ ପାଣି ନ ଦେଲେ ପୁଣି କଙ୍କାଳ ନେବି

ପାଟଣା,୧୦।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ଏବେ ପୁଣି ଥରେ ଚର୍ଚ୍ଚାରେ। ଘରକୁ ପାଇପ୍‌ ଯୋଗେ ପାନୀୟଜଳ ସଂଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri