Home Left

ଘୋଷଣା ହେଲା ତାରିଖ: ହରିୟାଣାରେ ୧ ଅକ୍ଟୋବରରେ ନିର୍ବାଚନ, ୪ରେ ଭୋଟ ଗଣତି

ନୂଆଦିଲ୍ଲୀ,୧୬।୮: ଜମ୍ମୁ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଜମ୍ମୁ କଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ…

ଟଙ୍କା ନେଇ ଜନ ସୁରାଜ ପାର୍ଟିରେ ଯୋଡି ହେଉଛନ୍ତି ଲୋକେ? ପ୍ରଶାନ୍ତ କିଶୋରଙ୍କ ବଡ ବୟାନ

ପାଟନା,୧୬।୮: ରାଜନୀତିର ଚାଣକ୍ୟ ତଥା ଜନ ସୁରାଜର ସୂତ୍ରଧାର ପ୍ରଶାନ୍ତ କିଶୋର ଏକ ଦଳ ଗଠନ କରିବାକୁ ଯାଉଛନ୍ତି। ଅକ୍ଟୋବର ୨ରେ ଦଳ ଗଠନ ହେବ। ଏହା ପୂର୍ବରୁ ବିହାରରେ ରାଜନୀତି ସରଗରମ ହୋଇଛି। ଜନ ସୁରାଜ ପଦଯାତ୍ରାର ସୂତ୍ରଧାର ପ୍ରଶାନ୍ତ…

କୃଷକଙ୍କ ପାଇଁ ବଡ଼ ଘୋଷଣା, ୪ ଲକ୍ଷ କୃଷକଙ୍କୁ ମିଳିବ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ, ୧୬।୦୮: କୃଷକଙ୍କ ଋଣଭାର ହ୍ରାସ କରିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଋଣଛାଡ଼ର ଦ଼୍ବିତୀୟ ପର୍ଯ୍ୟାୟରେ ଛାଡ଼ ରାଶି ଦୁଇଗୁଣ କରିଛନ୍ତି ସରକାର । ଫଳରେ ପାଖାପାଖି ସାଢ଼େ ୪ ଲକ୍ଷ କୃଷକଙ୍କୁ ଏହାର ଲାଭ ମିଳିବ…

‘ବାମ-ରାମ’ ବୟାନକୁ ନେଇ ରାଜନୀତି ସରଗରମ, ଏବେ ମମତାଙ୍କୁ ଟାର୍ଗେଟ କଲେ ଗିରିରାଜ

ନୂଆଦିଲ୍ଲୀ,୧୬।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶୃଙ୍ଖଳା ପଛରେ ‘ବାମ ଓ ରାମ’ ବାଲା ବୟାନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ଏହି ବିବୃତ୍ତିକୁ ଦୃଢ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ କ୍ଷମତାର…

ସାଉଦି ଯୁବରାଜଙ୍କୁ ଘାରିଛି ହତ୍ୟା ଭୟ

ରିୟାଦ୍‌,୧୬।୮: ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ନିଜ ହତ୍ୟାକୁ ଭୟ କରୁଛନ୍ତି। ଏକଥ ସେ ନିଜେ ପ୍ରକାଶ କରିଛନ୍ତି। ସାଉଦି କ୍ରାଉନ ପ୍ରିନ୍ସ ଭୟ କରୁଛନ୍ତି, ଯଦି ସେ ଇସ୍ରାଏଲ, ଆମେରିକା ଏବଂ ସାଉଦି ଆରବ ମଧ୍ୟରେ…

ରାଜଧାନୀରେ ୭ ସିମ୍‌ ବକ୍ସ ଠାବ, ଫ୍ରଡ୍‌ କଲ୍‌ ପାଇଁ ହେଉଥିଲା ବ୍ୟବହାର

ଭୁବନେଶ୍ୱର,୧୬ା୮: ରାଜଧାନୀ ଭୁବନେଶ୍ବରରେ ୭ଟି ସିମ୍‌ ବକ୍ସ ଠାବ କରାଯାଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ଏହାକୁ ଠାବ କରାଯାଇଛି। ସ୍ପେଶାଲ ସ୍କ୍ବାଡ ଓ ଲକ୍ଷ୍ମୀସାଗର ପୋଲିସର ମିଳିତ ଚଢ଼ାଉରେ ଏହି ବକ୍ସକୁ ଠାବ କରାଯାଇଥିବା ବେଳେ ଜଣଙ୍କୁ…

ଦାୟିତ୍ୱ ସମ୍ଭାଳିବା ପରେ ଭାରତ ଉପରେ ରାଗିଗଲେ ୟୁନୁସ ସରକାର! ଫେରାଇନେଲେ ରାଷ୍ଟ୍ରଦୂତ

ଢାକା,୧୬।୮: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ବିବାଦ ଭିତରେ ଶେଖ ହାସିନା ବାଂଲାଦେଶ ଛାଡି ଭାରତରେ ଶରଣ ନେଇଛନ୍ତି। ଏପରି ସ୍ଥିତିରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବାଂଲାର ଦାୟିତ୍ୱ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ହାତରେ ଅଛି।…

ନୀରଜ ଚୋପ୍ରା- ମନୁ ଭାକରଙ୍କ ଫ୍ୟାନ୍‌ ହେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏମିତି…

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଆଥଲେଟ୍‌ଙ୍କୁ ସମ୍ବୋଧିତ କରି ସମସ୍ତଙ୍କୁ ପ୍ରଶଂସା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ବିଷୟରେ…

କିଏ ହେବେ ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ: ଉଦ୍ଧବ ଠାକ୍‌ରେ କଲେ ବଡ଼ ଘୋଷଣା

ମୁମ୍ବାଇ,୧୬।୮:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଆଜି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମହା ବିକାଶ ଅଗାଡି (ଏମ୍‌ଭିଏ) ବୈଠକରେ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି, ଆଜିଠାରୁ ଆମେ ଏକାଠି ସଂଗ୍ରାମ…

ମନୁ ଭାକରଙ୍କ ଉପରେ ଟଙ୍କା ବର୍ଷା, ମିଳିଲା ଏତେ ଟଙ୍କାର ଚେକ୍‌

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ୨ଟି ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କ ଉପରେ ଉପହାରର ବର୍ଷା ହେଉଛି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ତାଙ୍କୁ ପୁଷ୍ପଗୁଚ୍ଛ ଏବଂ ୧୦ଲକ୍ଷ ଟଙ୍କା ଚେକ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ…

ଅତି ଜରୁରୀ ନ ଥିଲେ ଏସ୍‌ସିବି ନ ଆସିବାକୁ ପରାମର୍ଶ ଦେଲେ ଅଧୀକ୍ଷକ

କଟକ,୧୬ା୮: ଅତିଜରୁରୀ ନ ଥିଲେ କେହି ଏସ୍‌ସିବି ମେଡିକାଲ ଆସନ୍ତୁ ନାହିଁ ବୋଲି ଅଧୀକ୍ଷକ ପରାମର୍ଶ ଦେଇଛନ୍ତି। ଡାକ୍ତରମାନଙ୍କ ଆନ୍ଦୋଳନକୁ ନେଇ ଅଧୀକ୍ଷକ ଏପରି କହିଛନ୍ତି। ସେ କହିଛନ୍ତି, ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି। ସମସ୍ତ ଫ୍ୟାକଲ୍ଟିଙ୍କ…

ମମତାଙ୍କୁ ନାଲି ଆଖି ଦେଖାଇଲେ ବେଙ୍ଗଲ ଆଳୁ ବ୍ୟବସାୟୀ, କହିଲେ ରପ୍ତାନୀ ବନ୍ଦ…

କୋଲକାତା,୧୬।୮: ଓଡ଼ିଶାକୁ ଆଳୁ ବନ୍ଦ କରିବା ପରେ ଏବେ ଅଡୁଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦିଦିଙ୍କୁ ନାଲିଆଖି ଦେଖାଇଛନ୍ତି ବେଙ୍ଗଲ ଆଳୁ ବ୍ୟବସାୟୀ। ଓଡ଼ିଶା ପରି ପଶ୍ଚିମବଙ୍ଗରେ ମଧ୍ୟ ଆଳୁ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?