Home Left

ରାଜସ୍ଥାନରେ ଆଡ୍ଡା ଜମାଉଛି ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା! ଆସିଲା ବଡ ଅପଡେଟ

ଅଲଓ୍ବର,୨୪।୮: ଭିଓ୍ବାଡିର ଚୌପାନକି ପୋଲିସ ଷ୍ଟେଶନ ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ତାଲିମ ଶିବିର ପ୍ରକାଶ ପାଇବା ପରେ ବର୍ତ୍ତମାନ ଏକ ବଡ ଅପଡେଟ ସାମ୍ନାକୁ ଆସିଛି। ଏଠାରୁ ଧରାଯାଇଥିବା ୬ଜଣ ସନ୍ଦିଗ୍ଧ ଆତଙ୍କବାଦୀ ସାରେକଲାନ ଗାଁରେ ଶ୍ରମିକମାନଙ୍କ ପାଇଁ…

ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଯୁବତୀଙ୍କୁ ଆକ୍ରମଣ: ଆକ୍ରମଣକାରୀଙ୍କୁ ଧରିବା ପରେ ଫିଟିଲା ସବୁ ଗୁମର

ଲୋଇସିଂହା,୨୪।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଭାରତ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ପ୍ରେମ ବ୍ୟାପାରକୁ ନେଇ ଆକ୍ରମଣ ହୋଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ,ବଲାଙ୍ଗୀର -ବରଗଡ଼ ୨୬ ନଂ ଜାତୀୟ ରାଜପଥ କଡରେ ଥିବା ଉକ୍ତ…

ପଲିଗ୍ରାଫ୍‌ ଟେଷ୍ଟ୍‌ କ’ଣ? କେମିତି କରାଯାଏ ଏହି ପରୀକ୍ଷା ଆଉ କେତେ ହୁଏ ସତ, ଜାଣନ୍ତୁ ସବିଶେଷ ତଥ୍ୟ…

ନୂଆଦିଲ୍ଲୀ,୨୪ା୮: ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ (ସିବିଆଇ) କୋଲକାତାର ଆର୍‌ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଏବଂ ଆଉ ୫ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ୍‌ କରିବ। ଜଣେ ମହିଳା ଟ୍ରେନିଂ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପରେ ସିବିଆଇ…

ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍‌କା: ଏକୁଟିଆ ନିର୍ବାଚନ ଲଢିବ କଂଗ୍ରେସ

ଚଣ୍ଡିଗଡ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏକ ବଡ଼ ଘୋଷଣା କରିଛନ୍ତି। ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି) ସହ ମିଳିତ ହେବାର ସମସ୍ତ ଦାବିକୁ…

ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଜୀବନ ଗଲା, ଜଣେ ଗୁରୁତର

କୁଚିଣ୍ଡା,୨୪ା୮: ସମ୍ବଲପୁର ଜିଲା କୁଚିଣ୍ଡାରେ ଶ୍ୱାସରୁଦ୍ଧ ହୋଇ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏହି ଅଘଟଣ ଘଟିଛି। ଯମନକିରା ଥାନା ପୁକୁଡ଼ା ଗାଁରେ ୪ ଜଣ…

ସିବିଆଇ ହାତରେ ଲାଗିଲା ବଡ଼ ପ୍ରମାଣ, ଏବେ ସାମ୍ନାକୁ ଆସିବ କୋଲକାତା ବଳାତ୍କାର-ହତ୍ୟାକାଣ୍ଡର ସତ!

କୋଲକାତା,୨୪।୮: କୋଲକାତା ଆର୍‌ଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ସିବିଆଇ ନିଜର ଷ୍ଟାଟସ୍‌ ରିପୋର୍ଟ କୋର୍ଟରେ ଉପସ୍ଥାପନ କରିସାରିଛି। ହେଲେ ଏହି ଷ୍ଟାଟସ୍‌ ରିପୋର୍ଟରେ କ’ଣ ଅଛି, ତାହା କେହି ଜାଣିନାହାନ୍ତି। ଏଥିସହ କୋର୍ଟରେ ଶୁଣାଣି…

ପୁଟିନ ବି ମୋଦିଙ୍କ…, ପ୍ରଧାନମନ୍ତ୍ରୀଙ୍କ ‘ବେଷ୍ଟ ଫ୍ରେଣ୍ଡ’ ଉପରେ ବଡ ଦାବି କଲେ ଜେଲେନସ୍କି

କ୍ୱିଭ,୨୪।୮: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ, ଅଶୋଧିତ ତୈଳ କ୍ରୟ ମାଧ୍ୟମରେ ଭାରତ ରୁଷିଆର ଯୁଦ୍ଧ ଅର୍ଥନୀତି ବଜାୟ ରଖିବାରେ ସାହାଯ୍ୟ କରିଛି । ଏହା ସହିତ ସେ କ୍ୱିଭର ଶାନ୍ତି ପ୍ରୟାସର ସଫଳତା ନିଶ୍ଚିତ…

ହାତରେ କଳାପଟି ବାନ୍ଧି ଧାରଣାରେ ବସିଲେ ଶରଦ ପାଓ୍ବାର: ଜାଣନ୍ତୁ କାହିଁକି

ପୁଣେ,୨୪।୮: ମହାରାଷ୍ଟ୍ରରେ ବାଦଲପୁର ସ୍କୁଲରେ ବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି ଶରଦ ପାୱାର, କଂଗ୍ରେସ ଏବଂ ଶିବସେନା (ୟୁବିଟି) ସରକାରଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ମହା ବିକାଶ ଅଗାଡି ଆଜି ଏ ସମ୍ପର୍କରେ ମହାରାଷ୍ଟ୍ର ବନ୍ଦ…

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା ଶୁଣି ରାଗିଗଲେ ସ୍ବାମୀ, ମୁହଁରେ ଢାଳିଦେଲେ…

ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶରେ ଛାଡପତ୍ରର ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯଦିଓ ମୁସଲମାନ ମହିଳାମାନଙ୍କ ପାଇଁ ଟ୍ରିପଲ ତଲାକର ନିୟମ ପ୍ରଣୟନ କରାଯାଇଛି, ତଥାପି ମହିଳାମାନେ ତିନ ତଲାକର ଶିକାର ହେଉଛନ୍ତି। ବାହରାଇଚ ଜିଲାରୁ ଏଭଳି ସଦ୍ୟତମ ମାମଲା ସାମ୍ନାକୁ ଆସିଛି।…

ବିଏସ୍‌ଏନ୍‌ଲ ଆଣିଲା ସବୁଠୁ ଶସ୍ତା ପ୍ଲାନ୍‌: ବର୍ଷେ ପର୍ଯ୍ୟନ୍ତ ମାଗଣା କଲ୍‌, ପ୍ରତିଦିନ ମିଳିବ ୩ଜିବି ଡାଟା

ନୂଆଦିଲ୍ଲୀ,୨୪।୮: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଆଜି ଲୋକଙ୍କ ପ୍ରଥମ ପସନ୍ଦ ହୋଇପାରିଛି। ଘରୋଇ କମ୍ପାନୀଗୁଡିକର ରିଚାର୍ଜ ଯୋଜନା ମହଙ୍ଗା ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଘରୋଇ କମ୍ପାନୀଗୁଡିକ କିଛି ଦିନ ପୂର୍ବରୁ ସେମାନଙ୍କ ଯୋଜନାକୁ ୬୦୦ରୁ…

କିଏ ରହିବେ ଅଭିଯୁକ୍ତଙ୍କ ପକ୍ଷର ଓକିଲ? କୋଲାକାତା ମାମଲାକୁ ନେଇ ବଢୁଛି ପ୍ରଶ୍ନ

କୋଲକାତା,୨୪।୮: କୋଲକାତାର ଆର.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ନିର୍ମମ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସରକାରୀ ଓକିଲ ପ୍ରଦାନ କରାଯାଇଛି। ଏହାପୂର୍ବରୁ କୋର୍ଟ ‘ପଶୁ ପ୍ରବୃତ୍ତି’ ଥିବା ସଞ୍ଜୟ…

ଭାରତ ଧୈର୍ଯ୍ୟର ପରୀକ୍ଷା ନେଉଛି ବାଂଲାଦେଶ!

ନୂଆଦିଲ୍ଲୀ,୨୪।୮: ବାଂଲାଦେଶରେ ଶେଖ ହସିନା ସରକାରଙ୍କ ବିରୁଦ୍ଧରେ ବିଗୁଲ ବାଜିବା ଦିନଠାରୁ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନାର ପରିସ୍ଥିତି ସ୍ପଷ୍ଟବାରି ହୋଇପଡୁଛି। ବର୍ତ୍ତମାନ ବର୍ଡର ଗାର୍ଡସ୍‌ ବାଂଲାଦେଶ (ବିଜିବି) ଭାରତ-ବାଂଲାଦେଶ ସୀମା ନିକଟରେ ପୂର୍ବରୁ ଚାଲିଥିବା କ୍ୟାଟେଲ ଫେସିଂ କାମ ବନ୍ଦ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?