Home Left

ଅସହ୍ୟ ହେଲା ପରକୀୟା ପ୍ରୀତି:ସ୍ବାମୀଙ୍କ ପ୍ରେମିକା ଘର ଆଗରେ ସ୍ତ୍ରୀଙ୍କ ଧାରଣା

ଭୁବନେଶ୍ୱର,୨୬ା୮(ସତ୍ୟଜିତ୍‌ ରାଉତ):ସ୍ତ୍ରୀ ଓ ପରିବାରକୁ ଛାଡ଼ି ସ୍ବାମୀ ପ୍ରେମିକାଙ୍କ ପାଖରେ ରହୁଛନ୍ତି। ପ୍ରେମିକା ଜଣକ ମଧ୍ୟ ଆଗରୁ ବିବାହିତା। ତେବେ ସ୍ବାମୀଙ୍କ ଏହି ପରକୀୟା ପ୍ରୀତିରେ ଅତିଷ୍ଠ ହୋଇପଡିଛନ୍ତି ସ୍ତ୍ରୀ। ଶେଷରେ ସ୍ବାମୀର ପ୍ରେମିକାଙ୍କ ବାପଘର ଆଗରେ ସ୍ତ୍ରୀ ଧାରଣା ଦେଇଛନ୍ତି।…

ଜୁନାଗଡ଼ ଏନ୍‌ଏସି: ୨୭ରେ ଅନାସ୍ଥା ଭୋଟ

ଭବାନୀପାଟଣା,୨୬।୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍‌ଏସିରେ ଆସନ୍ତା ୨୭ ତାରିଖ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ହେବ। ଏନେଇ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ବିରୋଧରେ ଅନାସ୍ଥା ଭୋଟ ପାଇଁ…

ନବନିର୍ବାଚିତ ବିଧାୟକଙ୍କୁ ଏମିତି ମନ୍ତ୍ର ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୮(ଅନିଲ ଦାସ):ବିଜେଡିର ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ରବିବାର ଶଙ୍ଖ ଭବନରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ଲଢ଼େଇ ଜାରିରଖିବାକୁ ଦଳର…

ଲିପ୍‌ ସିରିଜ ଜରିଆରେ ଛାତ୍ରୀଛାତ୍ରଙ୍କ ସାମୂହିକ ବିକାଶ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଓଡିଏମ୍‌ ଇଣ୍ଟରନ୍ୟାଶନାଲ ଏଜୁକେଶନ ଗ୍ରୁପର ବହୁ ପ୍ରତୀକ୍ଷିତ ‘ଲିପ୍‌’ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ ଗ୍ରୁପର ପଟିଆ ସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ ଓ ଓଡିଏମ୍‌ ଗ୍ଲୋବାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛିି।…

ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌

ଆସିକା,୨୬ା୮(ସୁରେନ୍ଦ୍ର ନାଥ ସାହୁ):ଗଞ୍ଜାମ ଜିଲା ଆସିକା ବିଧାୟକ ସରୋଜ ପାଢୀଙ୍କ ଆସିକା ଅଞ୍ଚଳର ୨ଜଣ ବାଲିଘାଟ ଲିଜଧାରୀଙ୍କ ସହ ବାର୍ତ୍ତାଳପର ଏକ ଅଡିଓ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ବିରୋଧୀ ବିଜେଡି ଓ ଶାସକ ଦଳ…

ମେସର୍ସ ଉତ୍କଳ ଅଟୋମୋବାଇଲ୍‌ସର ବାର୍ଷିକ ଉତ୍ସବ

ଫୁଲନଖରା,୨୬ା୮ (ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ବର ପାହାଳସ୍ଥିତ ମହିନ୍ଦ୍ରା ୱାର୍କଶପ୍‌ରେ ମେସର୍ସ ଉତ୍କଳ ଅଟୋ ମୋବାଇଲ୍‌ସର ବାର୍ଷିକ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ଉତ୍କଳ ଅଟୋ ମୋବାଇଲସ୍‌ର ନିର୍ଦ୍ଦେଶକ ସୌନକ ଆର. ପାରିଖ୍‌, ନିର୍ଦ୍ଦେଶିକା ସୁଦୀପ୍ତା ପାରିଖ୍‌ ଓ ଆର୍‌ଏସ୍‌ଏମ୍‌…

ଏକ୍ସପ୍ଲାନେଡ୍‌ ମଲ୍‌ରେ ‘କେ ସେ କୁଲ୍‌ଚା’ଆଉଟଲେଟ୍‌

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଉତ୍ତର ଭାରତର ଲୋକପ୍ରିୟ ଫୁଡ୍‌ ପ୍ଲାଟଫର୍ମ ‘କେ ସେ କୁଲ୍‌ଚା’ର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ନେକ୍ସସ୍‌ ଏକ୍ସପ୍ଲାନେଡ୍‌ ମଲରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ…

କ୍ଷୋଭ ଝାଡ଼ି ବଖାଣିଲେ ବ୍ୟଥା:ବିଜେଡି ବନ୍ଧୁମିଳନରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୨୬।୮(ଅନିଲଦାସ):ଦୀର୍ଘ ୨୦ରୁ ୨୫ ବର୍ଷ ଧରି ଦଳକୁ ଛିଡ଼ା କରିବାରେ ପ୍ରମୁଖ ଭୂମିକା ନେଇଥିବା ଯୁବ ନେତାଙ୍କୁ ଅବହେଳା କରାଗଲା। ଦଳ ପ୍ରତି ଆନୁଗତ୍ୟ ନ ଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେବାରୁ ଦଳକୁ ଏଭଳି ପରାଜୟର ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଛି।…

୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ

ଭୁବନେଶ୍ୱର,୨୬।୮ (ଅଭୟ ଦାଶ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ପୂର୍ବାଞ୍ଚଳ ଶାଖା ପକ୍ଷରୁ କୋଲକାତାଠାରେ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ ପୁରସ୍କୃତ ହୋଇଛି। ଏପରିକି କମ୍ପାନୀର ଫେରୋ ଆଲଏଜ୍‌ ଆଣ୍ଡ୍‌ ମିନେରାଲ୍‌ ଡିଭିଜନ (ଏଫ୍‌ଏଏମ୍‌ଡି) କୁ ତିନୋଟି ପୁରସ୍କାର…

ଅନିଲ ଏନ୍‌ଟିପିସିର ଏଚ୍‌ଆର୍‌ ଡାଇରେକ୍ଟର

କଣିହାଁ,୨୬।୮: (ସଚ୍ଚିଦାନନ୍ଦ ପ୍ରଧାନ): ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ (ଏନ୍‌ଟିପିସି ଲିମିଟେଡ) ର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ବା ଏଚ୍‌ଆର୍‌ ଡାଇରେକ୍ଟର ଭାବେ ଅନିଲ କୁମାର ଜଦ୍‌ଲି ନିକଟରେ ଯୋଗ (ଦାୟିତ୍ୱ ଗ୍ରହଣ) ଦେଇଛନ୍ତି। ଏହା ପୂର୍ବରୁ ସେ କମ୍ପାନୀର…

ଭିତରକନିକା ଜାତୀୟ ଉଦ୍ୟାନକୁ ୫୦ବର୍ଷ

ରାଜନଗର, ୨୬ା୮(ଭାସ୍କର ରାଉତରାୟ):ପ୍ରକୃତିର ଗନ୍ତାଘର ସୌନ୍ଦର୍ଯ୍ୟର ଅନନ୍ୟ ଗୌରବ ଗାଥା ପ୍ରକୃତିରାଣୀ ଭିତରକନିକା ଜାତୀୟ ଉଦ୍ୟାନ ଏବେ ୫୦ ବର୍ଷରେ ପାଦ ଥାପିଛି। ଏହି ସୁଦୀର୍ଘ ସମୟ ଭିତରେ ଭିତରକନିକା ଜାତୀୟ ଉଦ୍ୟାନ ବିଭିନ୍ନ କ୍ଷେତ୍ରରେ ଅଜସ୍ର ସ୍ମୃତି ସାଉଁଟି ସାରିଛି।…

ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ,୨୬।୮ (ଅଭୟ ଦାଶ): ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ପକ୍ଷରୁ ଦୁଇଟି ନୂତନ ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ମହିଳାମାନଙ୍କ ପାଇଁ ଏକ ସ୍ବତନ୍ତ୍ର ସଞ୍ଚୟ ଖାତା ‘ଅବ୍‌ନି’ର ଶୁଭାରମ୍ଭ କରାଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?