Home Left

ବନ୍ୟାସ୍ରୋତରେ ମହାନଦୀପଠାରୁ ଅତଡ଼ା ଧସୁଛି

ରଘୁନାଥପୁର, ୩୦।୮(ରାଜେନ୍ଦ୍ର ନାରାୟଣ ସିଂହ): ମହାନଦୀ ସାଉଥ୍‌ ଜଳସମ୍ପଦ ବିଭାଗ ତଥା ମଣିଜଙ୍ଗା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ଥିବା ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର, ଗୋକୁଳପୁର ଓ ହରିଶପୁରଠାରେ ମହାନଦୀ ପଠା ବନ୍ୟାସ୍ରୋତରେ ନଦୀଗର୍ଭରେ ଲୀନ ହେବାକୁ ଲାଗିଛି। ଧୀରେ…

ବିଡିଓଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଲେ ପ୍ରଣବ

ଧର୍ମଶାଳା,୨୯ା୮(ବଟକୃଷ୍ଣ ପରିଡ଼ା):ଯାଜପୁର ଜିଲାର ଧର୍ମଶାଳାରେ ରାଜନୈତିକ ବିବାଦ ଉଗ୍ର ହେବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ସହ ନେତା, କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ସ୍ଥିତି ଏପରି ହୋଇଛି ଯେ, ପଞ୍ଚାୟତ ସମିତି ପରିସରରେ ପଞ୍ଚାୟତ ଜନ ପ୍ରତିନିଧିମାନେ ନିଜକୁ…

୧୦ କୋଟିର ମ୍ୟୁଜିୟମ୍‌ ଏବେ ଭୂତକୋଠି

ଯାଜପୁର,୩୦ା୮(ହର୍ଷବର୍ଦ୍ଧନ ବେହେରା) : ରାଜ୍ୟରେ ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ଅଧାରେ ଅଟକିଛି। କେତେକାଂଶରେ କାମ ସରିଛି, ହେଲେ ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାବାଦ୍‌ ନିମ୍ନମାନର କାର୍ଯ୍ୟ ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି କରିଛି। ସେଥିମଧ୍ୟରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ…

ସୁରକ୍ଷା ମାଗିଲେ ଧର୍ମଶାଳା ବିଧାୟକ

ଯାଜପୁର,୩୦ା୮(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ କୁମାରୀସ୍ଥିତ କାର୍ଯ୍ୟାଳୟ ଆଗରେ ଗୁଳି ଫୁଟିଛି। କେହି ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରି ଫେରାର ହୋଇଯାଇଛନ୍ତି। ଧର୍ମଶାଳା ପୋଲିସ ୨ଟି ଖୋକା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ…

କ୍ରୀଡ଼ାବିତ୍‌ଙ୍କ ସଫଳତାରେ ପ୍ରତ୍ୟେକ ଓଡ଼ିଆ ଗର୍ବିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୮ (ତପନ ସ୍ବାଇଁ):ଜାତୀୟ କ୍ରୀଡ଼ା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଲୋକସେବା ଭବନସ୍ଥିତ କନ୍‌ଭେନଶନ ହଲ୍‌ରେ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ହକିର ପ୍ରବାଦପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଭାରତୀୟ ହକି…

୫ ଛୁଆ ଜନ୍ମଦେଲା ସିଂହୀ ‘ବିଜ୍‌ଲୀ’

ବାରଙ୍ଗ,୩୦।୮(ଲିଙ୍ଗରାଜ ରାଉତ):ନନ୍ଦନକାନନର ଅନ୍ୟତମ ଆକର୍ଷଣ ସିଂହୀ ବିଜ୍‌ଲୀ ଗୁରୁବାର ୫ ଛୁଆ ଜନ୍ମ ଦେଇଛି। ୨୦୨୦ ମସିହାରେ ବିଜ୍‌ଲୀକୁ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନକୁ ଅଣାଯାଇଥିଲା। ଏଥର ସିଂହ ‘ସମ୍ରାଟ’ ସହ ମିଶି ୪ର୍ଥ ଥର ପାଇଁ ୯ ବର୍ଷୀୟା ବିଜ୍‌ଲୀ…

ଲଘୁଚାପ ସକ୍ରିୟ:୨ ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ୱର,୩୦ା୮ (ଅନୁରାଧା ମହାରଣା):ପୂର୍ବ ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକବ୍ରାର ପଶ୍ଚିମ ଉତ୍ତର ଦିଗରେ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିବ। ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା…

ପୁଟିନଙ୍କୁ ଧୋକା: ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୨୯ା୮: ଜାଲିଆତି ଅଭିଯୋଗରେ ରୁଷିଆର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପାଭେଲ ପୋପୋଭ୍‌ଙ୍କୁ ଗୁରୁବାର ଗିରଫ କରାଯାଇଛି। ସେ ଦୋଷୀସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲରେ ରହିପାରନ୍ତି ବୋଲି ରୁଷିଆ ସରକାରୀ ନ୍ୟୁଜ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି। ଗତ କିଛିମାସ ମଧ୍ୟରେ ଜାଲିଆତି,…

ଜଳବାୟୁ ପରିବର୍ତ୍ତନ: ଗ୍ରୀସ୍‌ ଉପକୂଳରେ ୧୦୦ ଟନ୍‌ ମଲା ମାଛ

ଭୋଲୋସ୍‌,୨୯ା୮: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ମଣିଷଙ୍କ ଜୀବନକୁ ଦୁର୍ବିସହ କରିନାହିଁ, ବନ୍ୟଜନ୍ତୁ ଓ ସାମୁଦ୍ରିକ ଜୀବ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗ୍ରୀସ୍‌ର ଭୋଲୋସ୍‌ ବନ୍ଦର ଆଖପାଖ ଅଞ୍ଚଳରେ ୧୦୦ ଟନ୍‌ରୁ ଊର୍ଦ୍ଧ୍ୱ ମଲା ମାଛ ପଡ଼ିଥିବା ଦେଖିବାକୁ ମିଳିଛି। ଏଥେନ୍ସ…

ଅନୁଗୋଳ ଜିଲାରେ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୁରୁବାର ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ ରହିଥିବା ପ୍ରକଳ୍ପ…

ଚାକିରିରୁ ବାହାର କରିଦେବାରୁ ମାଲିକଙ୍କୁ କୋଦାଳରେ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୨୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଗ୍ରୀଡ୍‌ ସବ୍‌ଷ୍ଟେଶନ ନିକଟସ୍ଥ ପୌରପାଳିକା ଭେଣ୍ଡିଂ ଜୋନ୍‌ରେ ଥିବା ୱେଲ୍ଡିଂ ଦୋକାନ ମାଲିକଙ୍କୁ ହେଲପର ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଦୋକାନ ମାଲିକ ମଥୁରା ଗିରି ଗୁରୁତର ହୋଇ ଭୁବନେଶ୍ୱରସ୍ଥିତି ଏକ…

ପୋଲିସ-ମାଓବାଦୀ ମୁହାଁମୁହିଁ: ୩ ମହିଳା ମାଓବାଦୀ ନିହତ

ମାଲକାନଗିରି,୨୯ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଏବଂ କାଙ୍କେର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଗୁରୁବାର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନାରାୟଣପୁର ଏବଂ କାଙ୍କର ଜିଲା ସୀମାବର୍ତ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?