Home Left

ପ୍ରବଳ ବର୍ଷାରେ ଭାଙ୍ଗିଲା ଘର: ବାସହରା ହେଲେ ଲୋକେ

କର୍ଲାମୁଣ୍ଡା:୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଗାଁରେ ମାଟି ଘରଗୁଡିକ ଭାଙ୍ଗିଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ବର୍ଷା ଯୋଗୁ ବ୍ଲକର କର୍ଲାମୁଣ୍ଡାର କମଳ ସାହୁ ଓ ନକୁଳ ସାହୁ, ସ.ମାଲପଡା ପଞ୍ଚାୟତ…

ସାର ଦୋକାନରେ ଏନ୍‌ଫୋର୍ସମେଣ୍ଟ କମିଟିର ଚଢାଉ

କର୍ଲାମୁଣ୍ଡା,୨୯।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ସାର, କୀଟନାଶକ ଔଷଧ ଚାଷୀମାନେ ଠିକ ମୂଲ୍ୟରେ ପାଇପାରିବେ, ସେ ନେଇ ବ୍ଲକ ଏନ୍‌ଫୋର୍ସମେଣ୍ଟ କମିଟି ପକ୍ଷରୁ ବ୍ଲକର ବିଭିନ୍ନ ଗାଁରେ ଚଢାଉ କରି ସାର ଦୋକାନଗୁଡ଼ିକର କାଗଜ ପତ୍ର, ଷ୍ଟକ…

ସିସିଟିଭିରେ କଏଦ ହେଲା କୋଲକାତା ଡାକ୍ତର ବଳାତ୍କାର-ହତ୍ୟା ଘଟଣାର ଭିଡିଓ! ଦେଖିଲେ ଥରି ଉଠିବ ଛାତି

କୋଲକାତା,୨୯।୮: କୋଲକାତା ବଳାତ୍କାର ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଲକାତା ଘଟଣା ପରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି ଯେ କ୍ରାଇମ ସିନରେ…

ଯୋଗାଣ ବିଭାଗର ଚଢ଼ାଉ, ୧୩ ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ

ବାଲିଗୁଡ଼ା,୨୯ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ପକ୍ଷରୁ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ ଓ ବଣ୍ଡଗୁଡ଼ା ଗ୍ରାମର ବିଭିନ୍ନ ଦୋକାନରେ ଅଚାନକ ଚଢ଼ାଉ କରାଯାଇ ୧୩ ଟି ଘରୋଇ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ପ୍ରକାଶ ଯେ,…

‘ଆପଣଙ୍କ ପୁଅ ତ ରାଜନେତା ହୋଇ ପାରିଲେନି ହେଲେ…’,ପୁଅଙ୍କୁ ନେଇ ବାପାଙ୍କୁ ଟାର୍ଗେଟ କଲେ ଦିଦି

କୋଲକାତା,୨୯।୮: ଜୟ ଶାହା ଆଇସିସି ଚେୟାରମ୍ୟାନ ହେବା ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ଉପରେ ଖୁବ ବର୍ଷିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଅଭିନନ୍ଦନ ସ୍ବରାଷ୍ଟ୍ରମନ୍ତ୍ରୀ, ଆପଣଙ୍କ ପୁଅ ନେତା ହୋଇ ପାରିଲେ ନାହିଁ,…

ଜନତାଙ୍କ ମତ ନେଇ ଘୋଷଣା ପତ୍ର ପ୍ରସ୍ତୁତ କରିବ ଭାଜପା

ରାଞ୍ଚି,୨୯।୮: ଭାରତୀୟ ଜନତା ପାର୍ଟି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର (ମନିଫେଷ୍ଟୋ) ପ୍ରସ୍ତୁତ କରିବା ପୂର୍ବରୁ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କଠାରୁ ପରାମର୍ଶ ନେବ ବୋଲି କହିଛି। ଏଥିପାଇଁ ବିଭାଗଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ଏକ ବୃହତ ପରିମାଣର…

ଗୁଜରାଟରେ ପ୍ରଳୟଙ୍କରୀ ବନ୍ୟା, ବୁଡିଗଲା ୫୦ଲକ୍ଷ ଟଙ୍କାର ଅଡି

ଗାନ୍ଧିନଗର,୨୯।୮: ଗୁଜରାଟରେ ଲଗାଣ ବର୍ଷା ଫଳରେ ଏଠାରେ ବନ୍ୟା ପରିସ୍ଥିତି ଗମ୍ଭିର ହୋଇଛି। ଏପର୍ଯ୍ୟନ୍ତ ୧୮,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ଏପର୍ଯ୍ୟନ୍ତ ବନ୍ୟାରେ ୨୯ଜଣଙ୍କର ମୃତ୍ୟୁ ଘଟିଛି। ଅଗଷ୍ଟ ୩୦ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ…

ବିଶ୍ୱରେ ସବୁଠୁ ଅଧିକଥର ଦେଖାଯାଇଛି ଏହି ଫଟୋ: ରୁଷିଆ ରାଷ୍ଟ୍ରପତି ମଧ୍ୟ….

ଅଧିକାଂଶ ଲୋକ ଫଟୋଗ୍ରାଫକୁ ଭଲ ପାଆନ୍ତି। ଆଜିକାଲି ସୋସିଆଲ ମିଡିଆର ଯୁଗରେ, ଲୋକମାନେ ବୁଲିବା ଅପେକ୍ଷା ପରିବର୍ତ୍ତେ ଫଟୋ ଏବଂ ଭିଡିଓ ତିଆରି ଉପରେ ଅଧିକ ଧ୍ୟାନ ଦିଅନ୍ତି । କିନ୍ତୁ ଆଜି ଆମେ ଏମିତି ଏକ ଫଟୋ ବିଷୟରେ କହିବାକୁ…

ଗର୍ଭାବସ୍ଥାରେ ବାନ୍ତି କାହିଁକି ହୁଏ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଘଟେ। ଗର୍ଭାବସ୍ଥାରେ ବିଶେଷତଃ ପ୍ରଥମ ତିନି ମାସ ପର୍ଯ୍ୟନ୍ତ ମହିଳାମାନେ କିଛି ଖାଇ ପିଇ ପାରନ୍ତି ନାହିଁ। କିଛି ବି ଖାଇବା ପରେ ବାନ୍ତି ଆରମ୍ଭ ହୁଏ। ଯଦିଓ ଏହା ଏକ ସାଧାରଣ…

ମହାଭାରତ ସମୟରେ ଭୀଷ୍ମ ପିତାମହ ଓ ଶ୍ରୀକୃଷ୍ଣଙ୍କୁ କେତେ ବୟସ ହୋଇଥିଲା, ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୨୯।୮: ଆଜିକାର ସମୟରେ ମଣିଷ ଜୀବନର ହାରାହାରି ବୟସ ୭୦-୮୦ବର୍ଷ ଯାଏଁ ରହୁଛି। ତେବେ ଅନେକଙ୍କ କ୍ଷେତ୍ରରେ ଅର୍ଥାତ୍‌ ଏବେ ଜଣେ ସୁସ୍ଥ ମଣିଷ ୧୦୦-୧୨୫ବୟସ ଯାଏଁ ବି ବଞ୍ଚୁଛନ୍ତି। କେବେ ଆପଣ ଚିନ୍ତା କରିଛନ୍ତି ୧୦୦୦ବର୍ଷ ପୂର୍ବରୁ ହୋଇଥିବା ମହାଭାରତ…

ଭିଡିଓ ଜାରି କରି ଭାରତକୁ ଧମକ ଦେଲେ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୮: ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଫରହତୁଲ୍ଲା ଗୌରୀ ଭାରତ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି। ସେ ଏକ ଭିଡିଓ ଜାରି କରିଛନ୍ତି। ଭିଡିଓ ମାଧ୍ୟମରେ ତାଙ୍କ ସ୍ଲିପର ସେଲ୍‌ସ୍‌କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସେମାନେ ଦିଲ୍ଲୀ-ମୁମ୍ବାଇ…

ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ

ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?