Home Left

ସ୍ବାୟତ୍ତ ଶାସନ ଦିବସ ପାଳନକୁ ବର୍ଜନ କଲେ ଉପାଧ୍ୟକ୍ଷଙ୍କ ସମେତ ୯ କାଉନସିଲର

ପୁରୁଷୋତ୍ତମପୁର,୩୧ା୮(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ବିଡିଓ ମନୋଜ…

ଚିରାଗ ପାସଓ୍ବାନ୍‌ଙ୍କ ଡିଗ୍ରୀକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୩୧।୮: ଭାଜପାର ସହଯୋଗୀ ଲୋକ ଜନଶକ୍ତି ପାର୍ଟି (ରାମବିଳାସ)ର ସଭାପତି ତଥା କେନ୍ଦ୍ର ସରକାରରେ ମନ୍ତ୍ରୀ ଚିରାଗ ପାସୱାନଙ୍କ ଡିଗ୍ରୀ ସମ୍ପର୍କରେ ଏକ ବଡ଼ ଖୁଲାସା କରାଯାଇଛି। ଝାନସିର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଦାବି କରିଛନ୍ତି, ଚିରାଗଙ୍କର ବି-ଟେକ ଡିଗ୍ରୀ…

ବାଂଲାଦେଶ ସହିତ ମିଶି ଷଡଯନ୍ତ୍ର କରୁଛି ପାକିସ୍ତାନ, ଭାରତ ଉପରେ…

ନୂଆଦିଲ୍ଲୀ,୩୧।୮: ବାଂଲାଦେଶରେ ରାଜନୈତିକ ସ୍ଥିରତା ମଧ୍ୟ ଭାରତ ଉପରେ ପ୍ରଭାବ ପକାଉଛି। ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯାଇଛି। କିନ୍ତୁ ବାଂଲାଦେଶରେ ଭାରତ ବିରୋଧରେ ଭାବନା ବୃଦ୍ଧି ପାଉଛି। ପାକିସ୍ତାନ ଏବେ ଏହାର ଖୋଲାଖୋଲି ଭାବେ ଲାଭ ଉଠାଇବା ଆରମ୍ଭ କରିଛି।…

ବିଭୀଷଣ ପାଲଟିଯିବେ ମୋଦିଙ୍କ ‘ହନୁମାନ’: ଅମିତ ଶାହାଙ୍କୁ ଭେଟିବା ପରେ ଏମିତି କିଛି କହିଦେଲେ ଚିରାଗ ପାସୱାନ

ନୂଆଦିଲ୍ଲୀ,୩୧।୮: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ବିହାରରେ ଭାଜପାକୁ ଫେରିବା ପରଠାରୁ ଏହି ରାଜ୍ୟରେ ଏନଡିଏରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି। ଗତ କିଛି ମାସ ମଧ୍ୟରେ ଏଭଳି ଆଲୋଚନା ଚାଲିଛି ଯେ, ମୋଦିଜୀଙ୍କ ହନୁମାନ…

କୋଲକାତା ବଳାତ୍କାର ଘଟଣା ଉପରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ ପ୍ରତିକ୍ରିୟା, ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ କହିଲେ…

ନୂଆଦିଲ୍ଲୀ,୩୧।୮: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରତ ମଣ୍ଡପମ୍‌ଠାରେ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କ ବିରୋଧରେ ଅପରାଧ ମାମଲାରେ ଶୀଘ୍ର ନ୍ୟାୟ ପ୍ରଦାନକୁ ସମର୍ଥନ କରିଛନ୍ତି। ମହିଳାଙ୍କ ପ୍ରତି ହେଉଥିବା…

ସୁଭଦ୍ରା, ପିଏମ୍‌ ବିଶ୍ୱକର୍ମା ଯୋଜନାକୁ ନେଇ ମିଥ୍ୟା ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡ଼ି,୩୧ା୮(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନୂତନ ଯୋଜନା ସୁଭଦ୍ରା ଏବଂ ପିଏମ୍‌ ବିଶ୍ୱକର୍ମା ଯୋଜନା ସମ୍ପର୍କରେ ଏକ ସଚେତନ କର୍ମଶାଳା ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଯୋଜନା ସମ୍ପର୍କରେ ରାଜ୍ୟ ସରକାର ଘୋଷଣା କରିବା ପରେ ଅନେକ…

ଅଭିଷେକଙ୍କ ସହ ପ୍ରତ୍ୟେକ ଦିନ ହେଉଥିଲା ଝଗଡା, ଖୁଲାସା କରି ଜାଣନ୍ତୁ କ’ଣ କହିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ସବୁଠାରୁ ପ୍ରିୟ ଦମ୍ପତି ଅଟନ୍ତି। ଏହି ଦମ୍ପତି ୨୦ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ ଏବଂ ତାଙ୍କର ଏକ ଝିଅ ଆରାଧ୍ୟା ବଚ୍ଚନ ଅଛନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ…

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ ଛୁଆ ହାତୀ। ଦୀର୍ଘ ୫ ଘଣ୍ଟାର କସରତ ପରେ ଜେସିବି ସହାୟତାରେ ବନ ବିଭାଗ…

ପେନସନଧାରୀଙ୍କ ମୃତ୍ୟୁ ହୋଇଗଲେ ପରିବାର ସଦସ୍ୟଙ୍କୁ କେତେ ପ୍ରତିଶତ ମିଳିବ ପେନସନ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୮: ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଓପିଏସ ଏବଂ ଏନପିଏସ୍‌ ହଟାଯାଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୟୁନିଫାଏଡ ପେନସନ ଯୋଜନା ଅନୁମୋଦନ କରାଯାଇଥିଲା। ୟୁପିଏସ ଅଧୀନରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଅତିକମ୍‌ରେ ୨୫ ବର୍ଷ ଧରି…

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୩୧।୮: କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମକୁ ମୁହାଁଇ ମଧ୍ୟରାତିରେ ଉତ୍ତର ଆନ୍ଧ୍ର ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହା କଳିଙ୍ଗପଟ୍ଟନମ ଠାରୁ ୮୦…

ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଥାନା

ଭୁବନେଶ୍ୱର,୩୧।୮: ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି। ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଏନେଇ ଅଧିକ ଆଲୋଚନା ପାଇଁ ସେପ୍ଟେମ୍ବର…

ସୋସିଆଲ ମିଡିଆରେ କିଡ୍‌ନୀ ବିକୁଛନ୍ତି ଲୋକେ!

ନାଇପିଦ,୩୧।୮: ମ୍ୟାନମାରରେ ଅର୍ଥନୈତିକ ସଙ୍କଟ ଅବଧି ବର୍ତ୍ତମାନ ଶିଖରରେ ଅଛି। ଲୋକମାନେ ଦାରିଦ୍ର ଏବଂ ଋଣରେ ପୋତି ହୋଇ ରହିଛନ୍ତି। ଦେଶର ଏକ ବୃହତ ଜନସଂଖ୍ୟା ଜାତୀୟ ଦାରିଦ୍ର ସୀମାରେଖା ତଳେ ରହିବାକୁ ବାଧ୍ୟ ହେଉଛନ୍ତି। ମ୍ୟାନମାର ସରକାର ଲୋକଙ୍କୁ ଦାରିଦ୍ର୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?