ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ
ଭୁବନେଶ୍ୱର,୩୧।୮: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା…
ରାମନାଥ କୋଭିଡ୍ ଭାରତର ପ୍ରଥମ ଦଳିତ ରାଷ୍ଟ୍ରପତି, କଙ୍ଗନାଙ୍କ ପୁଣି ଏକ ବିବାଦୀୟ ବୟାନ
ନୂଆଦିଲ୍ଲୀ,୩୧।୮: ଅଭିନେତ୍ରୀରୁ ନେତ୍ରୀ ପାଲଟିଥିବା କଙ୍ଗନା ରାଣାଓ୍ବତ୍ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାଜପା ଏମ୍ପି ହେବା ପରଠୁ ନିଜ ମନ୍ତବ୍ୟକୁ ନେଇ ଅଧିକ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି। ଏକ ଓ୍ବେବ୍ ଚ୍ୟାନେଲକୁ ସାକ୍ଷାତ୍କାର ଦେଇ କଙ୍ଗନା ପୂର୍ବତନ ରାଷ୍ଟ୍ରପତି ରାମନାଥ…
ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍ସ ଗଦା
କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କାଉଡୋଳାରୁ ମହାଜନଗୁଡା ବାଞ୍ଜିବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍ସ ଗଦା କରାଯାଇଛି। ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିମୋଟର ଦୁର୍ଘଟଣାର ସମ୍ମୁଖୀନ…
କୋଲକାତା କାଣ୍ଡ: ବଳାତ୍କାର ପରେ ସେମିନାର ହଲ୍ରେ ପଶିଲେ, ପ୍ରମାଣ ଲୁଚାଇବା ପାଇଁ… ଭାଇରାଲ ହେଲା ଫଟୋ
କୋଲକାତା,୩୧।୮: କୋଲକାତା ଘଟଣାକୁ ନେଇ ଏକ ଫଟୋ ଭାଇରାଲ ହୋଇଛି। ଆରଜି ମେଡିକାଲ କଲେଜର ସେମିନାର ହଲ୍ରେ ଘଟଣା ପରେ ବହୁ ଲୋକ ଗହଳି କରିଥିବା ଫଟୋ ଭାଇରାଲ ହୋଇଛି। ତେବେ ଭାଇରାଲ ଫଟୋକୁ ନେଇ ସିବିଆଇ ସନ୍ଦେହ ପ୍ରକାଶ କରିଛି।…
ଘୁଞ୍ଚିଲା ବିଧାନସଭା ନିର୍ବାଚନ ତାରିଖ, ଏହିଦିନ ଭୋଟିଂ
ନୂଆଦିଲ୍ଲୀ,୩୧ା୮: ଭାରତର ନିର୍ବାଚନ କମିଶନ (ଇସିଆଇ) ହରିୟାଣା ବିଧାନସଭା ନିର୍ବାଚନ ତାରିଖ ପରିବର୍ତ୍ତନ କରିଛନ୍ତି। ଅକ୍ଟୋବର ୧ରେ ହରିୟାଣାରେ ଭୋଟଗ୍ରହଣ ପାଇଁ ପୂର୍ବରୁ ତାରିଖ ଘୋଷଣା ହୋଇଥିଲା। ତେବେ ସେଦିନ ବିଷ୍ଣୋଇ ସମ୍ପ୍ରଦାୟର ବହୁ ପୁରାତନ ଉତ୍ସବକୁ ଦୃଷ୍ଟିରେ ରଖି ଅକ୍ଟୋବର…
ବସ୍-ବାଇକ୍ ମୁହାଁମୁହିଁ ଧକ୍କା
କୋକସରା,୩୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ଦେଇ ପିପଲଗୁଡା ଯାଉଥିବା ସୁଭଦ୍ରା ନାମକ ଏକ ଘରୋଇ ବସ୍ ସହିତ କୁଶମାଲ ଛକ ନିକଟରେ ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକରେ ଥିବା ୨ଜଣ…
ଆକ୍ସନ ମୋଡ୍ରେ ସରକାର, ଶ୍ରୀମନ୍ଦିର କାର୍ଯ୍ୟାଳୟର ୩୨ କର୍ମଚାରୀ ବିଦା
ପୁରୀ,୩୧।୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ କାର୍ଯ୍ୟରତ ୩୨ ଜଣ ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ବିଦା କରିଛନ୍ତି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ଖବର ଜାଣିବା ପରେ ଆକ୍ସନ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଅବସରପ୍ରାପ୍ତ…
ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଲାଞ୍ଜିଗଡ଼,୩୧ା୮(ରମେଶ ଚନ୍ଦ୍ର ନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ପଞ୍ଚାୟତ ଦୋରାସାର୍ଲି ଗାଁର ସହଦେବ ହରିଜନ (୨୮)ଙ୍କ ଗୁରୁବାର ସେଠାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ସହଦେବ ୨୦୨୩ ଅଗଷ୍ଟରେ ତାମିଲନାଡୁ ତ୍ରିପୁର ଜିଲାକୁ କାମ…
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ, ରତ୍ନଭଣ୍ଡାର ଚଟାଣ ତଳେ…
ଭୁବନେଶ୍ୱର,୩୧।୮: ରତ୍ନଭଣ୍ଡାର ସର୍ଭେ ନେଇ ଗଣମାଧ୍ୟମରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି, ଏଏସଆଇ ତାର ପ୍ରାଥମିକ ଅନୁସନ୍ଧାନ କରି ସାରିଲାଣି। ନନ୍ପେନିଟ୍ରେଟିଙ୍ଗ ସର୍ଭେ କରିବା ପାଇଁ ଯୋଜନା ରହିଛି। ସମସ୍ତଙ୍କ ମନରେ ଗୋଟେ ଆଶଙ୍କା…
ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି
ଭଞ୍ଜନଗର, ୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ିରେ ଲାଗିଥିବା ଝାଡ଼ାବାନ୍ତି ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ। ମୃତ୍ୟୁସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଝାଡ଼ାବାନ୍ତିରେ ୪ଜଣ ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ଅରକ୍ଷିତ ଗୌଡ଼ ଏବଂ ତାଙ୍କ…
ଯଶୋବନ୍ତ ସଭାପତି , ଜଗନ୍ନାଥ ସମ୍ପାଦକ
ଛତ୍ରପୁର,୩୧ା୮(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଥିବା ଓଏସ୍ଏପି ଅଷ୍ଟମ ବାଟାଲିୟନର ହାବିଲଦାର ଓ ସିପାହୀ ସଂଘ ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇ ଶନିବାର ଫଳାଫଳ ଘୋଷଣା ହୋଇଛି l ସଂଘ ସଭାପତି ଭାବେ ଯଶୋବନ୍ତ ସ୍ବାଇଁ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି…
ଥଣ୍ଡା ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର
ଗୋପାଳପୁର,୩୧।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି l କେତେବେଳେ ହତ୍ୟା ତ, ଆଉ କେତେବେଳେ ବଳାତ୍କାର ଭଳି ଘଟଣା ସାମ୍ନାକୁ ଆସୁଛି। ଫୁଣି ଜିଲାରୁ ଏକ ଲଜ୍ୟାକର ଘଟଣା ପଦାକୁ ଆସିଛି।…

