Home Left

ବଜ୍ରପାତରେ ଘର ସହ ଜୀବନ୍ତ ଜଳିଗଲେ ବିଟେକ୍‌ ଛାତ୍ର

ବାଲେଶ୍ୱର,୧୮।୩(ପ୍ରଦୀପ ଦାସ): ନଡ଼ାଛପର ଘରେ ଜୀବନ୍ତ ଜଳିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇରେ । ନିକଟସ୍ଥ ଚିଙ୍ଗୁଡି ଘେରିକୁ ଯାଉଥିବା ବେଳେ କାଳବୈଶାଖୀ ଝଡ ହୋଇଥିଲା। ଉପାୟ ନପାଇ ସେଠାରେ ଥିବା ଏକ ଚାଳିଆଘରେ ସେ ଆଶ୍ରୟ…

ସବୁ ଦଳର ପ୍ରାର୍ଥୀ ତାଲିକା ଘୋଷଣା ଉପରେ ରହିଛି ନଜର

ଭୁବନେଶ୍ୱର,୧୮ା୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସାଙ୍ଗକୁ ଆଦର୍ଶ ଆଚରଣବିଧି ଲାଗୁ ହୋଇସାରିଛି। ଆସନ୍ତା ଏପ୍ରିଲ ୧୯ରୁ ଦେଶର ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ’ ୧୩ ତାରିଖରୁ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ଭୋଟ…

ଉଦ୍ୟୋଗୀ ହେବା ପାଇଁ ନିରନ୍ତର ଉଦ୍ୟମ ଲୋଡ଼ା

ଗଞ୍ଜାମର ଗ୍ରାମାଞ୍ଚଳରୁ ଜୀବନ ଆରମ୍ଭକରି ଗ୍ରାମ୍ୟ ପରିବେଶରେ ମାଧ୍ୟମିକ ଶିକ୍ଷା ଶେଷ କରିଥିଲେ। ଅତି ନିକଟରୁ କ୍ଷୁଦ୍ର ବ୍ୟବସାୟ ମାଧ୍ୟମରେ ପରିଚାଳନାଗତ ଦକ୍ଷତା ଆହରଣ କରିପାରିଥିଲେ। ମାତ୍ର ଜୀବନରେ ଆଗକୁ ବଢ଼ିବାର ଆଶା ସବୁ ବାଧାକୁ ଅତିକ୍ରମ କରିଥିଲା। ଉଦ୍ୟୋଗୀ ମଣିଷ…

୨୪ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ: ରାଜପଥରେ ଅଟକି ରହିଛି ଶହଶହ ଗାଡି

ପାଟଣା,୧୮।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ୍‌ ମାଲିକ ସଂଘ ସୋମବାର ଓଏମ୍‌ସି ଶୁଆକାଟିରୁ ଗୁହାଳଡିହିକୁ ରେଳ ସଂଯୋଗୀକରଣ ଓ ଟ୍ରେନ୍‌ ଯୋଗେ ଲୁହାପଥର ପରିବହନକୁ ବିରୋଧରେ ୨୪ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି। ଏହାକୁ ସମର୍ଥନକରି ପାଟଣା ଟ୍ରକ୍‌ ମାଲିକ ଆସୋସିଏଶନ ପକ୍ଷରୁ…

ଥରକେ ୩ ଆସନରୁ ଲଢିଥିଲେ ବାଜପେୟୀ, ଜାଣନ୍ତୁ ଜଣେ ପ୍ରାର୍ଥୀ କେତେଟା ଆସନରୁ ଲଢିପାରିବେ ନିର୍ବାଚନ

ନୂଆଦିଲ୍ଲୀ,୧୮।୩: ରାହୁଲ ଗାନ୍ଧୀ ୱାୟାନାଡ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିନ୍ତୁ ସେ ଆମେଠିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସନ୍ଦେହ ରହିଛି। ୨୦୧୯ ନିର୍ବାଚନରେ ସେ ଉଭୟ ଆମେଠି ଏବଂ ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ ଆମେଠିରୁ…

ଟ୍ରାକ୍ଟରକୁ ଧକ୍କା ଦେଲା ଏସ୍‌ୟୁଭି: ବାପା, ଦୁଇ ପୁଅଙ୍କ ସମେତ ଚାଲିଗଲା ୯ ଜୀବନ

ପାଟନା,୧୮।୩: ବିହାରରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଖାଗରିଆର ରାଜପଥରେ ଏକ ଏସୟୁଭି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବାପା ଏବଂ ଦୁଇ ପୁଅଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଆହତ…

ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଦେଇଛି ଚାନ୍ଦା, ଜାଣନ୍ତୁ କେଉଁ ଦଳକୁ ଦେଇଛି କେତେ ଟଙ୍କା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ର ସବିଶେଷ ତଥ୍ୟ ସାର୍ବଜନୀନ ହେବା ପରେ ପ୍ରତିଦିନ ଏହା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବଣ୍ଡ୍‌ଗୁଡିକର ସବିଶେଷ ତଥ୍ୟରୁ ଏହା ମଧ୍ୟ ଜଣାପଡୁଛି ଯେ କେଉଁ କମ୍ପାନୀଗୁଡିକ କେଉଁ ରାଜନୈତିକ ଦଳମାନଙ୍କୁ ଇଲେକ୍ଟୋରାଲ ବଣ୍ଡ୍‌…

ରାଜ୍ୟ ସରକାର-ରାଜ୍ୟପାଳ ପୁଣି ମୁହାଁମୁହିଁ

ଚେନ୍ନାଇ,୧୮।୩: ତାମିଲନାଡୁରେ ରାଜ୍ୟ ସରକାର ଏବଂ ରାଜ୍ୟପାଳ ପୁଣି ମୁହାଁମୁହିଁ ହୋଇଛନ୍ତି। ସିଏମ ଷ୍ଟାଲିନଙ୍କ ସୁପାରିଶ ସତ୍ତ୍ୱେ ବିଧାୟକ ଭାବେ ପୁନଃସ୍ଥାପିତ ହୋଇଥିବା କେ. ପୋନମୁଡିଙ୍କୁ ରାଜ୍ୟପାଳ ଆର.ଏନ ରବି ଶପଥ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଆୟରୁ ଅଧିକ ସମ୍ପତ୍ତି…

ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ

ପୁରୁଷୋତ୍ତମପୁର,୧୮ା୩(ସୀମାଞ୍ଚଳ ମିଶ୍ର): ସରକାର ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଥିବା ବେଳେ ପ୍ରଶାସନ ଓ ସରପଞ୍ଚଙ୍କ ବୈମାତୃକ ମନୋଭାବ ଯୋଗୁ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ପଲ୍ଲିରେ ଲୋକଙ୍କୁ ପାଣି ଟୋପାଏ ମିଳିପାରୁ ନ ଥିବାର ଅଭିଯୋଗ କରି ସୋମବାର ମହିଳାମାନେ ହାଣ୍ଡି…

ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ

ରାୟଗଡ଼ା,୧୮ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ସୋମବାର ଖୋଲାଯାଇଛି। ଏହି ଗଣତିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କ ସମେତ ମଝିଘରିଆଣୀ ମନ୍ଦିର ମହିଳା କର୍ମଚାରୀ, ଭେଙ୍କେଟେଶ୍ୱର ମନ୍ଦିରର ମହିଳା ଓ ଅନ୍ୟମାନେ ଗଣତିରେ…

ଏକତରଫା ବିଜୟ ହାସଲ କଲେ ଭ୍ଲାଡିମିର ପୁଟିନ: ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି

ମସ୍କୋ,୧୮।୩: ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ…

ଲୋକ ସଭା ନିର୍ବାଚନ ପୂର୍ବରୁ ଏଏପିକୁ କିଏ ଦେଲା ଚାନ୍ଦା, ଇଲେକ୍ଟୋରାଲ ବଣ୍ଡ୍‌ର ନୂଆ ସୂଚନାରେ ଖୁଲାସା

ନୂଆଦିଲ୍ଲୀ,୧୮।୩: ଇଲେକ୍ଟୋରାଲ ବଣ୍ଡ୍‌ ବିଷୟରେ ସୂଚନା ସାର୍ବଜନୀନ ହେବା ପରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ଗୋଟିଏ ପଟେ ବଣ୍ଡ୍‌କୁ ନେଇ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳ ଟାର୍ଗେଟ୍‌ରେ ଥିବା ବେଳେ ଆମ ଆଦମୀ ପାର୍ଟିକୁ ମିଳିଥିବା ର୍ନିବାଚନ ବଣ୍ଡ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri