Home Left

ଭାରତରେ ଖେଳାଯିବ ନାହିଁ ଆଇପିଏଲ୍‌ ୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌! ଏହି ଦେଶରେ ହେବ ଆୟୋଜନ…

ନୂଆଦିଲ୍ଲୀ,୧୬।୩: ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ। ହେଲେ ଏଯାବତ ଟୁର୍ନାମେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଆସିନାହିଁ। ବିସିସିଆଇ କେବଳ ୨୧ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହାର କାରଣ ହେଉଛି ଚଳିତ ବର୍ଷ ହେବାକୁ ଥିବା…

ଚା’ ଖଟିରେ ମେଣ୍ଟ ଚର୍ଚ୍ଚା: ଦୋଛକିରେ ନେତା କର୍ମୀ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ସାଧାରଣ ନିର୍ବାଚନକୁ ନେଇ ଗାଁଠୁ ସହର ସବୁଠି ଚର୍ଚ୍ଚା। ଏହା ଭିତରେ ନିର୍ବାଚନ ତାରିଖ ଘେଷଣା ହେବାକୁ  ଯାଉଥିବା ବେଳେ ସବୁଠି ସେହି ଗୋଟିଏ ଚର୍ଚ୍ଚା ମେଣ୍ଟ ହେବ ନା ନାହିଁ l ବର୍ତ୍ତମାନ ଗଞ୍ଜାମ  ସହରର ବିଭିନ୍ନ…

ଅସୁସ୍ଥତା ଖବରକୁ ‘ଫେକ ନ୍ୟୁଜ’ ବୋଲି କହିଲେ ବିଗ ବି, ଟୁଇଟ କରି ଜଣାଇଲେ ସତ୍ୟତା

ମୁମ୍ବାଇ,୧୬।୩: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅସୁସ୍ଥତାର ଗୁଜବକୁ ମିଥ୍ୟା ଖବର ବୋଲି ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚିନ୍ତିତ ପ୍ରଶଂସକମାନେ ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁ ଝିଥିଲେ ଯେ ତାଙ୍କ ରକ୍ତ…

କାଳ ବୈଶାଖୀରେ ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ: ଛିଣ୍ଡିଲା ତାର

ଭଦ୍ରକ,୧୬।୩(ସନାତନ ରାଉତ): କାଳ ବୈଶାଖୀ ତାଣ୍ଡବରେ ଭଦ୍ରକ ଜିଲା ବନ୍ତ ବ୍ଲକ ସରମରା ଗ୍ରାମରେ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ରାତିରେ ହଠାତ୍‌ ବର୍ଷା ହେବା ସହ ଜୋରରେ ପବନ ବହିଥିଲା। ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡିବା…

ସବ୍‌ ଡିଭିଜନ ଦାବିରେ ୨୪ ଘଣ୍ଟିଆ ଜି.ଉଦୟଗିରି ବନ୍ଦ

ଜି.ଉଦୟଗିରି ୧୬।୩(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ପୁରୁଣା ତାଲୁକା ଯଥା ଜି ଉଦୟଗିରି ଏନ୍‌ଏସି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ବ୍ଲକକୁ ନେଇ ଜି ଉଦୟଗିରି ରାଜସ୍ବ ସବ୍‌ ଡିଭିଜନ ଘୋଷଣା ଦାବି କରି କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଶନିବାର…

ମାଟ୍ରିକ ରେଜଲ୍ଟ ନେଇ ବୋର୍ଡ ସଭାପତିଙ୍କ ପ୍ରେସ୍‌ମିଟ୍‌ : ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ….

କଟକ,୧୬ା୩ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ଯୁଗୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶର ୭ ଦିନ ମଧ୍ୟରେ ପରୀକ୍ଷାର୍ଥୀମାନଙ୍କୁ ଅରିଜିନାଲ ସାର୍ଟିଫିକେଟ ଅନ୍‌ଲାଇନ୍‌ ଜରିଆରେ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାଜପା ଛାଡ଼ିଲେ ପୁରୁଖା ନେତା ଜିତେନ୍ଦ୍ର ରେଡ୍ଡୀ

ହାଇଦ୍ରାବାଦ,୧୬।୩: ବହୁ ପ୍ରତୀକ୍ଷିତ ଲୋକ ସଭା ଭୋଟ ସହ ୪ ବିଧାନସଭା ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯିବ। ହେଲେ ଏହା ପୂର୍ବରୁ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଦଳର ପୂର୍ବତନ ଏମ୍‌ପି ଜିତେନ୍ଦ୍ର ରେଡ୍ଡୀ ଏବଂ ତାଙ୍କ…

ଭାଜପା ବିରୋଧରେ ନିର୍ବାଚନ ଲଢିବାକୁ ଘୋଷଣା କଲେ ଈଶ୍ୱରପ୍ପା

ବେଙ୍ଗାଲୁରୁ,୧୬।୩: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କେ.ଏସ .ଈଶ୍ୱରପ୍ପା ଶୁକ୍ରବାର (୧୫ ମାର୍ଚ୍ଚ) ଶିମୋଗା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ତାଙ୍କ ପୁଅ କେ ଇ କାନ୍ତେଶଙ୍କୁ…

ଉଡୁଥିବା ସମୟରେ ହଜିଗଲା ବୋଇଂ ଫ୍ଲାଇଟର ପ୍ୟାନେଲ

ଓରେଗନ,୧୬।୩: ବୋଇଙ୍ଗ ବିମାନର କିଛି ନା କିଛି ଘଟଣା ଜାରି ରହିଛି, ନିକଟରେ ୭୩୭-୮୦୦ର ଏକ କ୍ୟାବିନ ପ୍ୟାନେଲ ମଧ୍ୟଭାଗରେ ହଠାତ୍‌ ଅଦୃଶ୍ୟ ହୋଇଗଲା। ବାସ୍ତବରେ, ଗତ ଶୁକ୍ରବାର ସାନ ଫ୍ରାନ୍ସିସ୍କୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆମେରିକାର ଓରେଗନର ମେଡଫୋର୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ…

ଉଦୟ ଭାଟିଆ, ମାନସୀ ଗୁପ୍ତାଙ୍କୁ ଡାଏନା ସ୍ମୃତି ପୁରସ୍କାର

ଲଣ୍ଡନ/ନୂଆଦିଲ୍ଲୀ,୧୬।୩: ଦିଲ୍ଲୀର ଇନୋଭେଟର ଉଦୟ ଭାଟିଆ ଏବଂ ହରିୟାଣାର ମାନସିକ ସ୍ବାସ୍ଥ୍ୟ ପ୍ରଚାରକ ମାନସୀ ଗୁପ୍ତା, ଡାଏନା ମେମୋରିଆଲ ପୁରସ୍କାରରେ ସମ୍ମାନିତ ବିଶ୍ୱର ୨୦ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ୱେଲ୍ସର ସ୍ବର୍ଗତ ରାଜକୁମାରୀଙ୍କ ସ୍ମୃତିରେ ପ୍ରତିଷ୍ଠିତ ଡାଏନା ପୁରସ୍କାର ଚ୍ୟାରିଟି ଏହାର…

‘ଓଡ଼ିଶାର ଗ୍ରାହକ ଆଧୁନିକ ଜ୍ଞାନକୌଶଳରେ ପାରଙ୍ଗମ’

ଯୁବ ଉଦ୍ୟୋଗୀ ବିଜୟ ଦୁଗାର କୋଲକାତାରେ ଜନ୍ମଗ୍ରହଣ କରିଥିବାବେଳେ ୨୦୦୨ରେ ସେଣ୍ଟ ଜାଭିୟର୍‌ କଲେଜରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ୨୦୦୩ରେ ସେ ଉଦ୍ୟୋଗ ଜଗତରେ ପାଦ ଥାପିଥିଲେ। ଏକାଧିକ ମଲ୍ଟି ନ୍ୟାଶନାଲ ବ୍ରାଣ୍ଡ ଷ୍ଟୋରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇଥିଲେ। ପୂର୍ବଭାରତର…

ଡ୍ୟୁକୋର ସ୍ପ୍ରିଙ୍ଗ୍‌-ସମର କଲେକ୍ସନ

ଭୁବନେଶ୍ୱର,୧୬।୩: ଡ୍ୟୁକୋ ଫ୍ୟାଶନ୍ସ (ଇଣ୍ଡିଆ) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ନୂତନ ସଂଗ୍ରହ ‘ସ୍ପ୍ରିଙ୍ଗ୍‌-ସମର କଲେକ୍ସନ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ରାଣ୍ଡ୍‌ର ଲାଟେଷ୍ଟ ସମର କଲେକ୍ସନ-୨୦୨୪ରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଓ ଗୁଣାତ୍ମକମାନର ପୋଷାକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri