Home Left

କୋଲକାତା ବଳାତ୍କାର-ହତ୍ୟା ଘଟଣା: କୋର୍ଟରେ ବଡ଼ ଗେମ୍‌ ଖେଳିଲା ଅଭିଯୁକ୍ତ ସଞ୍ଜୟ, ଏବେ ଅଡୁଆରେ ସିବିଆଇ

କୋଲକାତା,୧୪।୯: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ସିବିଆଇର ଅସୁବିଧା ବଢିଛି। ଏହି ଘଟଣାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ଏବେ ଯାଏ ଠୋସ୍‌…

ଅଜଗରକୁ ମାରି ଘୋଷାଡ଼ି ଘୋଷାଡ଼ି ନେଲେ ଲୋକେ, ଆଉ ତା’ ପରେ…

ବାରିପଦା,୧୪ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ କୁଳିଅଣା ବ୍ଲକ ଅଞ୍ଚଳରେ ଏକ ଅଜଗର ସାପକୁ ଲୋକେ ମାରିଦେଇଛନ୍ତି । ବିଲୁପ୍ତପ୍ରାୟ ପ୍ରାଣୀ-୧ (ସିଡ୍ୟୁଲ୍ଡ-୧) ପ୍ରଜାତିର ଅଜଗରକୁ ମାରି କିଛି ଲୋକ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦୃଶ୍ୟ…

ସ୍ମୃତି ଇରାନୀଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୪।୮: ଆସନ୍ତା ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେପଟେ ପୂର୍ବତନ ଆମେଠି ଏମ୍‌ପି ସ୍ମୃତି ଇରାନୀ ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ସେ ରାଜଧାନୀରେ ଦଳର ସଦସ୍ୟତା ଅଭିଯାନ ସହ ଜଡିତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ…

ଏମ୍‌ଆଇପି ପୋତିଦେବାକୁ ଷଡ଼ଯନ୍ତ୍ର

ଯାଜପୁର,୧୪ା୯(ହର୍ଷବର୍ଦ୍ଧନ ବେହେରା): ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ଏକାଧିକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଯାଜପୁର ଜିଲାରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସ୍ବାର୍ଥ ସାଧନ ପାଇଁ କଳାପଥର ଖାଦାନଗୁଡିକୁ ଗୁରୁତ୍ୱ ଦେବା ସହ କ୍ଷୁଦ୍ର…

ବିଡିଓଙ୍କୁ ହତ୍ୟା ଧମକ ଦେଲେ ବିଜେଡି ସମର୍ଥିତ ଜନପ୍ରତିନିଧି

କୁଜଙ୍ଗ,୧୪।୯(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ବିଜେଡି ସମର୍ଥତ୍ତ ଜନପ୍ରତିନିଧି ବିଡିଓଙ୍କୁ ଡାକି ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବିଜେଡି ଓ ଭାଜପା ସମର୍ଥିତ ଜନପ୍ରତିନିଧି ମୁହଁାମୁହିଁ ହୋଇଛନ୍ତି। ଏହି ଘଟଣାକୁ…

କ୍ୱାର୍ଟର୍ସ ଛାଡୁନାହାନ୍ତି ପୂର୍ବତନ ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର):ବହୁ ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକ ନିର୍ବାଚନରେ ପରାଜିତ ହେବା ପରେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିନାହାନ୍ତି। ଷୋଡ଼ଶ ବିଧାନସଭା ଭାଙ୍ଗିବାର ୩ ମାସ ପୂରଣ ହେବା ସତ୍ତ୍ୱେ ମଧ୍ୟ କ୍ୱାର୍ଟର୍ସ ଖାଲି କରିବାକୁ ଆଗ…

ନାରୀ ପାଇଁ ଆଜି ବି ଉପଯୁକ୍ତ ସମାଜ ନାହିଁ

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ମହିଳା ସମିତି ପକ୍ଷରୁ ସମିତିର ପ୍ରତିଷ୍ଠାତା ଜନସାଥୀ ସ୍ବର୍ଗତ ଲେଙ୍ଗୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରାଦ୍ଧବାର୍ଷିକୀ ସମାରୋହ ଅବସରରେ ନିର୍ଭୟା ପ୍ରସଙ୍ଗରେ ଆଲୋଚନାଚକ୍ର ହୋଇଥିଲା। ଆଲୋଚନାଚକ୍ରରେ ବରିଷ୍ଠ…

ସିବିଏସ୍‌ଇ କ୍ଲଷ୍ଟର-୨ ଆଥ୍‌ଲେଟିକ୍‌ ମିଟ୍‌ରେ ସଫଳତା

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କ୍ରୀଷ୍ଣା ବିକାଶ ଅନ୍ତର୍ଗତ ବରାହଗୁଡ଼ାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୯ରୁ ୧୧ତାରିଖ ପର୍ଯ୍ୟନ୍ତ କିଟ୍‌, ଭୁବନେଶ୍ୱରଠାରେ ଅନୁଷ୍ଠିତ ସିବିଏସ୍‌ଇ କ୍ଲଷ୍ଟର୍‌-୨ ଆଥ୍‌ଲେଟିକ୍‌ ମିଟ୍‌ରେ ବିପୁଳ ସଫଳତା ଅର୍ଜନ କରି ସମୁଦାୟ ୩ଟି ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ…

ସ୍ବତନ୍ତ୍ର ପରିଚୟ ଆଣିଛି ବରଗଡ଼ କଳା, ସଂସ୍କୃତି

ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):କଳା ସଂସ୍କୃତିର ମାଟି ବରଗଡ଼। ଏଠାକାର କଳା ଓ ସଂସ୍କୃତି ସାରା ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳା ଓ କଳାକାରଙ୍କ ମାଟି ବରଗଡ଼ରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ଆନୁକୂଲ୍ୟରେ ଶୁକ୍ରବାର ସ୍ଥାନୀୟ ଅଗ୍ରଗାମୀ ଯୁବକ…

୨୩ରେ ଆୟୁଷ୍ମାନ ଯୋଜନା

ଭୁବନେଶ୍ୱର, ୧୪।୯(ସୁନିତ୍‌ ମିଶ୍ର): ଭାଜପା ପକ୍ଷରୁ ଚଳିତ ବର୍ଷ ମଧ୍ୟ ସେବାପକ୍ଷ ପାଳନ କରାଯିବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ଚଳିତ ମାସ ୧୭ରୁ ଆରମ୍ଭହୋଇ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ।…

ସୁଭଦ୍ରା ଯୋଜନା: ଆବେଦନର ତଦାରଖ କରିବେ ବରିଷ୍ଠ ଅଧିକାରୀ

ଭବାନୀପାଟଣା,୧୪ା୯ (ଉତ୍ତମ କୁମାର ଦାଶ):ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ ରୂପାୟନ ନିମନ୍ତେ କଳାହାଣ୍ଡି ଜିଲାବ୍ୟାପୀ ଆବେଦନ ପ୍ରକ୍ରିୟା ଚାଲୁରହିଛି। ଜିଲାର ୨୧ବର୍ଷରୁ ଊର୍ଦ୍ଧ୍ୱ ୬୦ବର୍ଷରୁ କମ ବୟସ୍କ ମହିଳା ଯାହାଙ୍କ ବାର୍ଷିକ ପାରିବାରିକ ଆୟ ୨ଲକ୍ଷ ୫୦ହଜାରରୁ କମ ହୋଇଥିବ…

ଦ୍ୱିତୀୟ ବିବାହ ବାହାନାରେ ଠକେଇ

ଭୁବନେଶ୍ୱର,୧୪ା୯(ସତ୍ୟଜିତ୍‌ ରାଉତ): ଟାର୍ଗେଟ୍‌ରେ ଥିଲେ ମଧ୍ୟବୟସ୍କା ମହିଳା। ଏଥିପାଇଁ ମାଟ୍ରିମୋନିଆଲ ସାଇଟ୍‌ରେ ‘ଦ୍ୱିତୀୟ ବିବାହ’ ନାଁରେ ବିଛାଇଥିଲେ ଠକେଇ ଜାଲ। ପରିଚୟ ବଦଳାଇ ରେଲ୍‌ୱେ ଅଫିସର, ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର, ଅବକାରୀ ଓ କଷ୍ଟମ୍ସ ଅଫିସର ଭଳି ଉଚ୍ଚପଦସ୍ଥ ଅଧିକାରୀ କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?