Home Left

ଡେଭିଡ୍‌ ବେଦାନ୍ତ କୋଲ୍‌ ମାଇନ୍ସର ନୂଆ ସିଇଓ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଭାରତର ସର୍ବବୃହତ୍‌ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ବେଦାନ୍ତ କୋଲ୍‌ ମାଇନ୍ସର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ଡେଭିଡ୍‌ ଷ୍ଟୋନ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏପରିକି ସେ କମ୍ପାନୀର ସମଗ୍ର କୋଇଲା ଖନନ…

ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା

ଭୁବନେଶ୍ୱର,୧୧।୯ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନିକଟରେ ଆଉ ସଫଳତା ସହ ନୂତନ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କାର୍ଯ୍ୟପରିସର ମଧ୍ୟରେ…

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ…

ଲିକ୍ୱିଡ ଗ୍ରୁପ ସହ ଫୋନପେ’ର ସହଭାଗିତା

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଲିକ୍ୱିଡ୍‌ ଗ୍ରୁପ୍‌ ସହ ଫୋନ୍‌ପେ ସହଭାଗିତା କରିଛି। ଏହାଦ୍ୱାରା ଭାରତୀୟ ଯାତ୍ରୀମାନେ ସିଙ୍ଗାପୁରରେ ଲିକ୍ୱିଡ୍‌ ଗ୍ରୁପ୍‌ର ବ୍ୟାପକ ବ୍ୟବସାୟୀ ବେସ୍‌ରେ ସେମାନଙ୍କ ଫୋନ୍‌ପେ ଆପ୍‌ ବ୍ୟବହାର କରି ସହଜରେ ସ୍କାନ୍‌ ଏବଂ ଦେୟ କରିପାରିବେ।…

ରେନଲ୍ଟ ଇଣ୍ଡିଆର ନ୍ୟୁ ମାଇଲଷ୍ଟୋନ୍‌

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ରେନଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ରେନଲ୍ଟ ଇଣ୍ଡିଆ) ନିକଟରେ ଏକ ଐତିହାସିକ ସଫଳତା ସହ ଏକ ନୂଆ ମାଇଲଖୁଣ୍ଟ (ନ୍ୟୁ ମାଇଲଷ୍ଟୋନ୍‌) ହାସଲ କରିଛି। ଏପରିକି ପ୍ରଥମ କାର୍‌ ନିର୍ମାତା…

ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ଅଗ୍ରଣୀ ଖାଇବା ତେଲ ବ୍ରାଣ୍ଡ୍‌ ଫ୍ରିଡମ୍‌ ରାଇସ୍‌ ବ୍ରାନ୍‌ ଅଏଲର ବହୁ ପ୍ରତୀକ୍ଷିତ ଅଭିଯାନ ‘କୋଲେଷ୍ଟେରୋଲ୍‌ କି ସଫାଇ କା ସ୍ପେଶାଲିଷ୍ଟ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ଅଭିଯାନର ବାର୍ତ୍ତାକୁ…

ମଣିପୁରରେ ଜୋର୍‌ଦାର ହେଲା ଛାତ୍ର ଆନ୍ଦୋଳନ

ଇମ୍ଫାଲ,୧୧ା୯: ମଣିପୁରରେ ସାନି ହିଂସା ଓ ଡ୍ରୋନ୍‌ ଆକ୍ରମଣର ପ୍ରତିବାଦ ଏବଂ ତୁରନ୍ତ ଶାନ୍ତି ଫେରାଇ ଆଣିବା ଦାବିରେ ଛାତ୍ର ଆନ୍ଦୋଳନ ଜୋର୍‌ଦାର ହୋଇଛି। କେତେକ ସ୍ଥାନରେ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦେଖି ରାଜ୍ୟ…

ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ

ବେଙ୍ଗାଲୁରୁ, ୧୧।୯: ଆପୋଫିସ୍‌ ନାମକ ଏକ କ୍ଷୁଦ୍ରଗ୍ରହ ପୃଥିବୀ ଆଡ଼କୁ ମାଡ଼ି ଆସୁଛି। ଏହା ୨୦୨୯ରେ ପୃଥିବୀ ସହ ଧକ୍କା ହେବ ବୋଲି ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ(ଇସ୍ରୋ) ସୂଚନା ଦେଇଛି। ଏହି କ୍ଷୁଦ୍ରଗ୍ରହ ପୃଥିବୀର ନିକଟତର ହେବା ମାନବ…

ଜେଲ ଗଲେ ସନ୍ଦୀପ୍‌ ଘୋଷ

କୋଲକାତା,୧୧ା୯: ଆର୍ଥତ୍କ ଅନିୟମିତତା ମାମଲାରେ ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ମଙ୍ଗଳବାର ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ତାଙ୍କ ସହ ସୁରକ୍ଷା ଅଧିକାରୀ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି

କୋଲକାତା,୧୧ା୯: ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ଏହାକୁ ମାନିନାହାନ୍ତି। ଆର୍‌.ଜି. କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ନ ମିଳିବା…

ପୁଣି ସୀମା ପାର ଆତଙ୍କବାଦ

ଗତ ୬ ମାସରେ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ଘଟିଛି। ବିଶେଷକରି ଧାରା ୩୭୦ ଉଚ୍ଛେଦ ପରେ ସ୍ବାଭାବିକ ସ୍ଥିତିକୁ ଫେରିଥିବା ଜମ୍ମୁ-କଶ୍ମୀର ସ୍ଥିତି ପୁଣି ବିଗିଡ଼ିବା ଚିନ୍ତାଜନକ। ବିଶେଷକରି ଗତ ୪ମାସରେ ଆତଙ୍କୀ-ସେନା ସଂଘର୍ଷରେ ୭୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ…

ମୋର ଦୋଷ କ’ଣ

ମୁଁ ୭ ମାସର ଭ୍ରୂଣ। ଯେତେବେଳେ ମାଆର ଗର୍ଭରେ ଥିଲି ସେତେବେଳେ ମୁଠାଏ ଦାନା ପାଇଁ ମାଆ ଯାଉଥିଲା ଦିନ ମଜୁରିକୁ। କେବେ କେଉଁଠି ବାସନ ମାଜୁଥିଲା ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟରେ ଶ୍ରମିକ ହୋଇ କାମ କାରୁଥିଲା। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?