ବାତ୍ୟା ‘ରେମଲ’ର ପ୍ରଭାବ: ଆରମ୍ଭ ହେଲାଣି ବର୍ଷା-ପବନ
ଭୁବନେଶ୍ୱର,୨୪।୫: ବାତ୍ୟା ପ୍ରଭାବରେ ଆରମ୍ଭ ହେଲାଣି ବର୍ଷା ,ପବନ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାରେ। ବାତ୍ୟା ‘ରେମଲ’ ଅବପାତର ରୂପ ନେଲାଣି। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ୱର ଜିଲାରେ ବର୍ଷା ପବନ ଆରମ୍ଭ ହୋଇଯାଇଛି । ଅବପାତ…
ପୁଅ ପାଇଁ ଭୋଟ ମାଗିବାକୁ ଯାଇଥିଲେ, ମହିଳାଙ୍କୁ ଦେଲେ ଧମକ, ପ୍ରତାପଙ୍କ ନାଁରେ ବଡ଼ ଅଭିଯୋଗ
ଭୁବନେଶ୍ୱର,୨୪।୫: ଭୋଟ ମାଗିବାକୁ ଯାଇ ମହିଳା ୱାର୍ଡମେମ୍ବରଙ୍କୁ ଧମକ ଦେଲେ ବିଜେଡି ବିଧାୟକ ପ୍ରତାପ ଜେନା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଶାଳୀନ ଶବ୍ଦ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତାପ ଜେନା ବୋଲି କୁହାଯାଉଛି।…
ଅଭିନେତ୍ରୀ ଲୈଲା ଖାନଙ୍କ ପିତାଙ୍କୁ ଫାଶି ଦଣ୍ଡ, ୧୩ ବର୍ଷ ପରେ ଆସିଲା ହତ୍ୟା ମାମଲାର ରାୟ
ମୁମ୍ବାଇ,୨୪।୫: ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ କୋର୍ଟଙ୍କ ନିଷ୍ପତ୍ତି ଆସିଛି। ମୁମ୍ବାଇର ସେସନ୍ସ କୋର୍ଟ ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ସୂଚନାଯୋଗ୍ୟ, ୧୩ବର୍ଷ ପରେ କୋର୍ଟ ଏହି ମାମଲାରେ ଦଣ୍ଡ ଘୋଷଣା କରିଛନ୍ତି। ପରଭେଜ ଟକ ମୃତ ଲୈଲା…
ସ୍ବାମୀଙ୍କ ପାଇଁ ଏମିତି କହିଲେ ଦୀପିକା ପାଲିକଲ
ନୂଆଦିଲ୍ଲୀ,୨୪।୫: ଚାରିଥର କମନୱେଲଥ ଗେମ୍ସରେ ପଦକ ଜିତିଥିବା ଦୀପିକା ପାଲିକଲ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଉଇକେଟ କିପର-ବ୍ୟାଟ୍ସମ୍ୟାନ ତଥା ତାଙ୍କ ସ୍ବାମୀ ଦୀନେଶ କାର୍ତ୍ତିକଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, କାର୍ତ୍ତିକ ତାଙ୍କ କ୍ୟାରିଅର୍ ସମୟରେ ଅନେକ ଉତ୍ଥାନର ସମ୍ମୁଖୀନ ହୋଇଥିଲେ।…
ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ
କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ପିଲାମାନଙ୍କୁ ସୋସିଆଲ ମିଡିଆରୁ ଦୂରରେ ରଖିବା ଜରୁରୀ। ଦୀର୍ଘ ସମୟ…
ଝାମ୍ପି ନେଇଗଲେ ୧୦ କେଜି ରୂପା
ବାଲିଗୁଡ଼ା,୨୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ପାଟଖଣ୍ଡା ସାହିରେ ରୂପା ବ୍ୟବସାୟୀଙ୍କଠାରୁ କେତେଜଣ ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାଟଖଣ୍ଡା ସାହିର ପୁରୁଖା ରୂପା…
ସ୍ତ୍ରୀଙ୍କଠାରୁ ଅଲଗା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା!
ମୁମ୍ବାଇ,୨୪।୫: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ସବୁକିଛି ଚାଲି ନ ଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଉପରେ ପରସ୍ପରଠାରୁ ଅଲଗା ରହୁଥିବା କୁହାଯାଉଛି। ନତାଶା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟା ସରନେମ୍ ହଟାଇ ଦେଇଛନ୍ତି।…
ଦିନକୁ ପରେ ନିର୍ବାଚନ:ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଟିମ୍
କଟକ,୨୪।୫(କାର୍ତ୍ତିକ ସାହୁ):କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ୨୫ ତାରିଖରେ ମତଦାନ ହେବ। ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ହୋଇଥିବା ମତଦାନ କେନ୍ଦ୍ର ଅଭିମୁଖେ ପୋଲିଂ ଦଳଗୁଡିକ ଜିଲା ମୁଖ୍ୟାଳୟରୁ ଶୁକ୍ରବାର ଯାତ୍ରାରମ୍ଭ କରିଛନ୍ତି। ରେଭେନ୍ଶା ବିଶ୍ୱବିଦ୍ୟାଳୟର୍ ମହାନଦୀ କ୍ୟାମ୍ପସରେ ସକାଳୁ ଇଭିଏମ…
ନିର୍ବାଚନ ପୂର୍ବରୁ ନୟାଗଡ଼ରେ ବୁଲିଲା ଖଣ୍ଡା, ଭୁଜାଲି
ନୟାଗଡ଼,୨୪।୫: ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡିଛି ନୟାଗଡ଼ ଜିଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ। ଭାପୁର ବ୍ଲକ ଭଗବାନପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗାଁରେ ଏକ ପ୍ରମୁଖ ରାଜନୈତିକ ଦଳର କର୍ମୀମାନେ ଲୋକଙ୍କୁ ଟଙ୍କା ନିଅ ଭୋଟ ଦିଅ…
ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମୁତୟନ ହେବେ ୩୫ ହଜାର ପୋଲିସ
ଭୁବନେଶ୍ୱର,୨୪।୫: ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି। ଏନେଇ ଡିଜିପି ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍ , ୨୦% ସମ୍ବେଦନଶୀଳ ବୁଥ୍ ରହିଛି।…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ
ପୁରୀ,୨୫।୫: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅରବିନ୍ଦ ପାଢ଼ୀ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି। ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଅରବିନ୍ଦ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ।
ଦୀନେଶ କାର୍ତ୍ତିକଙ୍କ ପରେ ଏବେ ଶିଖର ଧଓ୍ବନ ନେବେ ସନ୍ୟାସ? ଆସିଲା ବଡ ଅପଡେଟ୍ସ
ନୂଆଦିଲ୍ଲୀ,୨୪।୫: ନିକଟରେ ଦୀନେଶ କାର୍ତ୍ତିକ କ୍ରିକେଟକୁ ବିଦାୟ ଦେଇଛନ୍ତି। ଏଥି ସହିତ, ଶିଖର ଧୱନଙ୍କ ସହ ଜଡିତ ବଡ ଖବର ଏବେ ସାମ୍ନାକୁ ଆସୁଛି। ସୂଚନାଯୋଗ୍ୟ, ଶିଖର ଧୱନଙ୍କ ଅବସର ନେଇ ନିରନ୍ତର କଳ୍ପନାଜଳ୍ପନା ଚାଲିଥିଲା। ବିଶ୍ୱାସ କରାଯାଉଥିଲା ଯେ ଦୀନେଶ…
Archives


