ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ
ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ସ୍ଥାନୀୟ ସମୟ ସକାଳ ପ୍ରାୟ ୩ଟା ସମୟରେ ଏଙ୍ଗା ପ୍ରଦେଶର କୋକାଲାମ ଗ୍ରାମ…
ନିର୍ବାଚନ ପୂର୍ବରୁ ଅପରାଜିତାଙ୍କୁ ଗ୍ରାସିଲା ଭୟ: ଲେଖିଲେ ଚିଠି
ଭୁବନେଶ୍ୱର,୨୪।୫:ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଶନିବାର ଅନେକ ହେଭିଓ୍ବେଟ୍ଙ୍କ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏଥିରେ ସାମିଲ ଅଛନ୍ତି ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ…
ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ, କଳା ବାଘ, ଶିମିଳିପାଳ ଅଭୟାରଣ୍ୟରୁ ଆସିଲା ଏଭଳି ଦୃଶ୍ୟ
ଭୁବନେଶ୍ୱର,୨୪।୫: ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ ହୋଇଛି ବିରଳ ଦୃଶ୍ୟ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ…
ଧୋନିଙ୍କ ରିଟାୟରମେଣ୍ଟକୁ ନେଇ ଆସିଲା ନୂଆ ଅପଡେଟ, CSK କହିଲା ମାହିଙ୍କ ଫ୍ୟୁଚର ପ୍ଲାନ
ନୂଆଦିଲ୍ଲୀ,୨୪।୫: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଯାତ୍ରା ଶେଷ ହୋଇଛି । ସିଏସକେକୁ ସେମାନଙ୍କର ଶେଷ ଲିଗ ମ୍ୟାଚରେ ଆରସିବି ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚରେ ବିଜୟ ସହିତ ଆରସିବି ଦଳ ପ୍ଲେ…
ଗ୍ରାସୀମ କମ୍ପାନୀରେ ଅଘଟଣ: ଗ୍ୟାସ ପାଇପ୍ ଫାଟି ଚାରି ଆହତ
ଗଞ୍ଜାମ,୨୪।୫(ବିଦ୍ୟାଧର ସାହୁ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଶୁକ୍ରବାର ଅଘଟଣ ଘଟିଛି। କମ୍ପାନୀର ଗ୍ୟାସ ପାଇପ ଫାଟି ଚାରି ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର କମ୍ପାନୀ ପକ୍ଷରୁ ବିଦ୍ୟୁତ…
ପ୍ରଥମଥର ୨୩,୦୦୦ ଅତିକ୍ରମ କଲା ନିଫ୍ଟି, ସର୍ବକାଳୀନ ଉଚ୍ଚରେ ସେନସେକ୍ସ
ମୁମ୍ବାଇ, ୨୪ା୫: ଦେଶରେ ନିର୍ବାଚନ ଜାରି ରହିଥିଲା ବେଳେ ସକାରାତ୍ମକ ଫଳାଫଳ ଆଶାରେ ଶେୟାର ବଜାରରେ ଉତ୍ସାହ ଲାଗି ରହିଛି। ଏହି କ୍ରମରେ ଶୁକ୍ରବାର ସେନସେକ୍ସ ଏବଂ ନିଫ୍ଟି ବେଞ୍ଚମାର୍କ ସର୍ବକାଳୀନ ଉଚ୍ଚ ସ୍ତରକୁ ଛୁଇଁଛି। ଗୁରୁବାର ନିଫ୍ଟି ନୂତନ ଉଚ୍ଚତାକୁ…
ନିର୍ବାଚନ ପାଇଁ ଟଙ୍କା ବଣ୍ଟାକୁ ଗ୍ରାମବାସୀଙ୍କ ବିରୋଧ, ଭିଡ଼ିଓ ଭାଇରାଲ
ପାଟଣା,୨୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବଚନ ମଣ୍ଡଳୀରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ଶନିବାର ଅନୁଷ୍ଠିତ ହେବ। ନିର୍ବାଚନର ୨ଦିନ ପୂର୍ବରୁ ଗୁରୁବାର ଦ୍ୱିପ୍ରହରରୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳ ପକ୍ଷରୁ ଭୋଟରଙ୍କୁ ଟଙ୍କା ବଣ୍ଟା ଯାଇଥିବା…
ପାଣ୍ଡିଆନ୍ଙ୍କୁ ଏମିତି କହିଲେ ପୁରୀ ଏମ୍ପି ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଭୁବନେଶ୍ୱର,୨୪।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶନିବାର ହେବ ମତଦାନ। ତେବେ ଭୋଟର ଦିନକ ପୂର୍ବରୁ ଅର୍ଥାତ୍ ଗୁରୁବାର ପ୍ରଚାର ସରିଛି। ପ୍ରଚାରର ଶେଷଦିନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ଓ ପୁରୀ ଏମ୍ପି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ କଥାବାର୍ତ୍ତାର ଏକ…
ୟୁପିରେ ବଡ଼ କ୍ଷତି ସହିବ ଭାଜପା? ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ କଲା ସ୍ପଷ୍ଟ
ନୂଆଦିଲ୍ଲୀ,୨୪।୫: ଲୋକ ସଭା ନିର୍ବାଚନ ୨୦୨୪ ସମୟରେ ବିଭିନ୍ନ ଦାବି ଏବଂ ଭବିଷ୍ୟବାଣୀ ମଧ୍ୟରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଉତ୍ତରପ୍ରଦେଶ (ୟୁପି)ର ସ୍ଥିତି ସ୍ପଷ୍ଟ କରିଛନ୍ତି। ପି.କେ ପୂର୍ବାନୁମାନ କରିଛନ୍ତି ଯେ ମୋଟ ୮୦ଲୋକ ସଭା ଆସନ ଥିବା ୟୁପିରେ…
ପ୍ରଶାନ୍ତ କିଶୋରଙ୍କୁ ଭାଜପା ପ୍ରବକ୍ତା କହିଲା କଂଗ୍ରେସ, ମିଳିଲା କଡ଼ା ଜବାବ
ନୂଆଦିଲ୍ଲୀ, ୨୪ା୫: ନିର୍ବାଚନୀ ରଣନୀତିଜ୍ଞ ତଥା ରାଜନେତା ପ୍ରଶାନ୍ତ କିଶୋରଙ୍କୁ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଜାତୀୟ ମୁଖପାତ୍ର ଭାବରେ ନିଯୁକ୍ତ କରିଛି ବୋଲି ଏକ ସ୍କ୍ରିନସଟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ତେବେ ଏହି ଦାବିକୁ ତଥାକଥିତ ଭାଜପାର ନକଲ…
ଟି-୨୦ ବିଶ୍ୱକପ୍ ପୂର୍ବରୁ କମାଲ କଲା ଆମେରିକା: ବାଂଲାଦେଶକୁ ଚଟେଇଲା ଧୂଳି
ନ୍ୟୁୟର୍କ,୨୪।୫: ଦ୍ୱିତୀୟ ଟି-୨୦ରେ ଆମେରିକା ବାଂଲାଦେଶକୁ ପରାସ୍ତ କରିଛି। ଆୟୋଜକ ଆମେରିକା ୩ ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିଛି। ଆମେରିକା ପ୍ରଥମ ଟି -୨୦ରେ ବାଂଲାଦେଶକୁ ୫ ଉଇକେଟରେ ପରାସ୍ତ କରିଥିଲା। ଏଥି ସହିତ, ଏହି ସିରିଜର ତୃତୀୟ…
ନାତି ପ୍ରଜ୍ୱଳଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଲେ ଦେବଗୌଡା
ବେଙ୍ଗାଲୁରୁ, ୨୪।୫:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ଧର୍ମ ନିରପେକ୍ଷ(ଜେଡିଏସ୍) ସୁପ୍ରିମୋ ଏଚ୍. ଡି. ଦେବେଗୌଡ଼ା ଗୁରୁବାର ନିଜ ନାତି ତଥା ହାସନ୍ ଏମ୍ପି ପ୍ରଜ୍ୱଳ ରେଭନ୍ନାଙ୍କୁ ଭାରତ ଫେରିବାକୁ ଚେତାବନୀ ଦେଇଛନ୍ତି। କର୍ନାଟକ ସେକ୍ସ ସ୍କାଣ୍ଡାଲ ମାମଲାର ମୁଖ୍ୟ ଅଭିଯୁକ୍ତ…
Archives


