ଭୋଟ୍ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…
କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍ଏଚ୍ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍ ଦେଇ ଭୋଟ ଦେବା ନିମନ୍ତେ ପ୍ରଲୋଭିତ କରାଯାଉଛି। କଟକ ସହରରେ ସଂଘଟିତ ଏଭଳି ଏକ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।…
ନିର୍ବାଚନ ଚାଲିଥିବା ବେଳେ ହତ୍ୟା ଘଟଣାରେ ପୋଲିସ, ଅବକାରୀ ଅଧିକାରୀଙ୍କ ବଦଳି
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ୨୦ତାରିଖ ମତଦାନ ଚାଲିଥିବା ବେଳେ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଅଟୋଚାଳକଙ୍କୁ ହତ୍ୟା ଘଟଣାରେ ଶୁକ୍ରବାର ବରଗଡ଼ ସଦର ଥାନା ଅଧିକାରୀ ମାନସ କୁମାର ଭୋଇ ଏବଂ ଅବକାରୀ ଷ୍ଟେଶନ ଅଧିକାରୀ ସିଦ୍ଧାନ୍ତ…
କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ
ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍ରୁ ବାଦ୍ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ…
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବାକୁ ସଫାସଫା ମନା କରିଦେଲେ ଭି ଭି ଏସ୍ ଲକ୍ଷ୍ମଣ, କାରଣ ଜାଣିଲେ…
ନୂଆଦିଲ୍ଲୀ,୨୪।୫: ଟିମ୍ ଇଣ୍ଡିଆର କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ ମେଣ୍ଟର କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦୌଡ଼ରେ ଗୌତମ ଗମ୍ଭୀର ସବୁଠାରୁ ଆଗରେ ରହିଥିବା ବେଳେ ଭି ଭି…
ଆଖି ବୁଜିଲା କାବୋସୁ,ମେମେ ଜଗତରେ ପକାଇଥିଲା ଚହଳ
ସୋସିଆଲ ମିଡିଆରେ ଲୋକପ୍ରିୟ ଜାପାନୀ କୁକୁର ‘କାବୋସୁ’ର ମୃତ୍ୟୁ ହୋଇଛି। ତାକୁ ୧୯ ବର୍ଷ ହୋଇଥିଲା। ଏକ ବ୍ଲଗ୍ ପୋଷ୍ଟରେ ତାର ମୃତ୍ୟୁକୁ ନେଇ ମାଲିକ ସୂଚନା ଦେଇଛନ୍ତି। କାବୋସୁକୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମେ’ ୨୬ରେ ବିଦାୟୀ ସମାରୋହ ଆୟୋଜନ…
ଭୋଟ୍ ପାଇଁ ବୁଥ୍ ପ୍ରସ୍ତୁତ, ଆଇନଶୃଙ୍ଖଳା କଡ଼ାକଡ଼ି
ନିରାକାରପୁର,୨୪ା୫(ମାନସ ଚନ୍ଦ୍ର ପଟ୍ଟନାୟକ): ସାଧାରଣ ନିର୍ବାଚନ ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଥ୍କୁ ପ୍ରସ୍ତୁତ କରି ରଖାଯାଇଛି। ଗ୍ରୀଷ୍ମ ଦାଉରୁ ମୁକ୍ତି ନିମନ୍ତେ ଟେଣ୍ଟ ବ୍ୟବସ୍ଥା ସହ ପିଇବା ପାଣିଠାରୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଟ୍ରାଇ ସାଇକେଲ…
ଏହି ୪ ଭାଜପା ନେତାଙ୍କୁ ଏସସିବି ମନସ୍ତତ୍ତ୍ୱ ବିଭାଗରେ ଦେଖାଇବାକୁ ପରାମର୍ଶ ଦେଲା ବିଜେଡି
ଭୁବନେଶ୍ୱର,୨୪।୫: ନିର୍ବାଚନୀ ପାଗ ଭିତରେ ଥମୁନି ରାଜନୈତିକ ଆରୋପ ପ୍ରତ୍ୟାରୋପ। ରାଜଧାନୀ ପାଗ ମିଜାଜ ବଦଳୁଥିବାବେଳେ ସେଥିରେ ରାଜନୀତିର ପାରା କିନ୍ତୁ ଉପରମୁହାଁ ଧରିଛି। ଏହାରି ଭିତରେ ଭାଜପା ନେତାଙ୍କୁ କିଛି ନିଆରା ଶୈଳୀରେ ଟାର୍ଗେଟ କରିଛନ୍ତି ବିଜେଡି ନେତା ।…
ସରସରା ହତ୍ୟାକାଣ୍ଡ: ଛତିଶଗଡ଼ରୁ ଧରା ହେଲେ ଜଣେ ଅଭିଯୁକ୍ତ, ଆଉ ଜଣେ ଏବେ ବି ଫେରାର
ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ସୋମବାର ସାଧାରଣ ନିର୍ବାଚନ ନେଇ ମତଦାନ ଚାଲିଥିବାଳେ ବରଗଡ଼ ସଦର ଥାନା ଅର୍ନ୍ତଗତ ସରସରା ଗ୍ରାମରେ ସଂଘଟିତ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତଙ୍କୁ ପୋଲିସ ଶୁକ୍ରବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସରସରା ଗ୍ରାମର…
ଲକ୍ଷ୍ମୀ ନୃସିଂହ ଯାତ୍ରାରେ ଅଘଟଣ
ହିଞ୍ଜିଳିକାଟୁ ୨୪!୫( ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଶ୍ରୀ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣ ଫୁଟାଇବା ବେଳେ ନିଆଁ ଲାଗି ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଖଡ଼ଭାଗ ଗ୍ରାମର ରାମଚନ୍ଦ୍ର ବେହେରା…
ସରପଞ୍ଚଙ୍କ ଗାଡ଼ିରୁ ଜବତ ହେଲା ୨ ଲକ୍ଷ ୫୦ ହଜାର ଟଙ୍କା
ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ରାମଚନ୍ଦ୍ରପୁର ଥାନା ଛକ ନିିକଟରୁ ଫ୍ଲାଇଂ ସ୍କ୍ବାଡ ରାମଚନ୍ଦ୍ରପୁର ସରପଞ୍ଚ ପ୍ରଦୀପ କୁମାର ସାହୁଙ୍କ ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି। ସରପଞ୍ଚଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଇ ଛଡ଼ାଯାଇଛି।…
ଉଦ୍ଧାର ହେଲେ ଅସହାୟ ଭଉଣୀ, ଭାଇ
ମାଲକାନଗିରି,୨୪ା୫ (ଦୁ ର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ନିିଲିଗୁଡା ଗ୍ରାମର ଦୁଇଜଣ ଅସହାୟ ଭଉଣୀଭାଇଙ୍କୁ ଆଇନସେବା ପ୍ରାଧିକରଣ ପକ୍ଷରୁ ଉଦ୍ଧାର କରାଯାଇ ଶୁକ୍ରବାର ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି। ନିଲିଗୁଡା ଗ୍ରାମର ଜଣେ ଶିଶୁ କନ୍ୟା ଓ…
ରାତି ପାହିଲେ ନିର୍ବାଚନ: ଆନନ୍ଦପୁରରେ ୨ଲକ୍ଷ ୩୩ ହଜାର ୨୦୩ ଭୋଟର କରିବେ ମତଦାନ
ଆନନ୍ଦପୁର,୨୪ା୫(ସୁଶାନ୍ତ କୁମାର ସାହୁ): ଓଡ଼ିଶାରେ ଆସନ୍ତାକାଲି ଅର୍ଥାତ୍ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ଉଭୟ ଆନନ୍ଦପୁର ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବ। ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୩୩ ହଜାର ୨୦୩ ଭୋଟରଙ୍କ ମତଦାନ ପାଇଁ ୨୯୧ଟି ମତଦାନ…
Archives


