Home Left

‘ବିଜେଡି ବିରୋଧରେ ଲଢ଼ିବାକୁ ଭାଜପାର ଦମ୍‌ ନାହିଁ’

ଭୁବନେଶ୍ୱର,୨୯।୫: ନିର୍ବାଚନ କମିଶନ(ଇସି) ମଙ୍ଗଳବାର ବରିଷ୍ଠ ଆଇପିଏସ୍‌ ଅଫିସର ଡି.ଏସ୍‌.କୁଟ୍ଟେଙ୍କୁ ନିଲମ୍ବନ ଏବଂ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇସିଆଇଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି ବିଜେଡି। ଭାଜପାର ବିଜେଡି ବିରୋଧରେ ଲଢ଼ିବାକୁ…

ଭାଜପା ପାଖରେ ଏକ ଅନନ୍ୟ ଓ୍ବାଶିଂ ମେଶିନ ଅଛି, ବିଜେଡିରୁ ବହିଷ୍କୃତ ନେତାଙ୍କୁ ପୁରାଇ ସଫା କରିଦେଉଛି: ସସ୍ମିତ

ଭୁବନେଶ୍ୱର,୨୯।୫: ରାଜ୍ୟ ଭାଜପା ପାଖରେ ଗୋଟିଏ ଅନନ୍ୟ ଆଉ ଅଦ୍ୱିତୀୟ ୱାଶିଂ ମେଶିନ ଅଛି । ଏଥିରେ ଦାଗୀ ନେତାଙ୍କୁ ପୁରାଇ ଭାଜପା ସଫା କରିଦେଉଛି । କିଛି ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସସ୍ମିତ…

ସହରାଟିକ୍ରା ହତ୍ୟା ଘଟଣାର ପର୍ଦ୍ଦାଫାଶ, ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ହତ୍ୟା କରିଥିଲେ ପୁଅ

ଭେଡେନ,୨୯।୫(ସୁଦନ ମହାକୁର):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରାଠାରେ ସୋମବାର ରାତିରେ ଘଟିଥିବା ମଙ୍ଗନିଆ ସେଠ(୫୨) ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ନିଶା ସେବନ ପାଇଁ ଟଙ୍କା ନ ଦେବାରୁ ରାତିରେ ଶୋଇଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ନିଶାସକ୍ତ ପୁଅ…

ଆଜି ନିମାପଡ଼ାରେ ମେଗା ରୋଡ୍‌ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିମାପଡ଼ାରେ ନିର୍ବାଚନ ପ୍ରଚାର କରିବେ। ଏଠାରେ ସେ ବିଶାଳ ରୋଡ୍‌ ଶୋ’ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ସାଢ଼େ ୫ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ନିମାପଡ଼ାରେ ପହଞ୍ଚିବେ।…

ଖୁବ୍‌ଶୀଘ୍ର ଭାରତ ଫେରିବେ ପ୍ରଜ୍ଜ୍ୱଳ: କଲେ ବିମାନ ଟିକେଟ୍‌

ନୂଆଦିଲ୍ଲୀ,୨୯।୪: କର୍ନାଟକର ହାସନ ଲୋକ ସଭା ଆସନର ଏମ୍‌ପି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ନାଁରେ ଅନେକ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ରେଭାନ୍ନାଙ୍କ ବିରୋଧରେ ଏହି ଅଭିଯୋଗ କର୍ନାଟକ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଦେଶରେ ଚାଲିଥିବା ଲୋକସଭା ନିର୍ବାଚନ ସମୟରେ…

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା କଡା ପଦକ୍ଷେପ ନେଉଛନ୍ତି। ରାତି ୮ଟା ପରେ ଜିଲାର ସମସ୍ତ ଥାନା ଅଞ୍ଚଳରେ ଥିବା…

ଇସ୍ରାଏଲ୍‌ ରକେଟ୍‌ରେ ଏମିତି କିଛି ଲେଖିଦେଲେ ନିକ୍କି ହାଲି:ଫଟୋ ହେଉଛି ଭାଇରାଲ

ଓ୍ବାଶିଂଟନ୍‌,୨୯।୫: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ନର ନିକ୍କି ହାଲି ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀକୁ ରକେଟରେ କିଛି ଶବ୍ଦ ଲେଖି ଉତ୍ସାହିତ କରିଥିଲେ। ସେ ମେମୋରିୟଲ୍‌ ଡେ’ରେ ଇସ୍ରାଏଲରେ ପହଞ୍ଚିଥିଲେ। ଏଠାରେ ସେ ‘ଫିନିଶ୍‌ ଦେମ୍‌’ ଲେଖି ରକେଟରେ…

ଭାରତ ନା ଚାଇନା, କାହାର ସୈନ୍ୟ ଅଧିକ ଶକ୍ତିଶାଳୀ: ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲ/ବେଜିଂ,୨୯।୫: ସୁଡାନରେ ମିଳିତ ଜାତିସଂଘର ଶାନ୍ତି ରକ୍ଷା ମିଶନର ଏକ ଅଂଶ ଭାବରେ ଭାରତୀୟ ସୈନିକମାନେ ଚାଇନା ପ୍ରତିପକ୍ଷଙ୍କ ବିରୋଧରେ ଏକ ଟଗ-ଯୁଦ୍ଧ ପ୍ରତିଯୋଗିତା ଜିତିଛନ୍ତି। ସେନା ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ଏହି ପ୍ରତିଯୋଗିତା ସମ୍ବନ୍ଧରେ ଭାଇରାଲ ହେଉଥିବା ଭିଡିଓରେ…

ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଭୁବନେଶ୍ୱର,୨୯।୫: ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ରୋଡ ଶୋ’ ସମୟରେ ଦୀର୍ଘ ସମୟ ଧରି ଅଟକି ରହିଲା ଆମ୍ବୁଲାନ୍ସ। ଏହି ଘଟଣା ବାଲେଶ୍ୱର ଜିଲାରେ ଦେଖିବାକୁ ମିଳିଛି। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ବାଲେଶ୍ୱର ଗଡ଼ଗଡ଼ିଆ ଛକ ନିକଟରେ ପାଣ୍ଡିଆନ୍‌ଙ୍କ…

କେନ୍ଦ୍ରର ପୋଲ୍‌ ଖୋଲିଦେଲେ ପାଣ୍ଡିଆନ

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାଜ୍ୟରେ ପଚାର ଜୋରଦାର ଚାଲିଛି। ଉଭୟ ଭାଜପା ଏବଂ ବିଜେଡି ନେତାମାନେ ଆରୋପ-ପ୍ରତ୍ୟାରୋପ କରୁଥିବା ଦେଖାଯାଇଛି। ବୁଧବାର ଏକ ପ୍ରେସ୍‌ମିଟ୍‌ କରି ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ କେନ୍ଦ୍ରର ପୋଲ୍‌…

ହିମାଂଶୁ ଶେଖରଙ୍କୁ ଦଳରୁ ବିଦା କଲା ଭାଜପା

ଭୁବନେଶ୍ୱର,୨୯।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭାଜପା ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଛି ଭାଜପା। ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି ମନମୋହନ…

ଦାଣ୍ଡେ ଦାଣ୍ଡେ ପୂଜାପାଉଛନ୍ତି ମା’ ଫୁଲସୁନ୍ଦରୀ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଦୁଇଜଣ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ମା’ ଫୁଲସୁନ୍ଦରୀ ଓ ମା’ ବରାହୀ ଠାକୁରାଣୀଙ୍କ ଘଟ ମୁଣ୍ଡାଇ ପ୍ରତ୍ୟହ ସନ୍ଧ୍ୟାରେ ସହର ପରିକ୍ରମା କରିବାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri