ସାମାଜିକ କର୍ମୀ ମିନତୀ ମହାନ୍ତିଙ୍କ ପରଲୋକ
କଟକ,୧୦।୬(କାର୍ତ୍ତିକ ସାହୁ): ଓଡ଼ିଶା ନାରୀ ସେବା ସଂଘର ଆଜୀବନ ସଦସ୍ୟା ତଥା ବିଶିଷ୍ଟ ସାମାଜିକ କର୍ମୀ ମିନତୀ ମହାନ୍ତି(୯୭)ଙ୍କ ସୋମବାର ପରଲୋକ ହୋଇଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମିଶନ୍ରୋଡ୍ସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ…
ନଡ୍ଡାଙ୍କୁ ମିଳିଲା ବଡ଼ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ନୀତିନ ଗଡ଼କରୀଙ୍କୁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମିଳିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ଅମିତ ଶାହାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ନିର୍ମଳା ସୀତାରମଣଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିଛି। ସେହିପରି…
ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର: ସ୍ଥିତି ସମୀକ୍ଷା କଲେ ପ୍ରଶାସନ
ପୁରୀ,୭ା୬: ଓଡ଼ିଶାରେ ଭାଜପା ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ। ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର…
ଓଡ଼ିଶାର ୩ ମନ୍ତ୍ରୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ବିଭାଗ
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଓଡ଼ିଶାର ୩ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ସୂଚନା ଓ ପ୍ରସାରଣ ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି।…
୧୨ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଘରେ ଘରେ ଦୀପ ଜାଳିବାକୁ ଅପିଲ କଲେ ପ୍ରତାପ ଷଡ଼ଙ୍ଗୀ
ଭୁବନେଶ୍ୱର,୧୦।୬: ଭାଜପାର ଡବଲ ଇଞ୍ଜିନ୍ ସରକାର ପାଇଁ ପ୍ରତିଟି ସାଧାରଣଲୋକ ଦୁଇଟି ଦୀପ ଜାଳିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଅପିଲ କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଜନଶକ୍ତି ଜାଗ୍ରତ ହୋଇଛି। ଅତ୍ୟାଚାରୀ ସରକାରର ଅନ୍ତ ହୋଇଛି। ଆସନ୍ତାକାଲି ୪.୩୦ରେ ବିଧାୟକ ଦଳ…
କାର୍ଯ୍ୟରତ ଥିବା ବେଳେ ଚାଲିଗଲା ପୋଲିସ ଏଏସ୍ଆଇଙ୍କ ଜୀବନ
ସମ୍ବଲପୁର,୧୦।୬: ସମ୍ବଲପୁର ଜିଲା ବରେଇପାଲି ଥାନାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟରତ ଏଏସ୍ଆଇ ପଞ୍ଚୁ ବାଗଙ୍କ ଆକଷ୍ମିକ ମତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଡ୍ୟୁଟିରେ ଥିବା ବେଳେ ପୋଲିସ ଏଏସ୍ଆଇ ପଞ୍ଚୁ ବାଗ ହଠାତ୍ ଅସୁସ୍ଥ ହୋଇ…
ଆତ୍ମହତ୍ୟା କଲେ ଅଭିନେତ୍ରୀ
ମୁମ୍ବାଇ: ଦି ଟ୍ରାଏଲରେ କାଜୋଲଙ୍କ କୋ-ଆକ୍ଟ୍ରେସ ନୁର ମାଲବିକା ଦାସ ଆତ୍ମହତ୍ୟା କରିଛନ୍ତି, ତାଙ୍କ ମୃତଦେହ ମୁମ୍ବାଇର ଫ୍ଲାଟରେ ମିଳିଥିଲା। ତାଙ୍କ ମୃତଦେହ ଜୁନ ୬ର ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଥିବା ତାଙ୍କ ଫ୍ଲାଟରୁ ମିଳିଥିବା ଜଣାପଡିଛି। ଆସାମର ମୂଳ ଅଭିନେତ୍ରୀଙ୍କୁ…
ଚଳିତ ମାସରେ ବିବାହ କରିବେ ସୋନାକ୍ଷୀ!
ମୁମ୍ବାଇ: ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି, ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକା ଜହିର ଇକବାଲଙ୍କୁ ବିବାହ କରିବେ। ଖବର ଅନୁଯାୟୀ, ସୋନାକ୍ଷୀ ସିହ୍ନା ୨୩ ଜୁନରେ ଜହିର ଇକବାଲଙ୍କୁ…
ମୋଦି କହିଲେ, ଏହାର ବଡ ଦାବିଦାର ହେଉଛନ୍ତି ଦେଶର ସରକାରୀ କର୍ମଚାରୀ, ପିଏମଓ ହେଉ ଜନତାଙ୍କ କାର୍ଯ୍ୟାଳୟ
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର PMO ରେ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଆଗାମୀ ବର୍ଷଗୁଡିକରେ ଆମକୁ ବିଶ୍ୱ ମାନଦଣ୍ଡଠାରୁ ଅଧିକ କାମ କରିବାକୁ ପଡ଼ିବ। ସେ କହିଛନ୍ତି ଯେ ଆମ ଦେଶକୁ ସେଠାକୁ ନେବାକୁ ପଡିବ…
ଟି-୨୦ ବିଶ୍ୱକପ୍ରୁ ବିଦା ହେଲା ଏହି ଦଳ: ସୁପର୍-୮ରେ ପହଞ୍ଚିବାର ସ୍ବପ୍ନ ଭାଙ୍ଗିଲା
ଆଣ୍ଟିଗୁଆ,୧୦।୬: ଟି-୨୦ ବିଶ୍ୱକପ ୨୦୨୪ରୁ ପ୍ରଥମ ଦଳ ଭାବେ ବାଦ୍ ପଡିଛି ଓମାନ। ଗ୍ରୁପ ପର୍ଯ୍ୟାୟର ୨୦ତମ ମ୍ୟାଚ ଓମାନ ଏବଂ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଓମାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଏହି ସଂସ୍କରଣରେ ଏହା…
ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବୁଲୁଥିଲା ଅଜଣା ଜନ୍ତୁ! ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୦।୬: ରବିବାର ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ତେବେ ରାଷ୍ଟ୍ରପତି ଭବନରେ ଶପଥ ପାଠ କାର୍ଯ୍ୟକ୍ରମରେ…
ଏହି ୪ ମନ୍ତ୍ରଣାଳୟ ନିଜ ପାଖରେ ରଖିବ ଭାଜପା
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ଶପଥ ଗ୍ରହଣ ପରଠାରୁ ମନ୍ତ୍ରଣାଳୟ ବିଭାଜନକୁ ନେଇ ନିରନ୍ତର ଆଲୋଚନା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ମୋଦି ୩.୦ କ୍ୟାବିନେଟର ମନ୍ତ୍ରୀଙ୍କ ମଧ୍ୟରେ ମନ୍ତ୍ରଣାଳୟର ବଣ୍ଟନ ହୋଇପାରେ। ମନ୍ତ୍ରଣାଳୟ ସମ୍ବନ୍ଧୀୟ ତାଲିକା ସୋମବାର ବିଳମ୍ବିତ…
Archives


