ଏମପି ଦମ୍ପତି… ଡିମ୍ପଲ-ଅଖିଳେଶଙ୍କ ଉପରେ ରହିବ ସମସ୍ତଙ୍କ ନଜର
ନୂଆଦିଲ୍ଲୀ,୧୧।୬: ନିର୍ବାଚନ ଯୁଦ୍ଧରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ମୁହାଁମୁହିଁ ଲଢେଇର ଅନେକ ଉଦାହରଣ ଅଛି, କିନ୍ତୁ ବିଭିନ୍ନ ଆସନରୁ ଏକାଠି ଜିତି ଲୋକ ସଭାରେ ପହଞ୍ଚିବାର ଏକ ଉଦାହରଣ କ୍ୱଚିତ୍ ଅଛି । ଏଥର ୧୮ ତମ ଲୋକ ସଭା ସମୟରେ ଯେତେବେଳେ…
ତୀର୍ଥଯାତ୍ରୀ ବସ୍ ଆକ୍ରମଣରେ ବିଦେଶୀ ଆତଙ୍କବାଦୀ ସମ୍ପୃକ୍ତ
ନୂଆଦିଲ୍ଲୀ,୧୦ା୬: ଜମ୍ମୁ-କଶ୍ମୀରର ରେଆସିରେ ରବିବାର ସନ୍ଧ୍ୟାରେ ଏକ ତୀର୍ଥଯାତ୍ରୀ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ୯ଜଣଙ୍କ ମୃତ୍ୟୁ ଘଟିବା ସହ ୩୩ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ରାଜସ୍ଥାନର ଗୋଟିଏ ପରିବାରର ୪ ଜଣ ରହିଛନ୍ତି। ଏହି ଆକ୍ରମଣରେ ୩…
ମାଲାଓ୍ବି ଉପରାଷ୍ଟ୍ରପତି ଥିବା ବିମାନ ନିଖୋଜ
ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୦ା୬: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍ ଚିଲିମାଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସୋମବାର ଏହା ଅବତରଣ କରିବାର ଥିଲା। ତେବେ ରାଡାର ପରଦାରେ ଦୃଶ୍ୟ ହୋଇ ନ ଥିଲା। ବିମାନ ଚଳାଚଳ…
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କର: ହାଇକୋର୍ଟ
କଟକ,୧୦ା୬(କାର୍ତ୍ତିକ ସାହୁ): ବେଆଇନ ଭାବେ ଗାଡ଼ିରେ ନାଲିବତୀ ବ୍ୟବହାରକୁ ବିରୋଧ କରି ରୁଜୁ ଜନହିତ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ମୁଖ୍ୟ…
ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକ, ସ୍ନାତକୋତ୍ତର, ବିଏଡ୍ ପରୀକ୍ଷାଫଳ ପ୍ରକାଶ
କଟକ,୧୦ା୬(କାର୍ତ୍ତିକ ସାହୁ): ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ବିଏଡ୍ ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି। ସ୍ନାତକ ଶ୍ରେଣୀରେ ମୋଟ ୩୮୨ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସ୍ନାତକୋତ୍ତରରେ ୨୫୮ ଜଣ ଛାତ୍ରୀ…
କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ମହମ୍ମଦ ଆକବର
ଭୁବନେଶ୍ୱର,୧୦।୬: କଂଗ୍ରେସରୁ ବହିଷ୍କାର ହେଲେ ପିସିସି ସମ୍ପାଦକ ତଥା ବଲାଙ୍ଗୀରର ଯୁବନେତା ମହମ୍ମଦ ଆକବର ଖାନ। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି। ମିଡିଆରେ ବିବୃତ୍ତି ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ…
ଶପଥ ଗ୍ରହଣ ସମାରୋହରେ ଅଧାଦିନ କାମ କରିବେ ସରକାରୀ କର୍ମଚାରୀ
ଭୁବନେଶ୍ୱର,୧୦।୬: ବୁଧବାର ଅପରାହ୍ନ ୪ଟା ୪୫ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ପୂର୍ବରୁ ଜୁନ ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ବଦଳାଇ ଜୁନ ୧୨ ତାରିଖକୁ ଅର୍ଥାତ୍ ବୁଧବାର ଦିନ…
ହୋଇଗଲା ଫାଇନାଲ! ଏହି ହେବେ ବିରୋଧୀ ଦଳ ନେତା
ଭୁବନେଶ୍ୱର,୧୦।୬: ବିଜେଡିର ଶୋଚନୀୟ ପରାଜୟ ପରେ ଏବେ ଭାଜପା ସରକାର ଗଢିବାକୁ ଯାଉଛି। ତେବେ ବିଜେଡି କାହାକୁ ବିରୋଧୀ ଦଳ ନେତା କରିବ ସେନେଇ ସବୁଠି ଚର୍ଚ୍ଚା ଚାଲିଛି। ଏନେଇ ନବୀନ ନିବାସରେ କିଛି ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ କରାଯାଇଛି।…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ
ଗାଙ୍ଗଟକ୍,୧୦ା୬: ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍କେଏମ୍)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାଲ୍ଜୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ…
ବିଧାୟକ ସାରଦାଙ୍କ ନାମରେ ନିର୍ବାଚନ ଅନିୟମିତତା ମାମଲା
କଟକ,୧୦ା୬ (କାର୍ତ୍ତିକ ସାହୁ) ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ବିରୋଧରେ ହାଇକୋର୍ଟରେ ଦାୟର ହୋଇଛି ନିର୍ବାଚନୀ ଅନିୟମିତତା ପିଟିସନ୍। ପରାଜିତ ଏନ୍ସିପି ପ୍ରାର୍ଥୀ ରାଜ କୁମାର ଯାଦବ ଏହି ପିଟିସନ୍ ଦାୟର କରିଛନ୍ତି। ବିଧାୟକ ନାୟକ ପ୍ରାର୍ଥିପତ୍ର ଦାଖଲ ବେଳେ…
କନ୍ଧମାଳ ହଳଦୀ ଦର ବୃଦ୍ଧି, ଚାଷୀ ଉତ୍ସାହିତ
ରାଇକିଆ,୧୦।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲାର ସବୁଠାରୁ ଅର୍ଥକାରୀ ଫସଲ ହଳଦୀ ଦର ଏବେ ବୃଦ୍ଧି ହୋଇଛି। ଏବେ କିଲୋ ପ୍ରତି ୧୩୦ ଟଙ୍କା ରହିଛି ହଳଦୀ ଦର। ଶେଷ ଥର ପାଇଁ ୨୦୦୯-୧୦ରେ ହଳଦୀ ଦର ୧୫୦ ଛୁଇଁ ଥିଲା। ଏକଦା…
ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ରବିବାର ଶପଥ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ମନ୍ତ୍ରଣାଳୟର ବଣ୍ଟନରେ…
Archives


