ନାଁ ବଦଳାଇ ଦେଇଥିଲେ ଅମିତାଭ ବଚ୍ଚନ: ପ୍ରକୃତ ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ମେଗାଷ୍ଟାର ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରୁଛନ୍ତି। ଅମିତାଭ ତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନରେ ଏକ ଭଲ ସନ୍ତୁଳନ ବଜାୟ ରଖନ୍ତି। ପ୍ରଶଂସକମାନେ ତାଙ୍କୁ ସ୍ନେହରେ ବିଗ ବି ବୋଲି…
ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପାଓ୍ବାରଙ୍କୁ ବଡ ଝଟକା, ଅସନ୍ତୋଷ ହୋଇ ଦଳ ଛାଡିଲେ ନେତା
ମୁମ୍ବାଇ,୧୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶରଦ ପାୱାର ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗୁରୁବାର, ଏନସିପି (ଶରଦ ପାୱାର) ଦଳର ବହୁ ଅସନ୍ତୋଷ ପଦାଧିକାରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ ଅମରାବତୀ ଜିଲା ଅଧ୍ୟକ୍ଷ ପ୍ରଦୀପ…
ସସପେନ୍ସରେ ମହାରାଷ୍ଟ୍ରରେ ମେଣ୍ଟ, କଂଗ୍ରେସଠୁ ଦୂରେଇ ଯିବେ ଶରଦ ପାଓ୍ବାର!
ମୁମ୍ବାଇ,୧୧।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ବିରୋଧୀଙ୍କ ଏବେ ନୀଦ୍ରାହୀନତାର କାରଣ ସାଜିଛି। କଂଗ୍ରେସ ଉପରେ ସହଯୋଗୀମାନେ ପ୍ରଶ୍ନ ଉଠାଇବାକୁ ଏବେ ସୁଯୋଗ ପାଇଛନ୍ତି। ହରିୟାଣା ପରାଜୟ ପରେ ଆମ ଆଦମୀ ପାର୍ଟି ସ୍ପଷ୍ଟ ଭାବେ ଘୋଷଣା କରିସାରିଛି ଯେ,…
କୋଇଲା ଖଣି ଉପରେ ଅତର୍କିତ ଆକ୍ରମଣ: ଚାଳିଗଲା ୨୦ ଜୀବନ
ବାଲୁଚିସ୍ତାନ,୧୧।୧୦: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ଏକ କୋଇଲା ଖଣି ଉପରେ ଅଜ୍ଞାତ ବନ୍ଧୁକଧାରୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୨୦ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଥିଲେ। ଡୁକି ଜିଲାରେ ଏହି ଆକ୍ରମଣ…
ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା
ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା…
୩୪ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ
କଟକ,୧୧ା୧୦(ଶିଳ୍ପା ପ୍ରିୟଦର୍ଶିନୀ):ମହାନବମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କଟକର ୩୪ଟି ପୂଜା ମଣ୍ଡପ ବୁଲି ମା’ଦୁର୍ଗାଙ୍କୁ ଦର୍ଶନ କରିବେ। ସଡ଼କ ପଥରେ ସକାଳ ସାଢେ ୯ଟାରେ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରତାପନଗରୀ ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରିବେ।…
ଗଞ୍ଜାମର ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ
ପୋଲସରା,୧୧।୧୦: ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ ହୋଇଛି। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ସେ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ…
ସରକାରୀ ବସ୍ଷ୍ଟାଣ୍ଡ: ସେବାଠୁ ଦୂରରେ
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ସରକାରୀ ବସ୍ଷ୍ଟାଣ୍ଡ ସର୍ବ ପୁରାତନ। ଅନ୍ୟ ବସ୍ଷ୍ଟାଣ୍ଡଗୁଡ଼ିକର ନବୀକରଣ, ରୂପାନ୍ତରୀକରଣ ହେଉଛି। କିନ୍ତୁ ବରଗଡ଼ ସହରର ମୁଖ୍ୟ ପେଣ୍ଠସ୍ଥଳୀରେ ରହିଥିବା ଏହି ବସ୍ଷ୍ଟାଣ୍ଡରେ ତାହା ହେଉନାହିଁ। ଅପରପକ୍ଷେ ରାଜ୍ୟର ଏହି ପ୍ରମୁଖ ବସ୍ଷ୍ଟାଣ୍ଡ ଦିନକୁ ଦିନ ତା’ର ଅସ୍ତିତ୍ୱ…
ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ
ପାଟଣାଗଡ଼,୧୧ା୧୦(ସଚ୍ଚିଦାନନ୍ଦ ମହାକୁଡ଼): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଧୁବଲପଡ଼ା ପଞ୍ଚାୟତ ମୁଦଘାଟସ୍ଥିତ କୃଷିଫାର୍ମଠାରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ଭିଭିପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବିହନ…
ଚିରାଗ ପାସଓ୍ବାନଙ୍କ ପରେ ଭାଜପାକୁ ପାନେ ଦେଲେ ଜିତନ ରାମ ମାନ୍ଝୀ
ପାଟନା,୧୧।୧୦: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାନ୍ଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହମ) ଝାଡଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅତି କମରେ ୧୦ଟି ଆସନରେ ପ୍ରାର୍ଥୀ ଦେବ। ହମ (ଧର୍ମନିରପେକ୍ଷ) କେନ୍ଦ୍ରରେ ଶାସକ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର…
ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ
ନୂଆଦିଲ୍ଲୀ,୧୧।୧୦: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହିରୋ ମୋଟୋକର୍ପର ପାର୍ବଣ ଅଭିଯାନ ‘ଶୁଭ ମୁହୁରତ୍ ଆୟା, ହିରୋ ସାଥ୍ ଲାୟା’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ହିରୋ ମୋଟୋକର୍ପର ତୃତୀୟ ସଂସ୍କରଣକୁ ଉଜ୍ଜୀବିତ କରିବାକୁ ଯାଇ ବ୍ରାଣ୍ଡ୍ ପକ୍ଷରୁ ଗ୍ରାଣ୍ଡ…
ପିଜିଏଲ୍ ହୋଣ୍ଡାରେ ବିଜୟ ମହୋତ୍ସବ
ଭୁବନେଶ୍ୱର,୧୧।୧୦(ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ବିଜୟ ମହୋତ୍ସବ’ ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଚ୍ଏମ୍ଏସ୍ଆଇର ସ୍ବୀକୃତିପ୍ରାପ୍ତ ଡିଲର ପିଜିଏଲ୍ ହୋଣ୍ଡାର ଭୁବନେଶ୍ୱର ଶୋ’ରୁମ୍ ପକ୍ଷରୁ ‘ବିଜୟ ମହୋତ୍ସବ’ର ପାଳନ…

