Home Left

ବିଧାନପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧।୭: ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ସୋମବାର ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଘୋଷିତ ହୋଇଥିବା ନାମଗୁଡିକ ମଧ୍ୟରେ ପଙ୍କଜା ମୁଣ୍ଡେ, ଯୋଗେଶ ତିଲକର, ପାରିନାଇ ଫୁକେ, ଅମିତ ଗୋର୍ଖେ…

ଇଣ୍ଡିଆ ମେଣ୍ଟ ଗୁଜରାଟରେ ଭାଜପାକୁ ହରାଇବ: ରାହୁଲ

ନୂଆଦିଲ୍ଲୀ,୧।୭: ସୋମବାର ସଂସଦ ଅଧିବେଶନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଗୁଜୁରାଟରେ ଇଣ୍ଡିଆ ମେଣ୍ଟ ଭାଜପାକୁ ପରାସ୍ତ କରିବ। ସେ କହିଛନ୍ତି ଯେ ଲୋକଙ୍କୁ ଭୟଭୀତ ଓ ଧମକ ଦେବା…

ଅଗ୍ନିବୀର ଯୋଜନାକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ, ରାଜନାଥ କହିଲେ…

ନୂଆଦିଲ୍ଲୀ,୧।୭:ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକ ସଭାରେ ସୋମବାର ହଟ୍ଟଗୋଳ ଜାରି ରହିଛି। ଅଗ୍ନିବୀର ଯୋଜନା ବିଷୟରେ ଆଲୋଚନା କରି ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଜଣେ ଶହୀଦଙ୍କ ଘରକୁ ଯାଇଥିଲି। ମୁଁ ତାଙ୍କୁ ଶହୀଦ ବୋଲି କହୁଛି, କିନ୍ତୁ ଏହି ସରକାର…

‘ରାହୁଲ ଗାନ୍ଧୀ ପୂରା ଦେଶକୁ କ୍ଷମା ମାଗନ୍ତୁ’, ଏମିତି କାହିିଁକି କହିଲେ ଶାହା

ନୂଆଦିଲ୍ଲୀ,୨୧।୭: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିରେ କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ନିଜର ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି ଯେ ବିରୋଧୀଦଳର ନେତା ସ୍ପଷ୍ଟ ଭାବରେ କହିଛନ୍ତି ଯେ ଯେଉଁ ଲୋକ ନିଜକୁ ହିନ୍ଦୁ ବୋଲି…

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ  ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା  ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଯେପରି କି ଜେଜେ ବାପା ବୟସର  ଲୋକଙ୍କୁ କେହି କେହି…

ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧।୭: ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୋମବାର ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ…

ଲାଗୁ ହେଲା ନୂଆ ଆପରାଧିକ ଆଇନ

ଖୋର୍ଦ୍ଧା,୧।୭ (ପ୍ରଭାତ ପାଣିଗ୍ରାହୀ) : ଆଜିଠୁ ଦେଶରେ ଲାଗୁ ହେଲା ନୂଆ ଆପରାଧିକ ଆଇନ। ଏଣିକି ଦଣ୍ଡ ନୁହେଁ, ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା…

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରି ପକାଇଛି। ସେହି ବାଟ ଦେଇ କାରରେ ଯାଉଥିବା ଜଣେ…

ମନଇଛା କାଟିପାରିବେନି ତାଳଗଛ; ନେବାକୁ ପଡ଼ିବ ସରକାରଙ୍କ ଅନୁମତି

ଭୁବନେଶ୍ୱର, ୧।୭: ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବିନା ଅନୁମତିରେ ତାଳଗଛ କାଟିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ବନ ବିଭାଗର ଅନୁମତି ନ ନେଇ ଲୋକେ…

ସଂସଦରେ ରାହୁଲଙ୍କ ବୟାନକୁ ନେଇ ଏମିତି ହେଲା ହଙ୍ଗାମା…, ହଠାତ୍‌ ଉଠି ଠିଆ ହୋଇଗଲେ ମୋଦି

ନୂଆଦିଲ୍ଲୀ,୧।୭: ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ସୋମବାର ଏମିତି ଏକ ବୟାନ ଦେଇଛନ୍ତି ଯାହା ସମଗ୍ର ଲୋକ ସଭାରେ ଆଲୋଡ଼ନ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ହିଂସା…

ନୂଆ ଆଇନକୁ ନେଇ ବୈଠକ: ଥାନାଧିକାରୀଙ୍କ ବ୍ୟବହାର ଦେଖି…

ମୋରଡ଼ା,୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପରିସରରେ ଆଜି ଆଇନ ସଚେତନତାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ସତ୍ୟନାରାୟଣ ବଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ପ୍ରଥମେ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ସାମ୍ବାଦିକ ନିଜ ନିଜର ପରିଚୟ…

ବିଏମ୍‌ସି ଉପରେ ‘ମୋ ଖତ’ ବୋଝ

ଭୁବନେଶ୍ୱର, ୧।୭ (ବନ୍ଦନା ସେଠୀ): ସହରରୁ ସଂଗୃହୀତ ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରାଯିବ। ସେହି ଖତକୁ ବିକ୍ରି କରାଯିବା ସହ ଏଥିରେ ନିୟୋଜିତ ଲୋକଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri