ବଢିବ ଭତ୍ତା ଟଙ୍କା! ଏବେ ଏତିକି ପାଇବେ, ମନ୍ତ୍ରୀ ଦେଲେ ସୂଚନା
ଭୁବନେଶ୍ୱର,୨ା୭: ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି । ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ବୃଦ୍ଧି ପ୍ରସ୍ତୁତି ଚାଲିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।…
ଗଙ୍ଗାଜଳ ହାତରେ ଧରି ରାଣ ପକାଯାଏ…ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଏମିତି କାହିଁକି କହିଲେ ଅଖିଳେଶ
ନୂଆଦିଲ୍ଲୀ,୨।୭: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ମଙ୍ଗଳବାର ସଂସଦରେ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଅଖିଳେଶ ଯାଦବ ପ୍ରଥମେ ନୂତନ ଏମ୍ପିମାନଙ୍କୁ ସ୍ବାଗତ କରିଥିଲେ। ଭାଷଣ ଆରମ୍ଭ କରିବାର କିଛି ସମୟ ପରେ ସେ…
ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ
ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ ମଧ୍ୟ ଆସିଥାଏ । ଯାହାକି ଆମକୁ ଚକିତ କରିଦିଏ । ଏପରି ଏକ ଘଟଣା…
ରାଜଧାନୀରେ ୩ ବର୍ଷର ଝିଅଙ୍କୁ ବଳାତ୍କାର: ଅଭିଯୁକ୍ତ ଯୁବକଙ୍କୁ ଧରିଲା ପୋଲିସ
ଭୁବନେଶ୍ୱର,୨।୭: ରାଜଧାନୀରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ୩ ବର୍ଷର ନାବାଳିକା ଝିଅଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଫେରାର ଥିବା ଅଭିଯୁକ୍ତଙ୍କୁ ମଙ୍ଗଳବାର କମିଶନରେଟ୍ ପୋଲିସ ଗିରଫ…
ଟିମ ଇଣ୍ଡିଆକୁ ଅଲବିଦା କହିବା ପୂର୍ବରୁ ଦ୍ରାବିଡ ଦେଲେ ଶେଷ ଭାଷଣ, ଭିଡିଓରେ ଦେଖନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୨।୭: ରାହୁଲ ଦ୍ରାବିଡ ଟି -୨୦ ବିଶ୍ୱକପ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ରହିଥିଲେ। ଟୁର୍ନାମେଣ୍ଟ ଶେଷ ହେବା ସହିତ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ବର୍ତ୍ତମାନ ଟିମ ଇଣ୍ଡିଆ ଏକ ନୂଆ କୋଚ୍…
ସିଆର୍ପିଏଫ୍ ଯବାନଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ଖଇରା,୨।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୁଳି ଗ୍ରାମର ରାଘବାନନ୍ଦ ମାଝିଙ୍କ ଘରୁ ରାତିରେ ଚୋରି ହୋଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି। ଜମ୍ମୁରେ ସିଆର୍ପିଏଫ ଯବାନ ଭାବେ କାର୍ଯ୍ୟରତ ରାଘବାନନ୍ଦ ୭ଦିନ ତଳେ…
ରାହୁଲଙ୍କୁ ଟାର୍ଗେଟ୍ କଲେ ମୋଦି, କହିଲେ ଛଟ୍ପଟ୍ ହେଉଛନ୍ତି କଂଗ୍ରେସ ନେତା
ନୂଆଦିଲ୍ଲୀ, ୨ା୭: ସଂସଦରେ ଲୋକସଭା ଅଧିବେଶନ ଜାରି ରହିଛି । ଆଜିର ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଏନ୍ଡିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଏମ୍ପିମାନଙ୍କୁ ସମ଼୍େବାଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି…
ବାର୍ବାଡୋସରେ ଝଡ଼ ତୋଫାନ: ଜୟ ଶାହାଙ୍କ ସହ ଅଟକି ରହିଛିନ୍ତି ଭାରତୀୟ ଖେଳାଳି
ବ୍ରିଜଟାଉନ୍, ୧ା୭ : ବାର୍ବାଡୋସରେ ଝଡ଼ ତୋଫାନ ଯୋଗୁ ଟି୨୦ ବିଶ୍ୱକପ୍ ବିଜୟୀ ଭାରତୀୟ କ୍ରିକେଟ ଦଳ ସେଠାରେ ଅଟକି ରହିଛି। ଫଳତଃ ସେମାନେ ଅତିକମ୍ରେ ଆଉ ଏକ ଦିନ ବିଳମ୍ବରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। ଶନିବାର ରାତିରେ ଦକ୍ଷିଣ ଆଫ୍ରିକା…
ମିଛ ହେଲା ରାହୁଲଙ୍କ ଦାବି, ଅଗ୍ନିବୀର ପରିବାର କହିଲେ…
ନୂଆଦିଲ୍ଲୀ, ୨ା୭: ଜାରି ରହିଛି ସଂସଦ ଅଧିବେଶନ । ଏହି ଅଧିବେଶନରେ ଅଗ୍ନିବୀର ଯୋଜନାକୁ ନେଇ ରାହୁଲ ଗାନ୍ଧି କରିଥିବା ଦାବି ମିଛ ସାବ୍ୟସ୍ତ ହୋଇଛି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶହିଦ ହୋଇଥିବା ଜଣେ ଅଗ୍ନିବୀରଙ୍କ ପରିବାର…
ଲକ୍ଷ୍ମୀ ବସ୍ ପରେ ବଦଳିବ ‘ମୋ ବସ୍’ର ନାଁ! ଜାଣନ୍ତୁ…
ଭୁବନେଶ୍ୱର,୨ା୭: ରାଜ୍ୟରେ ଭାଜପା ସରକାର ଆସିବା ପରେ ସବୁ ପରିବର୍ତ୍ତନ ହେଉଛି। ଏସବୁ ମଧ୍ୟରେ ଲକ୍ଷ୍ମୀ ବସ୍ର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ ବୋଲି ପରିବହନ ମନ୍ତ୍ରୀ ଘୋଷଣା କରିଥିବା ବେଳେ ଏବେ ଏହାର ରଙ୍ଗ…
ଲାଗୁ ହେଲା ନୂଆ ନିୟମ, ନାତୁଣୀ-ନାତିଙ୍କ ଯତ୍ନ ନେବା ପାଇଁ ଜେଜେମା-ଜେଜେଙ୍କୁ ମିଳିବ ଛୁଟି
କୋପେନହେଗନ,୨।୭: ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ। ସ୍ବିଡେନର ୩୪୯ସିଟ ବିଶିଷ୍ଟ…
କ’ଣ ପାଇଁ ମାଟି ଖାଇଥିଲେ ରୋହିତ ଶର୍ମା, ନିଜେ କଲେ ଖୁଲାସା
ନୂଆଦିଲ୍ଲୀ,୨।୭: ଭାରତ ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି। ଟୁର୍ନାମେଣ୍ଟର ଟାଇଟଲ ମ୍ୟାଚ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲରେ ଖେଳାଯାଇଥିଲା। ଭାରତୀୟ ଦଳ ଚାମ୍ପିଅନ୍ ହେବାପରେ ପିଚ୍ ମାଡି ଖାଇଥିଲେ। ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଏହାକୁ ରୋହିତ ଶର୍ମା ଏହା ଉପରେ…
Archives


