ହାଥରସ୍ ଦଳାଚକଟା ପାଇଁ ସରକାର ଦାୟୀ: ଅଖିଳେଶ
ହାଥରସ୍,୨।୭: ଉତ୍ତରପ୍ରଦେଶର ହାଥରସ୍ରେ ସତ୍ସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟିଛି। ଏଥିରେ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି। ଏନେଇ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉକ୍ତ…
ହାଥରସ୍ ଘଟଣାରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି
ହାଥରସ୍,୨।୭: ଉତ୍ତରପ୍ରଦେଶ ହାଥରସ୍ରେ ସତ୍ସଙ୍ଗ ଚାଲିଥିବା ବେଳେ ଦଳାଚକଟା ଘଟିଛି। ଦଳାଚକଟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦି ହାଥରସ୍ ଅଘଟଣ ସମ୍ପର୍କରେ ସଂସଦରେ ଜଣାଇଲେ।…
ରାହୁଲଙ୍କ ହିଂସକ ହିନ୍ଦୁୁ ବୟାନକୁ ନେଇ ବର୍ଷିଲେ ମୋଦି, କହିଲେ ଏମିତି ଆପଣଙ୍କ ସଂସ୍କାର…
ନୂଆଦିଲ୍ଲୀ,୨।୭: ସଂସଦରେ ରାହୁଲ ଗାନ୍ଧୀ ହିନ୍ଦୁ ଧର୍ମକୁ ନେଇ ଭାଜପା ହିଂସା କରୁଛି ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ ନେଇ ମଙ୍ଗଳବାର ସଂସଦରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀ କେବେ କଂଗ୍ରେସକୁ…
ରାହୁଲଙ୍କୁ ଟାର୍ଗେଟ କରୁକରୁ ହଠାତ୍ ପାଣି ପିଇଲେ ମୋଦି, ବିରୋଧୀ କହିଲେ…
ନୂଆଦିଲ୍ଲୀ,୨।୭: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ନିଶାଣ କରିଛନ୍ତି। ମୋଦି ରାହୁଲଙ୍କୁ ବାଳକବୁଦ୍ଧି ବୋଲି କହିବା ସହ ଗୃହରେ କପଟୀ ବୋଲି ଅଭିହିତ କରିଛନ୍ତି। ଏହି ସମୟରେ ବିରୋଧୀ ଯେତେ ହୋ…
ସୋନାକ୍ଷୀଙ୍କ ସହ ରକ୍ତ ସମ୍ପର୍କକୁ କାଟିଲେ ଭାଇ ଲବ ସିହ୍ନା! କହିଦେଲେ ବଡ଼ କଥା…
ବମ୍ବେ: ନିକଟରେ ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ବେଶ ସାଧାସିଧା ଭାବେ ବିବାହ ଅନୁଷ୍ଠିତ ହୋଇଥିଲା। ଦୁଇ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନେ କୋର୍ଟ…
ସ୍କୁଲରେ ପଶି ଗାଳିଗୁଲଜ: ଥାନାରେ ପହଞ୍ଚିଲା ମାମଲା
ତିହିଡ଼ି,୨।୭(ସଞ୍ଜିତ ବଳ)-ତିହିଡ଼ି ଥାନା ଅଧୀନ ବିଲଣା ପଞ୍ଚାୟତର ଲଞ୍ଜାତର ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ସୋମବାର ଜଣେ ବ୍ୟକ୍ତି ଗାଲିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସିଂଙ୍କ ଅଭିଯୋଗକ୍ରମେ ପୋଲିସ ଗାଳିଗୁଲଜ କରିଥିବା ଲଞ୍ଜାତର ଗ୍ରାମର ସତ୍ୟାନନ୍ଦ…
ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ
ତିହିଡ଼ି,୨।୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଗ୍ରାମରେ ଏକ ନଡ଼ିଆ ଗଛକୁ କେନ୍ଦ୍ରକରି ଗୋଟିଏ ପରିବାରର ବାପ, ପୁଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆକ୍ରମଣରେ ପୁଅ ଶ୍ରୀଧର ଜେନା(୨୩) ଗୁରୁତର ହୋଇ କଟକ ବଡ଼…
ସଂସଦରେ ରାହୁଲଙ୍କୁ ଭୟଙ୍କର ଟାର୍ଗେଟ କଲେ ମୋଦି, ପରଜୀବୀ ହୋଇ ଭୋଟ ଖାଇଲେ…
ନୂଆଦିଲ୍ଲୀ,୨।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି। ନିଜ ଅଭିଭାଷଣରେ ମୋଦି କଂଗ୍ରେସକୁ ଜୋରଦାର ଟାର୍ଗେଟ କରିଛନ୍ତି।…
ମୋଦିଙ୍କ ଉପରେ ବର୍ଷିଲେ ସୁଲତା: କହିଲେ ନବୀନଙ୍କୁ ନେଇ କାହିଁକି କରୁଥିଲେ ମିଛ ପ୍ରଚାର
ଭୁବନେଶ୍ୱର,୨।୭ ରାଜ୍ୟସଭାରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ଏମ୍ପି ସୁଲତା ଦେଓ । ସୁଲତା କହିଛନ୍ତି, ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ସ୍ଥିର ଓ ବହୁମତର ସରକାର ଚାଲିଛି । ମାତ୍ର ବାସ୍ତବରେ କେନ୍ଦ୍ରରେ ମେଣ୍ଟ ସରକାର…
କାହିଁକି ପ୍ରକାଶ ପାଇବ ନାହିଁ ମାସିକ ଜିଏସ୍ଟି ଡାଟା
ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ମାସିକ ଜିଏସ୍ଟି ଡାଟା ପ୍ରକାଶ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଜିଏସ୍ଟି ଲାଗୁ ହେବା ପରେ ପ୍ରତିମାସ ପହିଲାରେ ଏହି ଡାଟା ସାର୍ବଜନୀନ କରାଯାଉଥିଲା। କ୍ରମାଗତ ୭୪ ମାସ ଧରି ଏହି ପକ୍ରିୟା ଜାରି ରହିଥିବା…
ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ: ଏହିଭଳି ରହିବ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର,୨।୭: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, ପୁରୀ, ଏବଂ ଖୋର୍ଦ୍ଧା ଆଦି ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ…
ଗଣିତ ପଢ଼ାଇଲେ ବିଧାୟକ
କୋରାପୁଟ,୨।୭: କୋରାପୁଟ ବିଧାୟକ ରଘୁରାମ ମାଛ ମଙ୍ଗଳବାର ସେମିଲିଗଡାରେ ଥିବା ଆର କେ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢାଇଛନ୍ତି । ସେ ପିଲାଙ୍କୁ ଗଣିତ ପଚାରିବା ସହିତ ଗଣିତ ପଢାଇଥିଲେ । ଏହା ସହ ସେ କହିଛନ୍ତି ନିଜ ଉପରେ…
Archives


